ଓଃ କି ସୁନ୍ଦର ! ବାବୁଶାନ ଗାଇଲେ ବାପାଙ୍କ ପସନ୍ଦର ଗୀତ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଓଡ଼ିଶାର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି । ସେମାନଙ୍କ ପାଇଁ ତାଙ୍କର ଅଗଣିତ ଦର୍ଶକ ଯେମିତି ପାଗଳପ୍ରାୟ ଅଟନ୍ତି । ସେହିଭଳି ଓଡ଼ିଆ ସିନେମା ଜଗତର ଜଣେ ଲୋକପ୍ରିୟ କଳାକାର ଭାବରେ ନାୟକ ବାବୁଶାନ ମହାନ୍ତି ଙ୍କୁ କିଏ ଅବା ନଜାଣେ । ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ବାବୁଶାନ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି ଏବଂ ଦମଦାର ଅଭିନୟ କରୁଛନ୍ତି ।


ତାଙ୍କ ଅଭିନୀତ ସିନେମା ସବୁ ବହୁତ୍ ସୁପରହିଟ ହୋଇଥାଏ । ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ମଧ୍ଯ ଅଟେ । ତେବେ ଆପଣ ତ ଜାଣିଛନ୍ତି ଅଭିନେତା ବାବୁଶାନ କିପରି ଦମଦାର ଅଭିନୟ ସବୁ କରିଥାନ୍ତି । ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଅନେକ ସୁନ୍ଦର୍ ସୁନ୍ଦର୍ ସିନେମା ସବୁ ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି । ଏହି ଅଭିନେତା ଜଣଙ୍କ ଓଲିଉଡ ର ଚକୋଲେଟ୍ ହିରୋ ଭାବରେ ମଧ୍ଯ ପରିଗଣିତ ହୁଅନ୍ତି । ତେବେ ଏହି ଅଭିନେତା ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିତ୍ଵ ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ । ଅଭିନୟ ଜଗତରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ସେ ତାଙ୍କର ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଅଭିନୟ ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତା । ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି । ତେବେ କିଏ ବା ତାଙ୍କୁ ଭଲ ନପାଏ । ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଚକୋଲେଟ୍ ହିରୋ ।


ତେବେ ବର୍ତ୍ତମାନ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବାବୁଶାନ ଏକ ଇଭେଣ୍ଟ ରେ ଯୋଗ ଦେଇଥିଲେ ଏବଂ ଏହି ଇଭେଣ୍ଟ ଟି ଆୟୋଜନ ହୋଇଥିଲା ମୟୁରଭଞ୍ଜ ରେ ତେବେ ସେଠାରେ ମଞ୍ଚ ଉପରେ ସେ ସମସ୍ତ ଙ୍କୁ ଅଭିବାଦନ ଜଣାଇବା ପରେ ଏକ ସୁନ୍ଦର ଓଡ଼ିଆ ଗୀତ ଗାଇଥିଲେ ଯାହା ହେଉଛି ତାଙ୍କ ବାପାଙ୍କ ପସନ୍ଦର.. ସେହି ନୀଳ ଆକାଶରେ.. ଏବଂ ତୁ ଧୀରେ ଧୀରେ ଚାଲ ରେ ସମୟ…. । ତେବେ ବାବୁଶାନ ଙ୍କ ଗୀତ କୁ ତାଙ୍କ ସ୍ୱର କୁ ସମସ୍ତେ ଖୁବ ପସନ୍ଦ ମଧ୍ୟ କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *