ବନ୍ଧୁଗଣ ଓଡିଆ ଫିଲ୍ମ ପ୍ରଯୋଜକ ତଥା ଓଟିଟି ପ୍ଲାଟଫର୍ମ କଞ୍ଚା ଲଙ୍କାର ମୁଖ୍ୟ ଅକ୍ଷୟ ପରିଜାଙ୍କ ନ-ଅଗନ ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଅକ୍ଷୟ ଏକ ଯୁବତୀଙ୍କ ସହ ଦଉଷ୍କଅର୍ମ କରୁଥିବାର ନଜର ଆସୁଛନ୍ତି । ଯେଉଁ ଯୁବତୀଙ୍କ ସହ ସେ ଦଉଷ୍କଅର୍ମ କରିଛନ୍ତି,
ସେହି ଯୁବତୀ ଜଣକ ଲକ୍ଷ୍ମୀ ସାଗର ଥାନାରେ ଅକ୍ଷୟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣାକୁ ନେଇ ଅନେକ ସମୟ ପରେ ଅକ୍ଷୟ ନିଜ ମୁହଁ ଖୋଲି ଛନ୍ତି । ଅକ୍ଷୟ ଏହି ମାମଲାକୁ ନେଇ କହିଛନ୍ତି, ମୋତେ ସେ ଯୁବତୀ ତା ଘରକୁ ଡାକିଲା ଡିନର କରିବା ପାଇଁ । ଆଉ ଏହା ପରେ ଯୁବତୀ ମୋ ସହ ସମ୍ପର୍କ ବି ରଖିଲା ।
ସେହି ସମୟରେ ସେ ସମ୍ପର୍କର ମୂହୁର୍ତ୍ତ ସବୁକୁ ଭିଡିଓରେ ରେକର୍ଡ କରିଦେଲା । ଆଉ ଏହା ପରେ ସେ ଯୁବତୀ ମୋତେ ଧମକାଉଛି ଯେ, ତାକୁ ପାଞ୍ଚ କୋଟି ଟଙ୍କା ନ ଦେଲେ ସେ ମୋ ଭିଡିଓ ଭାଇରାଲ କରିଦେବ । ତେବେ ଦର୍ଶକ ବନ୍ଧୁ ଏଭଳି କିଛି ଓଲଟା ଅଭିଯୋଗ ଆଣିଛନ୍ତି ଅକ୍ଷୟ ପରିଜା । ଅନ୍ୟ ପଟେ ପୀଡ଼ିତା ଯୁବତୀ ଜଣକଙ୍କ କହିବା କଥା, ଯୁବତୀଙ୍କୁ ଫିଲ୍ମରେ ଏକ ଚରିତ୍ର ଦେବାର ଲାଳସା ଦେଖାଇ ଅକ୍ଷୟ ତାଙ୍କୁ ଦଉଷ୍କଅର୍ମ କରିଛନ୍ତି ।
ଯୁବତୀଙ୍କ ସହ ଦଉଷ୍କଅର୍ମ କରି ଭିଡିଓ ରଖିଥିଲେ ଅକ୍ଷୟ ଆଉ ଭିଡିଓ ଭାଇରାଲ କରିବାର ଧମକ ଦେଇ ସେ ବାରମ୍ବାର ଯୁବତୀଙ୍କ ସହ ଦଉଷ୍କଅର୍ମ କରୁଥିଲେ । ଏହା ସହ ସେ ଯୁବତୀଙ୍କୁ ଧମକ ଦେଇ କହିଥିଲେ ଯେ, ଯଦି ଯୁବତୀ ଆଉ କାହା ସହ ବିବାହ କରିବେ ବା ଆଉ କାହାକୁ ଯଦି ଏହା ବିଷୟରେ କହିବେ ତା ହେଲେ ଅକ୍ଷୟ ତାଙ୍କୁ ଜୀବନରୁ ମଆରିଇଦେବେ । ଦର୍ଶକ ବନ୍ଧୁ ଏ ଘଟଣାରେ ଅକ୍ଷୟ ପରିଜାଙ୍କ ସମ୍ପୃକ୍ତି ଅନେକ ସାରା ପ୍ରଶ୍ନ ସୃଷ୍ଟି କରୁଛି ।
ଫିଲ୍ମରେ ଅଭିନୟର ସୁଯୋଗ ଦେବା କହି ଯୁବତୀ ମାନଙ୍କୁ ଶଓଷଅଣ କରିବା ମୁମ୍ବାଇ ଜଗତ ତା ସହ ଓଲିଉଡରେ ନୁହେଁ । ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।