ବନ୍ଧୁଗଣ ଗତ କିଛି ଦିନ ହେବ ବାବୁସାନ, ତୃପ୍ତି ଓ ପ୍ରକୃତିଙ୍କୁ ନେଇ ସାରା ଓଡିଶାରେ ଚହଳ ପଡିଛି । ବାବୁସାନ ଓ ପ୍ରକୃତିଙ୍କ ରିଲେସନ ବିଷୟରେ ଜାଣିବା ପରେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାବୁସାନଙ୍କ ଭଳି ଜଣେ ସୁପର ଷ୍ଟାର ଏଭଳି କାମ କରିପାରିବେ ବୋଲି କେହି ବିଶ୍ଵାସ କରି ନଥିଲେ । ହେଲେ ବନ୍ଧୁଗଣ ପରେ ବାବୁସାନ ନିଜ ଭୁଲ ଜାଣି ସବୁ କିଛି ସୁଧାରୁ ଛନ୍ତି ।
ତେବେ ଗତ କିଛି ଦିନ ପୂର୍ବରୁ ବାବୁସାନ ଓ ପ୍ରକୃତି ଏକ କାର ଭିତରେ ଥିବା ସମୟରେ ହଠାତ ପତ୍ନୀ ତୃପ୍ତି ସେହି ସ୍ଥାନରେ ପହଞ୍ଚି ଥିଲେ ଏବଂ ପ୍ରକୃତିଙ୍କୁ ଚାର୍ଜ କରିଥିଲେ । ତୃପ୍ତି ଯିବା ପରେ ଗୋଡେଇ ଗୋଡେଇ ପ୍ରକୃତିଙ୍କୁ ମାଡ ମାରିଥିଲେ । ବନ୍ଧୁଗଣ ଅନ୍ୟ ପଟେ ନିଜ ଝିଅକୁ ବିଚ ରାସ୍ତାରେ ମାଡ ଖାଉଥିବାର ଦେଖି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଥାନାରେ ଏତଲା ଦେଇଥିଲେ ।
ଆଉ ସେପଟେ ଅପରାଜିତା ନିଜ ବୋହୁ ସହ ପ୍ରକୃତିଙ୍କ ବିରୋଧରେ ବି ଅଭିଯୋଗ କରିଥିଲେ । ତେବେ ସେଦିନର ଘଟଣା ପରେ ଉଭୟ ବାବୁସାନ ଓ ପ୍ରକୃତି ଚେନ୍ନାଇ ନିଜର ଫିଲ୍ମ ପ୍ରମୋଶନ ପାଇଁ ଚାଲି ଯାଇଥିଲେ । ବନ୍ଧୁଗଣ ଗତ କିଛି ଦିନ ପୂର୍ବରୁ ବାବୁସାନ ନିଜ ଘରକୁ ଫେରି ଥିଲେ ଏବଂ ଧୀରେ ଧୀରେ ସବୁ କିଛି ସୁଧାରୀ ଥିଲେ । ବାବୁସାନଙ୍କ ପରିବାରକୁ ଯୋଡିବା ପାଇଁ ମୁରବି ମାନେ ଅନେକ ଚେଷ୍ଟା କରିଥିଲେ ।
ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ସମସ୍ୟାର ସମଧାନ ହେଇ ଆସୁଛି । ଆଉ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ଭାଇରାଲ ହେଉଥିବା ଭିଡିଓରେ ବାବୁସାନ ନିଜର ଫିଲ୍ମ ‘ବିଦ୍ୟାରାଣ’ର ପ୍ରମୋଶନ ଇଭେଣ୍ଟରେ ଯୋଗ ଦେଇଛନ୍ତି ।
ବାବୁସାନ ଯିବା ମାତ୍ରେ ଫିଲ୍ମ କ୍ରୁ ମାନଙ୍କୁ ମୁଣ୍ଡିଆ ମାରୁଛନ୍ତି । ସେଠାରେ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଶିବାନୀ ମଧ୍ୟ ଉପସ୍ଥିତ ଥିବା ବେଳେ ବାବୁସାନ ଖୁସିରେ ଶିବାନୀଙ୍କୁ ବି ମୁଣ୍ଡିଆ ମାରୁଛନ୍ତି । ବାବୁସାନ ଏଭଳି ନିଜର ମଜାଦାର ଅନ୍ଦାଜ ପାଇଁ ବି ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।