ବନ୍ଧୁଗଣ ଗତ କିଛି ଦିନ ହେବ ବାବୁସାନ, ତୃପ୍ତି ଓ ପ୍ରକୃତିଙ୍କୁ ନେଇ ସାରା ଓଡିଶାରେ ଚହଳ ପଡିଛି । ବାବୁସାନ ଓ ପ୍ରକୃତିଙ୍କ ରିଲେସନ ବିଷୟରେ ଜାଣିବା ପରେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାବୁସାନଙ୍କ ଭଳି ଜଣେ ସୁପର ଷ୍ଟାର ଏଭଳି କାମ କରିପାରିବେ ବୋଲି କେହି ବିଶ୍ଵାସ କରି ନଥିଲେ । ହେଲେ ବନ୍ଧୁଗଣ ପରେ ବାବୁସାନ ନିଜ ଭୁଲ ଜାଣି ସବୁ କିଛି ସୁଧାରୁ ଛନ୍ତି ।
ତେବେ ଗତ କିଛି ଦିନ ପୂର୍ବରୁ ବାବୁସାନ ଓ ପ୍ରକୃତି ଏକ କାର ଭିତରେ ଥିବା ସମୟରେ ହଠାତ ପତ୍ନୀ ତୃପ୍ତି ସେହି ସ୍ଥାନରେ ପହଞ୍ଚି ଥିଲେ ଏବଂ ପ୍ରକୃତିଙ୍କୁ ଚାର୍ଜ କରିଥିଲେ । ତୃପ୍ତି ଯିବା ପରେ ଗୋଡେଇ ଗୋଡେଇ ପ୍ରକୃତିଙ୍କୁ ମାଡ ମାରିଥିଲେ । ବନ୍ଧୁଗଣ ଅନ୍ୟ ପଟେ ନିଜ ଝିଅକୁ ବିଚ ରାସ୍ତାରେ ମାଡ ଖାଉଥିବାର ଦେଖି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଥାନାରେ ଏତଲା ଦେଇଥିଲେ ।
ଆଉ ସେପଟେ ଅପରାଜିତା ନିଜ ବୋହୁ ସହ ପ୍ରକୃତିଙ୍କ ବିରୋଧରେ ବି ଅଭିଯୋଗ କରିଥିଲେ । ତେବେ ସେଦିନର ଘଟଣା ପରେ ଉଭୟ ବାବୁସାନ ଓ ପ୍ରକୃତି ଚେନ୍ନାଇ ନିଜର ଫିଲ୍ମ ପ୍ରମୋଶନ ପାଇଁ ଚାଲି ଯାଇଥିଲେ । ବନ୍ଧୁଗଣ ଗତ କିଛି ଦିନ ପୂର୍ବରୁ ବାବୁସାନ ନିଜ ଘରକୁ ଫେରି ଥିଲେ ଏବଂ ଧୀରେ ଧୀରେ ସବୁ କିଛି ସୁଧାରୀ ଥିଲେ । ବାବୁସାନଙ୍କ ପରିବାରକୁ ଯୋଡିବା ପାଇଁ ମୁରବି ମାନେ ଅନେକ ଚେଷ୍ଟା କରିଥିଲେ ।
ଆଉ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ବାବୁସାନ ଓ ପ୍ରକୃତି ‘ପ୍ରେମମ’ ସିନେମା କରିଛନ୍ତି ଆଉ ଏହି ସିନେମାକୁ ନେଇ ମଧ୍ୟ ଅନେକ ବିବାଦ ସୃଷ୍ଟି ହୋଇଛି ।
ଏହି ସିନେମାର ସୁଟିଙ୍ଗ ସେଟରେ ଉଭୟ ବାବୁଶାନ ଓ ପ୍ରକୃତି ରୋମାନ୍ସ କରୁଥିବା ନେଇ ଅନେକ ଚର୍ଚ୍ଚା ହୋଇଛି । ଭାଇରାଲ ହେଉଥିବା ଭିଡିଓଟି ହେଉଛି ପ୍ରେମମ ସିନେମା ସୁଟିଙ୍ଗ ସେଟରେ ଯେଉଁଥିରେ ଉଭୟ ବାବୁଶାନ ଓ ପ୍ରକୃତି ରୋମାନ୍ସ କରୁଥିବାର ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।