South ଫିଲ୍ମର ସବୁଠୁ ଲୋକପ୍ରିୟ ହୀରୋ Allu Arjun ଙ୍କୁ ବିବାହ କରିବାକୁ ଚାହାଁନ୍ତି Bollywood ର ଏହି 3 ଫେମସ ହିରୋଇନ, ନଂ 1 ଙ୍କ ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ସମୟରେ ଲୋକମାନେ ବଲିଉଡ ଅପେକ୍ଷା ସାଉଥ ଇଣ୍ଡଷ୍ଟ୍ରି ଙ୍କୁ ପସନ୍ଦ କରୁଥିବେ । ତେବେ ଏହି ସାଉଥ ଜଗତରେ ଅନେକ ଅଭିନେତା ଅଲଲୁ ଅର୍ଜୁନ ଙ୍କୁ ଆପଣ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ସେ ସାଉଥ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି । ତେବେ ସେ ଆର୍ୟ ହେଉ କିମ୍ବା ସରାଇନାଇଡୁ ସବୁଥିରେ ସେ ନିଜର ଦମଦାର ଅଭିନୟ କରି ଲୋକମାନଙ୍କ ପ୍ରିୟ ହୋଇ ପାରିଛନ୍ତି । ତେବେ ବଡ ପରଦାରେ ଧୁମ ମଚାଉଛି ତାଙ୍କର ନୁଆ ଚଳଚିତ୍ର ପୁଷ୍ପା ।

ଏହି ସାଉଥ ଇଣ୍ଡିଆନ ଚଳଚିତ୍ର ପୁଷ୍ପାରେ ମୁଖ୍ୟ ଭୁମିକାରେ ଅଛନ୍ତି ଅଲ୍ଲୁ ଅର୍ଜୁନ । ତେବେ ଅଲ୍ଲୁଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ରଶ୍ମିକା ମନ୍ଦନା । ଫିଲ୍ମଟିକୁ ବେଶ ପସନ୍ଦ କରିଛନ୍ତି ଜର୍ଶକ । ପ୍ରଥମ ଦିନରୁ ହିଁ ଜବରଦସ୍ତ ଓପନିଙ୍ଗ ସହ ଆଗେଇ ଚାଲିଥିବା ଏହି ଫିଲ୍ମ ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛିା ତେବେ ଆପଣ ମାନେ ଜାଣିଛନ୍ତି କି ବଲିଉଡ ର କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଅଲଲୁ ଅର୍ଜ୍ଜୁନ ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ।

ତେବେ ଆସନ୍ତୁ ଜାଣିନେବା ସେହି ମାନଙ୍କ ବିଷୟରେ ।

୧- ପ୍ରଥମରେ ହେଉଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୂର । ତେବେ ଶ୍ରଦ୍ଧା ଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ସେ ବଲିଉଡ ରେ ଅନେକ ସିନେମା ରେ ଅଭିନୟ କରିଛନ୍ତି ତେବେ ଶ୍ରଦ୍ଧା ନିଜର ଏକ ଇଣ୍ଟରଭିୟୁ ରେ ତାଙ୍କୁ ଯେତେବେଳେ ପଚରା ଯାଇଥିଲା କି ଯଦି ସାଉଥ ର କୌଣସି ଅଭିନେତା ଙ୍କୁ ବିବାହ କରିବାକୁ ଚାହିଁବେ ତେବେ ସେ ନିଜ ଉତ୍ତର ରେ କହିଥିଲେ କି ଅଲଲୁ ଅର୍ଜୁନ ଙ୍କୁ କାରଣ ସେ ହେଉଛନ୍ତି ତାଙ୍କର ପ୍ରିୟ କଳାକାର ।


୨- ଦ୍ଵିତୀୟ ରେ ହେଉଛନ୍ତି ବଲିଉଡ ର ବର୍ତ୍ତମାନ ର ସବୁଠାରୁ ଲୋକପ୍ରିୟ ଏବଂ ସଫଳ ଅଭିନେତ୍ରୀ ଆଳିଆ ଭଟ୍ଟ । ତେବେ ସେ ନିଜର ସୁନ୍ଦର ଅଭିନୟ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି । ତେବେ ସେ ମଧ୍ୟ ଅଲଲୁ ଅର୍ଜୁନ ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ତେବେ ସେ ମଧ୍ୟ ନିଜ ଇଣ୍ଟରଭିୟୁ ରେ କହିଥିଲେ କି ମୁଁ ଅଲଲୁ ଅର୍ଜୁନ ଙ୍କୁ ଆର୍ୟ ଫିଲ୍ମ ରୁ ଦେଖିକି ହିଁ ପସନ୍ଦ କରିଥିଲି ଏବଂ ତାଙ୍କ ଲୁକ କୁ ମଧ୍ୟ ବହୁତ ପସନ୍ଦ କରିଥିଲେ । ତେବେ ସେ କୁହନ୍ତି ଯଦି ଅର୍ଜୁନ ତାଙ୍କ ଜୀଵନ ରେ ଆଗ ଆସିଥାଆନ୍ତେ ତେବେ ସେ ତାଙ୍କୁ ହିଁ ବିବାହ କରି ଦେଇଥାନ୍ତେ ।


୩- ତୃତୀୟ ରେ ହେଉଛନ୍ତି ବଲିଉଡ ର ସୁନ୍ଦରୀ ଅଭିନେତ୍ରୀ କୀର୍ତ୍ତି ସାନନ । ତେବେ କୀର୍ତ୍ତି ନିଜର ଲୁକ,ଡାନ୍ସ ଏବଂ ଅଭିନୟ ଯୋଗୁଁ ବେଶ ପରିଚିତ ତେବେ ସେ ମଧ୍ୟ ଅଲଲୁ ଅର୍ଜୁନ ଙ୍କ ର ବଡ଼ ଫ୍ୟାନ । ତେବେ ସେ ନିଜ ଇଣ୍ଟରଭିୟୁ ରେ କହିଥିଲେ କି ଅଲଲୁ ଅର୍ଜୁନ ଙ୍କ ଲୁକ,ଷ୍ଟାଇଲ ଆଦି ସହ ସେ ନିଜ ପରିବାର କୁ ବହୁତ ଭଲ ପାଆନ୍ତି ତେଣୁ ସେ ତାଙ୍କୁ ବହୁତ ପସନ୍ଦ କରନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *