ବନ୍ଧୁଗଣ ସମସ୍ତଙ୍କ ଜୀବନରେ ଖୁସିର ଆବଶ୍ୟକତା ରହିଥାଏ । ଯଦି କୌଣସି ଲୋକର ମନ ଖୁସି ଥାଏ, ତେବେ ସେ ନିଜର କାର୍ଯ୍ୟକୁ ବହୁତ ସହଜରେ କରିନିଏ, ହେଲେ ଯଦି କାହାର ମନରେ ଦୁଃଖ ବା ଚିନ୍ତା ରହିଥାଏ, ସେମାନେ ଠିକ ଭାବରେ ନିଜ କାର୍ଯ୍ୟକୁ ପୂର୍ଣ୍ଣ କରିପାରେ ନାହିଁ । ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଆଜି ଆମେ କିଛି ଓଡିଆ ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ଦ୍ଵାରା ଆପଣଙ୍କ ମନ ଖୁସି ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
Joke-1, ପୁରୁଷ ମାନେ ବିବାହ ପରେ ମଧ୍ୟ ବିଦ୍ୟାର୍ଥୀ ରୁହନ୍ତି, ସ୍ତ୍ରୀ କୁ ଲାଗେ କି ମା ଶିଖଉଛି, ଓ ମା କୁ ଲାଗେ ସ୍ତ୍ରୀ ଶିଖଉଛି
Joke-2, ପପୁ- ମଦ ପିଉ ପିଉ କାନ୍ଦିବାକୁ ଲାଗିଲା, ବଣ୍ଟି- ଆରେ କଣ ହେଲା, କାନ୍ଦୁଛୁ କାହିଁକି ?, ପପୁ- ସାଙ୍ଗ, ଯଉ ଝିଅକୁ ଭୁଲିବା ପାଇଁ ପିଉଥିଲି, ତାର ନାଁ ମନେ ପଡୁ ନାହିଁ …
Joke-3, ପପୁ ର ଟିଚର- ତୁ କେତେ ଗନ୍ଧ ଛାଡୁଛୁ, କାଲି ମମି କୁ ଡାକି କି ଆଣିବୁ, ତା ପର ଦିନ ଟୀଚର ପପୁ ର ମମୀ କୁ- ନିଜ ପିଲାଙ୍କୁ ଭଲ ଭାବେ ଗାଧେଇ କି ପଠାଅ, ପପୁ ର ମା- ଆପଣ ପିଲାଙ୍କୁ ପଢାନ୍ତୁ,
ତାଙ୍କୁ ଶୁଙ୍ଘନ୍ତୁ ନାହିଁ
Joke-4
କଞ୍ଜୁସ ଙ୍କର ହନିମୁନ
ମୁଁ ଏତେ କଞ୍ଜୁସ କି ମୁଁ ବାହାଘର ପରେ ଟଙ୍କା ବଞ୍ଚାଇବା ପାଇଁ
ଏକୁଟିଆ ହିଁ ହନିମୁନ କୁ ଚାଲି ଆସିଛି
ମହାକଞ୍ଜୁସ ସାଙ୍ଗ- ଇଏ ତ କିଛି ବି ନୁହଁ, ମୁଁ ଟଙ୍କା ବଞ୍ଚାଇବା ପାଇଁ ନିଜ ସ୍ତ୍ରୀ କୁ ନିଜ ସାଙ୍ଗ ସାଙ୍ଗରେ ହନିମୁନ କୁ ପଠେଇ ଦେଇଛି
Joke-5
ପପୁ- ପାପା, ମତେ ବାଜା ଦିଅ ନା…
ପାପା- ନା, ତୁ ସମସ୍ତଙ୍କୁ ହଇରାଣ କରିବୁ
ପପୁ- ଜମା ବି ହଇରାଣ କରିବିନି ପାପା
ଯେତେବେଳେ ସମସ୍ତେ ଶୋଇଯିବେ ସେତେବେଳେ ଯାଇ ବଜେଇବି
Joke-6
ଗୋଟିଏ ଷ୍ଟୁଡେଣ୍ଟ ଭଗବାନଙ୍କୁ କହିଲା- ଟଙ୍କା ର ମୂଲ୍ୟ 68 ପର୍ଯ୍ୟନ୍ତ ପହଞ୍ଚେଇଲ,
ପେଟ୍ରୋଲ ଦାମ 80 ପର୍ଯ୍ୟନ୍ତ, କ୍ଷୀର ଦାମ 50 ପର୍ଯ୍ୟନ୍ତ ଓ ପିଆଜ 100 ପର୍ଯ୍ୟନ୍ତ !
କିନ୍ତୁ ତଥାପି ଆପଣଙ୍କୁ ଲକ୍ଷ ଲକ୍ଷ ଧନ୍ୟବାଦ ଭଗବାନ,
ପାସିଙ୍ଗ ମାର୍କ ଆଜି ବି 35 ରଖିଛ ….!!!
Joke-7
ଆଜିକାଲି ପିଲାଙ୍କୁ ସବୁ ପାଠ ମନେ ରଖିବା ପାଇଁ
‘ବାଦାମ’ ଖାଇବାକୁ ଦିଆ ଯାଉଛି …!!
କିନ୍ତୁ ଆମ ଟାଇମ ରେ ତ ‘ଦୁଇଟି ଥାପଡ’ ରେ ସବୁ କିଛି ମନେ ପଡି ଯାଉଥିଲା
Joke-8
ପରୀକ୍ଷାରେ ପ୍ରଶ୍ନ ପଡିଥିଲା କି …
ଚ୍ୟାଲେଞ୍ଜ କାହାକୁ କୁହନ୍ତି ?
ପପୁ ପୁରା ପେପର ଖାଲି ଛାଡିଦେଲା
ଓ ଶେଷ ପେଜ ରେ ଲେଖିଲା-
ଯଦି ସାହସ ଅଛି ତ ପାସ କରି କି ଦେଖାଅ …!!!
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ