ବନ୍ଧୁଗଣ ଜୀବନରେ ହସ ଖୁସିର ବହୁତ ଅବଶ୍ୟକତା ରହିଛି । ଯଦି ମଣିଷର ମନ ଖୁସି ଥାଏ, ତା ହେଲେ ସେ ନିଜର ସମସ୍ତ କାର୍ଯ୍ୟକୁ ଖୁସି ଖୁସିରେ କରିଥାଏ, ତାକୁ ନିଜ କାମରେ କୌଣସି ବାଧା ଅନୁଭବ ହୁଏ ନାହିଁ । ବନ୍ଧୁଗଣ ଆପଣ ମାନଙ୍କ ଖୁସି ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ଦ୍ଵାରା ଆପଣ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
Jokes 1- ଅଧା ରାତିରେ ଘର ପାଖରେ ହେଉଥିବା ଶବ୍ଦକୁ ଶୁଣି ସ୍ଵାମୀ ଉଠିଗଲା । ସେ ଘର ବାହାରକୁ ଯାଇ ସମସ୍ତଙ୍କୁ ପଚାରିଲା କଣ ହେଲା ?
କିଛି ଲୋକ ତାକୁ କହିଲେ, ସାବଧାନ ରହିବ, ପାଣିରେ ବିଷ ମିଶିଛି ।, ଏହା ଶୁଣି ସ୍ଵାମୀ ସଙ୍ଗେ ସଙ୍ଗେ ଘର ଭିତରକୁ ଚାଲିଗଲା ।
ଏହା ପରେ ସ୍ତ୍ରୀ ସ୍ଵାମୀକୁ ପଚାରିଲା, ଘର ବାହାରେ କଣ ହେଉଛି ?, ସ୍ଵାମୀ- କିଛି ନାହିଁ ଲୋକମାନେ ଫାଲତୁ କଥା ହେଉଛନ୍ତି, ତୁ ଆମର ପାଣି ପିଇ କି ଶୋଇଯା ।
Jokes 2
ଏକ କଲେଜର ଟୋକା ଗୋଟେ ତୃତୀୟ ଶ୍ରେଣୀର ପିଲା ସହ
କଲେଜ ଟୋକା- ପୁଅ ତତେ ମୁଁ ଚକଲେଟ ଦେବି, ମୋତେ ତୋର ଭଉଣୀର ନମ୍ବର ଦରକାର ।
ପିଲାଟି- ଭାଇ ତମକୁ ମୁ ଗୋଟେ ବିୟର ପିଏଇବି, ହେଲେ ତମେ ମୋ ଲଭ ଲେଟର ନେଇ ତମ ସାନ ଭଉଣୀକୁ ଟିକେ ଦେଇଦେବ ।
Jokes 3
ଶାଶୁ ନୂଆ ବୋହୁକୁ କହିଲା…
ଶାଶୁ- ମୋର ପୁରା ଭରସା ଅଛି ତୁ ରୋଷେଇ ଘର ସମ୍ଭାଳି ନେବୁ ।
ବୋହୁ ସେହି ସମୟରେ ରୋଷେଇ ଘରକୁ ଗଲା ଓ କିଛି ଭାଙ୍ଗିବାର ଶବ୍ଦ ଶୁଭିଲା
ଶାଶୁ- କଣ ଭାଙ୍ଗିଲୁ ?
ବୋହୁ- ତମ ଭରସା
Jokes 4
ସ୍ଵାମୀ ଛୋଟେଇ ଛୋଟେଇ ଘରୁ ବାହାରୁ ଥିଲା
ଶାଶୁ- ଜ୍ଵାଇଁ ବାବୁ କଣ ହେଇଛି ତମର ?
ଜ୍ଵାଇଁ- ତମ ଝିଅ ମୋର ଗୋଡ ଭାଙ୍ଗି ଦେଇଛି ।
ଶାଶୁ- ଆଛା ହଉ, ସନ୍ଧ୍ୟା ସମୟରେ ଶୀଘ୍ର ଘରକୁ ଆସିଯିବ । ତମ ଶଳାକୁ ଦେଖିବା ପାଇଁ ଝିଅ ଘର ବାଲା ଆସୁଛନ୍ତି ।
ଜ୍ଵାଇଁ- ଆରେ ମୋ ନିଜର ଚଏସ ଏତେ ଖରାପ ଅଛି ମୁଁ ଆଉ କାହା ପାଇଁ କଣ ଉପଦେଶ ଦେବି ।
Jokes 5
ପୁଅ ରାତିରେ ଡେରିରେ ଘରେ ପହଞ୍ଚିଲା
ମା- କେଉଁଠୁ ଆସିଲୁ ଏତେ ଡେରି ହେଲାଣି ?
ପୁଅ- କ୍ୟାବରେ ଡ୍ୟାନ୍ସ ଦେଖିବାକୁ ଯାଇଥିଲି ।
ମା- ହେ ପ୍ରଭୁ, ତୁ ଏମିତି କିଛି ଜିନିଷ ଦେଖି ନାହୁଁ ତ, ଯାହା ଦେଖିବାର ନଥିଲା ?
ପୁଅ- ହଁ ମୁଁ ଦେଖିଛି ।
ମା- କଣ ଦେଖିଲୁ ?
ପୁଅ- ବାପାଙ୍କୁ ଦେଖିଲି ମା ।
Jokes 5
ଗୋଟିଏ କୁଆଁରୀ ଝିଅ ର ପ୍ରେଗନେଣ୍ଟ ହେଇଗଲା ତ
ତାର ସାଙ୍ଗ ତାକୁ ପଚାରିଲା,
“ଏ ପିଲା କାହାର?”
ଝିଅଟି ଜବାବ ଦେଲା – “ଟିକେ ଟିକେ ରିଚାର୍ଜ କରୁଥିଲି
ଜଣା ନାହିଁ କିଏ ଲାଇଫ ଟାଇମ ଭାଉଚର ପକେଇଦେଲା”
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ