ଗୋଟିଏ ସୁସ୍ଥ ସୁନ୍ଦର ଜୀବନରେ ବଞ୍ଚିବାକୁ ହେଲେ ମଣିଷକୁ ନିଜକୁ ଖୁସି ରଖିବାକୁ ହେବ ଆଉ ସେ ସେତେବେଳେ ଖୁସି ରେ ରହିପାରିବ ଯେତେବେଳେ ସେ ନିଜ ମନକୁ ପ୍ରସନ୍ନ ରଖିବ । ତେବେ ଆମେ ନିଜକୁ ଖୁସିରେ ରଖିବା ପାଇଁ ନାନା ପ୍ରକାର କଥାରେ ମନ ବଲେଇଥାଇ କିନ୍ତୁ ଆଜି ଆମେ ଏହି ପୋଷ୍ଟରେ ସବୁଠାରୁ ଆରାମଦାୟକ ଉପାୟ କହିବୁ । ଏବେ ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ହସକଥା ଆଣି ଆସିଛୁ।
Jokes-1 ସ୍ଵାମୀ- କ୍ଷୀର ପିଇ କି, ଛି ଏ କେମିତିକା କ୍ଷୀର ? ସ୍ତ୍ରୀ- କେସର ସରି ଯାଇଥିଲା ସେଥିପାଇଁ ମୁଁ ତମ ପକେଟରେ ଥିବା ବିମଲ ପାନ ମସଲାକୁ କ୍ଷୀରରେ ପକାଇ ଦେଇଛି, କାରଣ ଏହାର ଦାନା ଦାନାରେ ଅଛି କେଶରର ଦମ
Jokes-2 ଦୁଇଟି ସାଙ୍ଗ ବହୁତ ଦିନ ପରେ ଦେଖା ହେଲେ, ପ୍ରଥମ ସାଙ୍ଗ- ପୁଅ ମାନଙ୍କ ଉପରେ ମୋର ଆଉ ତିଳେ ମାତ୍ର ବିଶ୍ଵାସ ନାହିଁ ।
ଦ୍ଵିତୀୟ ସାଙ୍ଗ- କାହିଁକି, ଏମିତି କଣ କରିଲେ ପୁଅ ମାନେ ତୋର ? ପ୍ରଥମ ସାଙ୍ଗ- ଆରେ ସାଙ୍ଗ ଆଉ କଣ କହିବି, କାଲି ମୋର ବୟଫ୍ରେଣ୍ଡ ମତେ ଧୋକା ଦେଇଦେଲା ।
ଦ୍ଵିତୀୟ ସାଙ୍ଗ- କେମିତି ?
ପ୍ରଥମ ସାଙ୍ଗ- କାରଣ କାଲି ମୋର ବୟଫ୍ରେଣ୍ଡ ମୋର ଦ୍ଵିତୀୟ ବୟଫ୍ରେଣ୍ଡ ସହ ମତେ ଦେଖିଦେଲା ।
Jokes-3
ଥରେ ଗୁରୁଜୀ ପପୁକୁ ସ୍କୁଲରେ ପ୍ରଶ୍ନ ପଚାରିଲେ
ଗୁରୁଜୀ : ଯଦି ତୁମ ବାପା 10% ହିସାବରେ ମୋ ଠାରୁ 50000 ଟଙ୍କା ରୁଣ ନେବେ ତେବେ କୁହ ବର୍ଷକ ପରେ କେତେ ଟଙ୍କା ଫେରସ୍ତ କରିବେ ?
ପପୁ: କିଛି ବି ନୁହେଁ
ଗୁରୁଜୀ : ଆରେ ତୁମେ ଗଣିତ ଜାଣିନ କି ?
ପପୁ: ମୁଁ ଗଣିତ ଠିକ ଜାଣିଛି ଗୁରୁଜୀ କିନ୍ତୁ ଆପଣ ମୋ ବାପାଙ୍କୁ ଜାଣି ନାହାଁନ୍ତି ।
Jokes-4
ରାତି ସମୟରେ ଜଣେ ଲୋକ ଏକା ଯାଉଥିଲା ।
ସେହି ସମୟରେ ହଠାତ ଦୁଇଜଣ ବ୍ୟକ୍ତି ସେହି ଲୋକ ପାଖକୁ ଆସିଲେ
ସେହି ଦୁଇଜଣ ମଧ୍ୟରୁ ଜଣେ କହିଲା- କଣ ଆପଣଙ୍କ ପାଖରେ ଏକ ଟଙ୍କାର ମୁଦ୍ରା ଅଛି ?
ଲୋକଟି ଭୟଭୀତ ହୋଇ କହିଲା ହଁ ଅଛି ମୋ ପାଖରେ ହେଲେ ତମେ ଏକ ଟଙ୍କା ନେଇ କଣ କରିବ ?
ଅନ୍ୟ ଲୋକ- ଆଜ୍ଞା ଆମେ କେବଳ ଗୋଟେ ଟସ କରିବାକୁ ଚାହୁଁଛୁ ।
ରାସ୍ତାରେ ଯାଉଥିବା ଲୋକ- କଣ ପାଇଁ ଟସ କରିବ ?
ଅନ୍ୟ ଲୋକ- ଆଜ୍ଞା ଆପଣଙ୍କ ଟଙ୍କା ଆମେ ପରସ୍ପର ମଧ୍ୟରେ ବାଣ୍ଟି ଦବୁ ହେଲେ ଆପଣଙ୍କ ଘଣ୍ଟା କିଏ ନେବ, ସେଥିପାଇଁ ଟସ କରୁଛୁ
Jokes-5
ପ୍ରଥମ ସାଙ୍ଗ- ଦୁନିଆରେ ସବୁଠାରୁ ବଡ ପର୍ବର ନାମ କଣ ?
ଦୁତୀୟ ସାଙ୍ଗ- ଘରବାଲି
ପ୍ରଥମ ସାଙ୍ଗ- କେମିତି ?
ଦୁତୀୟ ସାଙ୍ଗ- କାରଣ ପ୍ରତି ସପ୍ତାହରେ ୩ ରୁ ୪ ଥର ମନେଇବାକୁ ପଡିଥାଏ
Jokes- 6
ଚାକରାଣୀ କହିଲା- ମେମ ସାହାବ
ମୁଁ ଗର୍ଭବତୀ ଅଛି,
ମତେ ଲାମ୍ବା ଛୁଟି ଦରକାର
ମାଲିକାଣୀ- ଆରେ ! ବାଃ ବହୁତ ବଢିଆ
ଯାଆ…ଆଉ ନିଜ ଧ୍ୟାନ ରଖ
ଚାକରାଣୀ- ଧ୍ୟାନ ତ ତୁମେ ନିଜର ରଖ, ମେମ ସାହବ
ଆଜିକାଲି ସାହବ ଙ୍କ ନସବନ୍ଦି ଅପରେଶନ ଫେଲ ଯାଇଛି
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ