‘ମୁଁ ତ କେବଳ ନିମିତ ମାତ୍ର, ହେଲେ ଖେଳ ତ ଆଉ କିଏ ଖେଳିଲା…’ ଦେଖନ୍ତୁ ଏ କଣ କହିଦେଲେ Gopal…

ମୁଁ ନବ ଦାସଙ୍କୁ ମାରିନି ନିମିତ ମାତ୍ର ନବ ଦାସଙ୍କ ମୃତ୍ୟୁ ମୋ ହାତରେ ହୋଇଛି ସତ କିନ୍ତୁ ନବ ଦାସଙ୍କୁ ମୁଁ ମା-ରି-ନି । ମୁଁ ଥିଲି ନିମିତ ମାତ୍ର ଏହା ପଛରେ ଥିଲା ଇଶ୍ଵରଙ୍କ ଇଛା । ଏହା ପଛରେ ଥିଲା ନିୟତି ଏହା ପଛରେ ଥିଲା କାଳ ଚକ୍ରର ଏପରି ଏକ ନିୟତି ଯାହାକୁ ଏଡାଇ ଦିଆ ଯାଇ ନ ପାରେ । ମାନୁଛି ମୋ ହାତରୁ ନବ ଦାସଙ୍କ ହତୟଆ ହୋଇଛି ହେଲେ ନବ ଦାସଙ୍କୁ ମୁଁ ମା-ରି-ନି ମୁଁ ଥିଲି କେବଳ ଏକ ନିମିତ ମାତ୍ର ।

ଭାଗବାନ ଗୀତାର ପାଠ କରି ଚାଲିଛି ଗୋପାଳ ସେଲ ନମ୍ବର ତିନି ମଧ୍ୟରେ । ଆଉ ଏହା ସହ ପ୍ରତିଟି ଶ୍ଳୋକକୁ ବୁଝିବାକୁ ଚେଷ୍ଟା କରୁଛି ଗୋପାଳ । ଶ୍ରୀ କୃଷ୍ଣ ଯେତେବେଳେ କୁରୁକ୍ଷେତ୍ରରେ ଅର୍ଜୁନଙ୍କ ମାର୍ଗ ଦର୍ଶନ କରିଥିଲେ ଯେତେବେଳେ ତାଙ୍କୁ ଠିକ ଭୁଲ ଆଉ ଯେତେବେଳେ ଅର୍ଜୁନ ନିଜ ହାତରୁ ଗାଣ୍ଡୀବକୁ ହାତରୁ ଛାଡି ଦେଇଥିଲେ ଯେତେବେଳେ ଅର୍ଜୁନ ଭାବିଥିଲେ ଏମାନେ ତ ମୋ ପରିବାର ବର୍ଗ ଏମାନଙ୍କୁ ମୁଁ କାହିଁକି ହତୟଆ କରିବି ।

ସେତେବେଳେ ଶ୍ରୀ କୃଷ୍ଣ ଯେଉଁ ଭଳି ଭାବରେ ଅର୍ଜୁନଙ୍କ ମାର୍ଗ ଦର୍ଶନ କରିଥିଲେ । ଆଉ ସେତେବେଳେ ଶ୍ରୀ କୃଷ୍ଣ ଯେଉଁ ଶ୍ଳୋକ କହିଥିଲେ ସେହି ଶ୍ଳୋକ ମାତ୍ର ଏତିକି ଥିଲା ଯେ, ଅର୍ଜୁନ ତୁମେ କାହାକୁ ମା-ରୁ-ନ ସବୁ ମୁଁ କରୁଛି । ସେହି ଭଳି ଭାବରେ ଗୋପାଳ ଏବେ ଚିନ୍ତା କରୁଛି ଏ ସବୁ ଯାହା ବି ହେଇ ଗଲା ବରଂ ସେ ନୁହେ ବରଂ ଇଶ୍ଵରଙ୍କ ନିୟତି ଥିଲା ।

କିଏ କେତେବେଳେ ଜନ୍ମ ହେବ କାହାର କେତେବେଳେ ମୃତ୍ୟୁ ହେବ କିଏ କେଉଁ ରୂପରେ କେଉଁ ଯୋନିରେ ଏ ଜୀବନକୁ ନୀଳା କରିବ ଆଉ ନୀଳା ତ୍ୟାଗ କରିବ ଏସବୁ ସେହି ଉପର ବାଲାଙ୍କ ହାତରେ ରହିଛି । ଚୌଦ୍ଵାର ଜେଲରେ ଥାଇ ଏବେ ଭାଗବତ ଗୀତାରେ ଲୀନ ଅଛି ଗୋପାଳ ଦାସ । ଆଉ ଏ ଶ୍ଳୋକ ସବୁ ପଢୁଛି ବୁଝୁଛି ଆଉ ତା ଜୀବନରେ ଆଣିବାକୁ ଚେଷ୍ଟା କରୁଛି ।

ମାନୁଛି ସେ ଭୁଲ କରିଛି ହେଲେ ଏହା ପଛରେ କଣ କେବଳ ତାର ହିଁ ଭୁଲ ରହିଛି ନା ଏହା ପଛରେ ଥିଲା କିଛି ନିୟତି । ଯେଉଁଥିରେ ସେ କେବଳ ନିମିତ ହୋଇ ରହିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *