ସମାଜସେବୀଙ୍କୁ ମନ ଦେଇ ବସିଲେ ଆଇପିଏସ । ସେବା ମନବୃତି କଲା ଆକର୍ଷିତ । ଆଇପିଏସ କଲେ ପ୍ରେମ ନିବେଦନ । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ବନ୍ଧୁଗଣ ଏପରି ଏକ ଖବର ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ପ୍ରେମ କେତେବେଳେ କାହା ସହ ହୋଇପାରେ । କେବେ କେବେ ପ୍ରେମ ତ ପ୍ରଥମ ନଜରରେ ହୋଇଯାଏ । ପ୍ରଥମ ନଜରରେ କେହି କେହି ନିଜର ଲାଗି ଥାଏ । ଏମିତି କିଛି ରଚି ଥିଲା ଆଇପିଏସ ରଚିତା ଜ୍ୱେଲଙ୍କ ସହିତ । ସମାଜସେବୀଙ୍କ ପ୍ରେମରେ ପଡି ଯାଇଥିଲେ ପ୍ରଶାସନିକ ଅଧିକାରୀ । ପୋଲିସ ସେବାରେ ଥିବା ଏହି ଅଧିକାରୀ ସମାଜସେବୀଙ୍କ କାମ ପ୍ରତି ଆକର୍ଷିତ ହୋଇଥିଲେ ।
ଏହି କାରଣ ପାଇଁ ହୋଇଥିଲା ବନ୍ଧୁତା ଆଉ ଶେଷରେ ସମାଜସେବୀଙ୍କୁ ମନର କଥା କହିଥିଲେ ରଚିତା । ଆଇପିଏସ ରଚିତା ତାଙ୍କ ସୋସିଆଲ ମିଡିଆରେ ପ୍ରେମ କାହାଣୀ କହିଛନ୍ତି । ଯେଉଁଥିରେ ସେ କହିଛନ୍ତି, ମୋ ବାପା ବି ଜଣେ ପୋଲିସ ଅଫିସର ଆଉ ମୁଁ ମୋ ବାପାଙ୍କୁ ଦେଖି ପୋଲିସ ଚାକିରି କରିବା ପାଇଁ ଯୋଜନା କରିଥିଲି । 2015ରେ ମୁଁ ୟୁପିଏସି କ୍ଲିୟର କରିଥିଲି ।
ଅନେକ କଠିନ ପରିଶ୍ରମ ପରେ ମୁଁ ଆଇପିଏସ ଅଧିକାରୀ ହେଲି । ସମାଜସେବା ଉପରେ ମୋର ସବୁବେଳେ ରୁଚି ଥିଲା ମୁଁ ମଧ୍ୟ ଲୋକଙ୍କ ସେବା କରିବାକୁ ଚାହୁଁ ଥିଲି । ପୋଲିସ ସେବାରେ ଆସିବା ପରେ ବି ମୋର ଏହି ରୁଚି ଜୀବିତ ଥିଲା । ମୁଁ ଅନେକ ଏନଜିଓକୁ ସାହାର୍ଯ୍ୟ କରିଛି । କରୋନା ମହାମାରୀ ସମୟରେ ମୋର ଜଣେ ସମାଜସେବୀଙ୍କ ସହ ଭେଟ ହୋଇଥିଲା ।
ଯାହାଙ୍କୁ ମୁଁ ଗୋଟିଏ ନଜରରେ ଭଲ ପାଇ ବସିଥିଲି । ତାଙ୍କ ନାଁ ହେଉଛି ଯଶସ୍ଵୀ । କିଛି ଦିନ ତାଙ୍କ ସହ କାମ କରିବା ପରେ ଯଶସ୍ଵୀଙ୍କ ସହ ବନ୍ଧୁତା ହୋଇଥିଲା । ଆଉ ଥରେ ସାହାସ କରି ମୁଁ ମୋ ମନର କଥା ତାଙ୍କୁ କହିଦେଲି । ସେ ବି ମୋ ପ୍ରସ୍ତାବରେ ରାଜି ହୋଇଯାଇଥିଲେ ପରେ ଆମେ ବିବାହ କରିଥିଲୁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।