ଅପେକ୍ଷାର ଅନ୍ତ, ଦୀପିକା ପାଇଁ ଆସିଲା ବହୁତ ବଡ ଖୁସି ଖବର, ଆସୁଛି ଦିନେଶ, ଖୁସିରେ ଦୀପିକା…ଦେଖନ୍ତୁ Video 

ଅପେକ୍ଷାର ଘଟିବ ଅନ୍ତ ଦୀପିକାଙ୍କ ପାଇଁ ଆସିବ ଦିନେଶ । ହଁ ଦର୍ଶକ ବନ୍ଧୁ ଆସୁଛି ଦିନେଶ ଦୀପିକାଙ୍କ ପାଖକୁ । ଏତେ ଦିନ ପରେ ମିଳିବ ଖୁସି ଖବର ଦୀପିକାଙ୍କ ପାଖକୁ ଆସିବ ଦିନେଶ । ବହୁତ ଦିନ ଯାଏଁ ଅଲଗା ହୋଇ ରହିଥିବା ଦୀପିକା-ଦିନେଶ ଆଜି ଏକାଠି ହେବେ । ଆଜି ମିଶିବ ଦୁଇଟି ଆତ୍ମା ଆଉ ଏକାଠି ହେବ ଦୁଇ ଶରୀର । ସେଇଥି ପାଇଁ ତ ଦଉଡି ଦଉଡି ଗଞ୍ଜାମରୁ ଆସିଛନ୍ତି ଦୀପିକା । ଆଉ ସାଥିରେ ପୁଅକୁ ଧରି ଧାଇଁ ଆସିଛନ୍ତି ରାଜଧାନୀ ଭୁବନେଶ୍ବରକୁ ।

ଏଇଠି ଅଛି ଦିନେଶ ଆଉ ଦୀପିକା ଦିନେଶକୁ ଦେଖା କରିବା ପାଇଁ ଆସିଛନ୍ତି । ଆଜି ତାଙ୍କ ପୁଅ ବି ବହୁତ ଖୁସି କାରଣ ପୁଅ ଦେଖିବ ତା ବାପକୁ ମିଳିବ ବାପାର ପରିଚୟ । ପୁଅର ହେବ ଆଧାର କାର୍ଡ ଆଉ ପୁଅ ଯିବ ସ୍କୁଲ ଆଉ ଆଜି ସେଇଥି ପାଇଁ ପୁଅ ବହୁତ ଖୁସି ହେବେ । ତା ବାପା ଆସିବେ ଆଉ ତାକୁ କୋଳେଇ ଦେବେ ସେଇଥି ପାଇଁ ତ ପୁଅ ଆସିଛି ତାର ବାପାକୁ ଦେଖିବା ପାଇଁ ।

ବନ୍ଧୁଗଣ ଏବେ ହେବାକୁ ଯାଉଛି ଗୋଟେ ପରିବାରର ମିଳନ । ସବୁ ରାଗ ରୁସା ଭୁଲି ଦିନେଶ ଆପଣାଇ ଦେବ ଦୀପିକାକୁ । ହଁ ଦର୍ଶକ ବନ୍ଧୁ ଦ୍ଵିତୀୟ ଥର ପାଇଁ ମହିଳା କମିଶନରେ ହାଜର ହୋଇଛନ୍ତି କେ. ଦୀପିକା । ଦୀପିକାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ମହିଳା କମିଶନରେ ହାଜର ହୋଇଛନ୍ତି । ଏବେ ନ୍ୟାୟ ପାଇଁ ଗଞ୍ଜାମରୁ ଦଉଡି ଆସିଛନ୍ତି ଭୁବନେଶ୍ବରକୁ ।

ପୁଅର ଆଧାର କାର୍ଡ ହେବ ବାପାର ନାଁ ପଡିବ ଆଉ ଆଧାର କାର୍ଡ ପରେ ପୁଅ ପାଠ ପଢିବ । ଆଉ ଯେଉଁଥି ପାଇଁ ଦିନେଶ ହାଜର ହେବ ମହିଳା କମିଶନରଙ୍କ ପାଖରେ । ଏବେ ଦୀପିକା ଆଉ ଦିନେଶଙ୍କ ପ୍ରେମ କାହାଣୀ ଗଞ୍ଜାମରୁ ଆସି ଭୁବନେଶ୍ବରରେ ପହଞ୍ଚିଲାଣି ।

ଓଡିଶାରେ ଚହଳ ସୃଷ୍ଟି କଲାଣି ଦୀପିକାଙ୍କ ଧାରଣା । ଭେସପା ସୋ ରୁମ୍ ରୁ ଆରମ୍ଭ ହୋଇଥିବା ପ୍ରେମ କାହାଣୀ ଏବେ ରାଜଧାନୀରେ ଆସି ପହଞ୍ଚିଲାଣି । ବର୍ତ୍ତମାନ ଦ୍ଵିତୀୟ ଥର ମହିଳା କମିଶନର ପାଖରେ ହାଜର ହୋଇଛନ୍ତି କେ. ଦୀପିକା । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *