ମୃତ୍ୟୁ ପୂର୍ବରୁ ମା’ଙ୍କ ସହ ଦେବିକାଙ୍କ ଶେଷ ମୁହୂର୍ତ୍ତ ଦେଖିଲେ ଆଖିରେ ଲୁହ ରହିବନି…ଦେଖନ୍ତୁ 

ଦର୍ଶକ ବନ୍ଧୁ  ଆପଣ ମାନେ ସମସ୍ତେ ତିଳୋତମା ଖୁଣ୍ଟିଆଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ସେ ଉଭୟ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଦୁଃଖତ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ଭାବବିହୁଳ ହୋଇଯିବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।ବନ୍ଧୁଗଣ ଆମ ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ ତିଳୋତମା ଖୁଣ୍ଟିଆଙ୍କ ମୃତ୍ୟୁ ଘଟିଛି । ଓଡିଆ ଇଣ୍ଡଷ୍ଟ୍ରିରେ ତାଙ୍କର ଅବଦାନ ଅତୁଳନୀୟ । ସେ ଅନେକ ନାଟକ, ଓଡିଆ ଟିଭି ସିରିଏଲ ଏବଂ ଓଡିଆ ଚଳଚିତ୍ରରେ ନିଜର ନିଖୁଣ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି । ଆମ ଓଡିଶାରେ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ହେଲେ ବନ୍ଧୁଗଣ ଏବେ ସେ ଆମ ମାନଙ୍କ ଗହଳରେ ନାହାନ୍ତି ।

ତେବେ ମିଡିଆ ରିପୋର୍ଟସ ଅନୁସାରେ ତାଙ୍କ ପରିବାର ଲୋକଙ୍କ କହିବା ମୁତାବକ, ସେ ଦୀର୍ଘ ଦିନ ଧରି ହୃତଘାତରେ ପୀଡିତ ଥିଲେ । ଗତ କିଛି ଦିନ ହେବ ଭୁବନେଶ୍ଵରର ଉତ୍କଳ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲି ଥିଲା । ତେବେ ଗତ କାଲି ତଥା ବୁଧବାର ଦିନ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି । ଫିଲ୍ମ, ସିରିଏଲ ଏବଂ ନାଟକ ଆଦିରେ ସେ ଦୀର୍ଘ ଦିନ ଧରି ଅଭିନୟ କରି ଓଡିଶାବାସୀଙ୍କର ମନ କିଣି ଥିଲେ ।

ତେବେ ତିଳୋତମାଙ୍କ ମୃତ୍ୟୁ ହେବା ପରେ ଏବେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ଆଉ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ବନ୍ଧୁଗଣ ତିଳୋତମାଙ୍କ ପରିବାର କହିଲେ ତାଙ୍କ ସ୍ଵାମୀ ଏବଂ ଦୁଇ ଝିଅ । ତାଙ୍କର ଦୁଇ ଝିଅଙ୍କ ନାମ ହେଉଛି ଅରୁନ୍ଧତୀ ଏବଂ ଅନୁଭୃତି । ଆପଣ ମାନେ ସମସ୍ତେ ଅରୁନ୍ଧତୀଙ୍କୁ ଅନେକ ସୁପର ହିଟ ଫିଲ୍ମ ଏବଂ ଟିଭି ସିରିଏଲରେ ନିଶ୍ଚୟ ଦେଖିଥିବେ ।

ସେହି ପରି ତାଙ୍କ ସାନ ଝିଅ ଅନୁଭୃତି ମଧ୍ୟ ଅନେକ ଟିଭି ସିରିଏଲ ଏବଂ ଚଳଚିତ୍ରରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ତିଳୋତମା ନିଜ ଦୁଇ ଝିଅଙ୍କୁ ବହୁତ ଅଧିକ ଭଲ ପାଉଥିଲେ । ଏବେ ତିଳୋତମା ଆଉ ତାଙ୍କ ଝିଅଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଆପଣ ମାନେ ଦେଖି ପାରୁଥିବେ । ତେବେ ଆପଣ ମାନଙ୍କୁ ତିଳୋତମା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *