Saif ଙ୍କ ୫୦୦୦ କୋଟି ସମ୍ପତ୍ତି ମଧ୍ୟରୁ ଗୋଟେ ପଇସା ବି ମିଳିବ ନାହିଁ Taimur ଙ୍କୁ, ଏହା ପଛରେ ରହିଛି ବହୁତ ବଡ କାରଣ

ନମସ୍କାର ବନ୍ଧୁଗଣ ତେବେ ସେଫ ଅଲ୍ଲୀ ଖାନ ବଲିଉଡର ସବୁଠାରୁ ପୁରୁଣା ଓ ବେହତରିନ ଅଭିନେତା ଅଟନ୍ତି । ସେ ବଲିଉଡରେ ଅନେକ ହିଟ ଫିଲ୍ମରେ କାମ କରି ସାରିଛନ୍ତି । ବର୍ତ୍ତମାନ ସେ ବେବ ସିରିଜରେ ଅଭିନୟ କରିବାର ନଜର ଆସୁଛନ୍ତି । ଦର୍ଶକ ମାନେ ତାଙ୍କୁ ଫିଲ୍ମ ଅପେକ୍ଷା ବେବ ସିରିଜରେ ଅଧିକ ପସନ୍ଦ କରୁଛନ୍ତି । ସିକ୍ରେଟ ଗେମ୍ସରେ ପୋଲିସ ଭୂମିକାରେ ଅଭିନୟ କରିବା ପରେ ସେ ବେବ ସିରିଜରେ ନଜର ଆସୁଛନ୍ତି ।


ଏହାକୁ ନେଇ ତାଙ୍କୁ ଅନେକ ବିବାଦର ସାମ୍ନା କରିବାକୁ ପଡିଥିଲା । ଏହି ବେବ ସିରିଜକୁ ଦେଖି ସମସ୍ତଙ୍କ ମତାମତ ହେଉଛି ଯେ ଏହା କୌଣସି ଧର୍ମକୁ ସମାଲୋଚନା କରା ଯାଉଛି । ବେବ ସିରିଜ ତାଣ୍ଡବ ବର୍ତ୍ତମାନ କୋର୍ଟ ଯାଏଁ ମାମଲା ପହଞ୍ଚି ଥିଲା ବଲିଉଡ ଅଭିନେତା ସୈଫ ଅଲି ଖାନ ହେଉଛନ୍ତି ପଟୌଦିର ନଓ୍ବାବ ଏବଂ ତାଙ୍କୁ ବଲିଉଡର ନବାବ ମଧ୍ୟ କୁହାଯାଏ । ସେ ରୋୟାଲ ପରିବାରର ମଧ୍ୟ ଅଟନ୍ତି ।

ଅଭିନେତା ଗୋଟିଏ ବର୍ଷରେ ଅନେକ ଚଳଚ୍ଚିତ୍ର ଏବଂ ବିଜ୍ଞାପନ କରି ବହୁ ଅର୍ଥ ଉପାର୍ଜନ କରନ୍ତି, କିନ୍ତୁ ତାଙ୍କ ପାଖରେ ପୂର୍ବଜଙ୍କ ସମ୍ପତ୍ତି ମଧ୍ୟ ଅଛି । ଖବର ଅନୁଯାୟୀ, ହରିୟାଣା ସ୍ଥିତ ପଟୌଦି ପ୍ୟାଲେସ୍ ଏବଂ ଭୋପାଳରେ ପୈତୃକ ସମ୍ପତ୍ତି ସମେତ ଏହି ଅଭିନେତାଙ୍କର ୫୦୦୦ କୋଟି ମୂଲ୍ୟର ସମ୍ପତ୍ତି ରହିଛି । କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ଜନକ ବିଷୟ ହେଉଛି ଯେ ଏତେ ବଡ ସମ୍ପତ୍ତିର ମାଲିକ ହେବା ପରେ ମଧ୍ୟ ସୈଫ ଏହାକୁ ନିଜ ପିଲାମାନଙ୍କୁ ଦେଇ ପାରିବେ ନାହିଁ ।


ତେବେ ଏହା ପଛର କାରଣ ହେଉଛି ସୈଫଙ୍କର ସମସ୍ତ ପୈତୃକ ସମ୍ପତ୍ତି ଭାରତ ସରକାରଙ୍କ ଏନିମି ପ୍ରପର୍ଟି ଆକ୍ଟ ଅଧୀନରେ ଆସିଛି । ଏହି ଆକ୍ଟ ଅନୁଯାୟୀ, କୌଣସି ବ୍ୟକ୍ତି ସମ୍ପତ୍ତି ଉପରେ ନିଜର ଅଧିକାର ଜତାଇ ପାରିବେ ନାହିଁ । ଯଦି କୌଣସି ବ୍ୟକ୍ତି ଏହାକୁ ବିରୋଧ କରନ୍ତି ଏବଂ ଏହାକୁ ତାଙ୍କର ସମ୍ପତ୍ତି ବୋଲି ବିବେଚନା କରନ୍ତି, ତେବେ ସେମାନଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ପଡ଼ିବ ।

ଯଦି ହାଇକୋର୍ଟରେ ମଧ୍ୟ ଏହି ମାମଲା ସମାଧାନ ହେବନାହିଁ, ତେବେ ବ୍ୟକ୍ତି ସୁପ୍ରିମକୋର୍ଟ ଯାଇପାରିବେ । କିନ୍ତୁ ଯଦି ଏହି ମାମଲା ସୁପ୍ରିମକୋର୍ଟରେ ମଧ୍ୟ କାମ ନକରେ, ତେବେ କେବଳ ରାଷ୍ଟ୍ରପତିଙ୍କ ଉପରେ ଏହାର ନିଷ୍ପତ୍ତି ଘୋଷଣା କରିବାର ଅଧିକାର ଅଛି । ତେବେ ବ୍ରିଟିଶ ସମୟରେ ସୈଫ ଅଲି ଖାନଙ୍କ ଜେଜେବାପା ହମିଦୁଲ୍ଲା ଖାନ ନବାବ ଥିଲେ । କିନ୍ତୁ ସେ ତାଙ୍କ ସମ୍ପତ୍ତିର କୌଣସି ଇଚ୍ଛା କରିନଥିଲେ ।


ଏହି କାରଣରୁ, ପରିବାରରେ କିଛି ମନମାଳୀନ ଅଛି । ସୈଫ ପ୍ରଥମେ ଅମୃତା ସିଂଙ୍କୁ ବିବାହ କରିଥିଲେ । ପରେ ସେମାନେ ଛାଡପତ୍ର ହୋଇଥିଲେ । ଏହି ବିବାହରୁ ତାଙ୍କର ସାରା ଅଲି ଖାନ ଏବଂ ଇବ୍ରାହିମ ଅଲି ଖାନ ନାମକ ଦୁଇଟି ସନ୍ତାନ ଅଛନ୍ତି । ଏହା ବ୍ୟତୀତ ସେ ଦ୍ୱିତୀୟ ଥର ପାଇଁ କରୀନା କପୁର ଖାନଙ୍କୁ ବିବାହ କରିଥିଲେ । ଏହା ସହିତ ସେମାନଙ୍କର ତୈମୁର ଏବଂ ଜେହ ନାମକ ଦୁଇଟି ପୁତ୍ର ଅଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *