ଓଡିଆ ପ୍ରଯୋଜକ Akshay Parija ଭିଡିଓ ଭାଇରାଲ ହେବା ପରେ ଦେଲେ ଏମିତି ସଫେଇ, କହିଲେ ‘ମତେ ସେ ଝିଅ ଘରକୁ ଡାକି ଖାଇବା ବାହାନାରେ ମୋର…’ ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଫିଲ୍ମ ପ୍ରଯୋଜକ ତଥା ଓଟିଟି ପ୍ଲାଟଫର୍ମ କଞ୍ଚା ଲଙ୍କାର ମୁଖ୍ୟ ଅକ୍ଷୟ ପରିଜାଙ୍କ ନ-ଅଗନ ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଅକ୍ଷୟ ଏକ ଯୁବତୀଙ୍କ ସହ ଦଉଷ୍କଅର୍ମ କରୁଥିବାର ନଜର ଆସୁଛନ୍ତି । ଯେଉଁ ଯୁବତୀଙ୍କ ସହ ସେ ଦଉଷ୍କଅର୍ମ କରିଛନ୍ତି,

ସେହି ଯୁବତୀ ଜଣକ ଲକ୍ଷ୍ମୀ ସାଗର ଥାନାରେ ଅକ୍ଷୟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣାକୁ ନେଇ ଅନେକ ସମୟ ପରେ ଅକ୍ଷୟ ନିଜ ମୁହଁ ଖୋଲି ଛନ୍ତି । ଅକ୍ଷୟ ଏହି ମାମଲାକୁ ନେଇ କହିଛନ୍ତି, ମୋତେ ସେ ଯୁବତୀ ତା ଘରକୁ ଡାକିଲା ଡିନର କରିବା ପାଇଁ । ଆଉ ଏହା ପରେ ଯୁବତୀ ମୋ ସହ ସମ୍ପର୍କ ବି ରଖିଲା ।

ସେହି ସମୟରେ ସେ ସମ୍ପର୍କର ମୂହୁର୍ତ୍ତ ସବୁକୁ ଭିଡିଓରେ ରେକର୍ଡ କରିଦେଲା । ଆଉ ଏହା ପରେ ସେ ଯୁବତୀ ମୋତେ ଧମକାଉଛି ଯେ, ତାକୁ ପାଞ୍ଚ କୋଟି ଟଙ୍କା ନ ଦେଲେ ସେ ମୋ ଭିଡିଓ ଭାଇରାଲ କରିଦେବ । ତେବେ ଦର୍ଶକ ବନ୍ଧୁ ଏଭଳି କିଛି ଓଲଟା ଅଭିଯୋଗ ଆଣିଛନ୍ତି ଅକ୍ଷୟ ପରିଜା । ଅନ୍ୟ ପଟେ ପୀଡ଼ିତା ଯୁବତୀ ଜଣକଙ୍କ କହିବା କଥା, ଯୁବତୀଙ୍କୁ ଫିଲ୍ମରେ ଏକ ଚରିତ୍ର ଦେବାର ଲାଳସା ଦେଖାଇ ଅକ୍ଷୟ ତାଙ୍କୁ ଦଉଷ୍କଅର୍ମ କରିଛନ୍ତି ।

ଯୁବତୀଙ୍କ ସହ ଦଉଷ୍କଅର୍ମ କରି ଭିଡିଓ ରଖିଥିଲେ ଅକ୍ଷୟ ଆଉ ଭିଡିଓ ଭାଇରାଲ କରିବାର ଧମକ ଦେଇ ସେ ବାରମ୍ବାର ଯୁବତୀଙ୍କ ସହ ଦଉଷ୍କଅର୍ମ କରୁଥିଲେ । ଏହା ସହ ସେ ଯୁବତୀଙ୍କୁ ଧମକ ଦେଇ କହିଥିଲେ ଯେ, ଯଦି ଯୁବତୀ ଆଉ କାହା ସହ ବିବାହ କରିବେ ବା ଆଉ କାହାକୁ ଯଦି ଏହା ବିଷୟରେ କହିବେ ତା ହେଲେ ଅକ୍ଷୟ ତାଙ୍କୁ ଜୀବନରୁ ମଆରିଇଦେବେ । ଦର୍ଶକ ବନ୍ଧୁ ଏ ଘଟଣାରେ ଅକ୍ଷୟ ପରିଜାଙ୍କ ସମ୍ପୃକ୍ତି ଅନେକ ସାରା ପ୍ରଶ୍ନ ସୃଷ୍ଟି କରୁଛି ।

ଫିଲ୍ମରେ ଅଭିନୟର ସୁଯୋଗ ଦେବା କହି ଯୁବତୀ ମାନଙ୍କୁ ଶଓଷଅଣ କରିବା ମୁମ୍ବାଇ ଜଗତ ତା ସହ ଓଲିଉଡରେ ନୁହେଁ । ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *