‘ଉପରେ ଧଳା ଭିତରେ କଳା ,deha ସୁଖ ନେଇ ସିନେମାରେ ଦେଉଥିଲେ ସୁଯୋଗ…’ ସତ ସାମ୍ନାକୁ ଆସିବା ପରେ ଏବେ ଦେଉଛନ୍ତି ଏମିତି ସଫେଇ…

ଦର୍ଶକ ବନ୍ଧୁ ଆପଣଙ୍କର ମନେ ଥିବ ଯେତେବେଳେ ଓଲିଉଡରେ କାଷ୍ଟିଙ୍ଗ କାଉଚ କଥା ଉଠି ଥିଲା ଯେତେବେଳେ ଓଲିଉଡରେ ବେଡ ପାର୍ଟନରର କଥା ଉଠି ଥିଲା ସେତେବେଳେ ଅନେକ କଳାକାର ଛନ୍ଦି ହୋଇ ରହିଥିଲେ । ଆଉ ସେତେବେଳେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା କହୁଥିଲେ କି ମୋ ସିନେମାରେ ଏମିତି ହୁଏନା । ହଁ ଦର୍ଶକ ବନ୍ଧୁ ସତରେ ତାଙ୍କ ସିନେମାରେ ଏମିତି ହୁଏନା ।

ତାଙ୍କ କ୍ୟାମେରା ଆଗରେ କିଛି ହୁଏନା ହେଲେ କ୍ୟାମେରା ପଛରେ ସବୁ କିଛି ହୁଏ । କ୍ୟାମେରା ପଛରେ ବନ୍ଦ କୋଠରିରେ ଅନ୍ଧାର ଘରେ ସବୁ ବେଳେ ଚାଲେ ଅଶ-ଲିଳ ସିନେମା ଯାହା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଏ ମୋବାଇଲ ରୁ ସେ ମୋବାଇଲକୁ ଘୁରି ବୁଲୁଛି ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେବାରେ ଲାଗିଛି । ଦର୍ଶକ ବନ୍ଧୁ ଆପଣ ସ୍କ୍ରିନରେ ଦେଖୁଥିବା ଏହି ଫଟୋ ଗୁଡିକ ହେଉଛି ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କର ।

ଏହି ସବୁ ଫଟୋକୁ ସେ ନିଜେ ଭାଇରାଲ କରିଥିବା ଯୁବତୀ ଜଣକ ଏବେ ଥାନାରେ ଅଭିଯୋଗ କରିଛନ୍ତି । ଆଉ ଏ ଭିଡିଓ ଭାଇରାଲ ହେବା ପରେ କାଷ୍ଟିଙ୍ଗ କାଉଚର ଶିକାର ହୋଇଥିବା ଯୁବତୀ ଜଣକ ଲକ୍ଷ୍ମୀ ସାଗର ଥାନାରେ ଏତଲା ଦେଇଛନ୍ତି । ଆଉ ଏ ଘଟଣାକୁ ନେଇ ଓଲିଉଡରେ ଏବେ ଚର୍ଚ୍ଚା ଜୋର ଧରିଛି । କିଏ କେତେ କଥା କହୁଛି ସତରେ ଓଡିଆ ସିନେମାରେ ଏମିତି ବି ହୁଏ ।

ଯେଉଁଠି ପ୍ରଯୋଜକ ମାନେ ଅନ୍ଧାର ଘରେ କ୍ୟାମେରା ପଛରେ ଏମିତି ବି କାମ କରିବାକୁ ପଛାନ୍ତି ନାହିଁ । ଯୁବତୀ ମାନଙ୍କୁ ରାତିଆ ରାତି ହିରୋଇନ କରିବା ପାଇଁ, ତାଙ୍କ ଫ୍ୟାନ ଫାଲୋଇଙ୍ଗ ବଢେଇବା ଆଦି ଅନେକ ଲାଳସା ଦେଇ ଏମିତି ବି କାମ କରନ୍ତି ପ୍ରଯୋଜକ ମାନେ । ବନ୍ଧୁଗଣ ଅକ୍ଷୟ ବାରମ୍ବାର କହିଛନ୍ତି ଆମେ ସିନେମାରେ ଏମିତି ହୁଏନି । ବାସ୍ତବିକ ଏ ଚିତ୍ରକୁ ଦେଖି ଲାଗୁଛି ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି ।

ବନ୍ଧୁଗଣ ଏବେ ଦେଖିବାକୁ ବାକି ରହିଲା ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାମରେ କଣ ନିଆଯାଉଛି କାର୍ଯ୍ୟନୁଷ୍ଠାନ । ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସମୟ ଥିବା ଅକ୍ଷୟ କହୁଥିଲେ ଓଲିଉଡକୁ ଉଧାରିବା କଥା ହେଲେ ଏବେ ସେ ନିଜେ କେମିତି ଉଦ୍ଧାର ହେବେ ତାହା ଦେଖିବା ବାକି ରହିଲା । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *