କାହିଁକି ମା’ Twinkle Khanna ଙ୍କ ଏହି 4 ଟି ଫିଲ୍ମକୁ ଦେଖିବାକୁ ଘୃଣା କରନ୍ତି ତାଙ୍କ ପୁଅ Aarav Kumar

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଟ୍ଵିଙ୍କଲ ଖନା । ଆପଣ ମାନେ ସମସ୍ତେ ଟ୍ଵିଙ୍କଲଙ୍କୁ ଅନେକ ସୁପର ହିଟ ବଲିଉଡ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଟ୍ଵିଙ୍କଲ ନିଜ ସୁନ୍ଦରତା ଓ ନିଜ ଜବରଦସ୍ତ ଅଭିନୟ ପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଟ୍ଵିଙ୍କଲଙ୍କ ପୁଅ ଆରଭଙ୍କୁ ତାଙ୍କ ମାଙ୍କର ୪ଟି ଫିଲ୍ମ ବିଲକୁଲ ପସନ୍ଦ ନୁହେଁ । ଏହି ଫିଲ୍ମ ପାଇଁ ସେ ନିଜ ମାଙ୍କୁ ଅନେକ ପ୍ରଶ୍ନ ଉଠାଇ ଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ସବୁ ଫିଲ୍ମ ଗୁଡିକ ବିଷୟରେ ।

ଇତିହାସ- ୧୯୯୭ ମସିହାରେ ଆସିଥିବା ବଲିଉଡ ଫିଲ୍ମ ‘ଇତିହାସ’କୁ ଦେଖି ଆରଭ ନିଜ ମାଙ୍କୁ କିଛି ପ୍ରଶ୍ନ ପଚାରି ଛନ୍ତି । ଏହି ଫିଲ୍ମରେ ଟ୍ଵିଙ୍କଲ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଓ ବହୁତ କଷ୍ଟ କରିଥିଲେ ହେଲେ ଏହି ଫିଲ୍ମ ପାଇଁ ସେ ବହୁତ କମ ଟଙ୍କା ନେଇଥିଲେ । ଆରଭ ନିଜ ମାଙ୍କୁ କମ ଟଙ୍କା ଆଣିବା କାରଣର ପ୍ରଶ୍ନ ଉଠାଇ ଛନ୍ତି ।

ଜବ ପ୍ୟାର କିସିସେ ହୋତା ହେ- ୧୯୬୧ ମସିହାରେ ଆସିଥିବା ଫିଲ୍ମ ‘ଜବ ପ୍ୟାର କିସିସେ ହୋତା ହେ’କୁ ଦେଖି ଆରଭ ନିଜ ମାଙ୍କୁ ପ୍ରଶ୍ନ ପଚାରି ଥିଲେ ଯେ, ଅକ୍ଷୟଙ୍କୁ ସଲମାନ ପସନ୍ଦ କରନ୍ତି ନାହିଁ । ତେଣୁ ତାଙ୍କ ମା କାହିଁକି ସଲମାନଙ୍କ ସହ କାମ କରି ତାଙ୍କ ବାପାଙ୍କ ମନକୁ କଷ୍ଟ ଦେଲେ ।

ବର୍ଷାତ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ବଲିଉଡ ଫିଲ୍ମ ‘ବର୍ଷାତ’ । ଏହି ଫିଲ୍ମରେ ଟ୍ଵିଙ୍କଲ ଅଭିନେତା ବବି ଦେଓଲଙ୍କ ସହ ବୋଲ୍ଡ ସିନ୍ସ କରିଥିଲେ । ବୋଲ୍ଡ ସିନ୍ସକୁ ନେଇ ଆରଭ ନିଜ ମାଙ୍କୁ ପ୍ରଶ୍ନ ପଚାରି ଥିଲେ । ଆରଭଙ୍କ ମତରେ, ଏସବୁ କରିବା ସମୟରେ ତାଙ୍କୁ କଣ ଅକ୍ଷୟ ମନେ ପଡୁ ନଥିଲେ ।

ମେଲା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ବଲିଉଡ ଫିଲ୍ମ ‘ମେଲା’ । ଏହି ଫିଲ୍ମରେ ଟ୍ଵିଙ୍କଲ ବଲିଉଡ ଅଭିନେତା ଆମିର ଖାନଙ୍କ ସହ ନଜର ଆସିଥିଲେ । ତେବେ ବନ୍ଧୁଗଣ ଏହି ଫିଲ୍ମରେ ଟ୍ଵିଙ୍କଲ ଓ ଆମିର ବହୁତ କ୍ଳୋଜ ହୋଇଯାଇଥିଲେ । ଆରଭଙ୍କ ମତରେ ଟ୍ଵିଙ୍କଲ ଅଭିନେତା ଆମିରଙ୍କ ସହ ଏତେ କ୍ଳୋଜ ହେବା କଣ ଦରକାର ଥିଲା ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *