ମୋ ଘରକୁ ଆସ, ବହୁତ ଏଞ୍ଜୟ କରିବା…ଭାଇରାଲ ହେଲା ଅଡିଓ, ଶୁଣିଲେ ଆପଣଙ୍କ ମୁଣ୍ଡ କାମ ଦେବନି

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ପାଣି ଭଳି ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ କଲ୍ ରେକର୍ଡ ବହୁଳ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି କଲ୍ ରେକର୍ଡ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଅଡିଓ କଲ୍ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଅଡିଓ କଲ୍ ଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଅଡିଓ କଲ୍ ବିଷୟରେ । ବନ୍ଧୁଗଣ ବର୍ତ୍ତମାନ ଏକ ଅଡିଓ କଲ୍ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଏହି ଅଡିଓ କଲ୍ ଟି ଯାଜପୁର ଜିଲ୍ଲାର ବ୍ୟାସନଗର ମୁନିସପାଲଟିରେ ଏକ୍ସୁକ୍ୟୁଟିଭ ଅଫିସର ଭାବେ କାର୍ଯ୍ୟ କରୁଥିବା ଜଣେ ଅଫିସର ସୁବେନ୍ଧୁ ଜେନାଙ୍କର ବୋଲି ଚର୍ଚ୍ଚା ଚାଲିଛି ।

ସମ୍ପୂର୍କ୍ତ ଅଡିଓ କଲ୍ ରେ ସୁବେନ୍ଧୁ ଜଣେ ଯୁବତୀଙ୍କୁ ଚାକିରି ଆଶା ଦେଇ ୪୮ ଘଣ୍ଟା ଏବଂ ୭୨ ଘଣ୍ଟା ମଧ୍ୟରେ ଥିବା ସ୍ଵପ୍ନ ଓ ଆଗାମୀ ଭବିଷ୍ୟତରେ ବିବାହ କରି କିଭଳି ପିଲା ଛୁଆ ଜନ୍ମ କରି ଜୀବନ ଅତିବାହିତ କରିବେ ସେନେଇ ଅନେକ ରୋମାଣ୍ଟିକ ଆଲୋଚନା କରୁଛନ୍ତି । ସେପଟେ ସମ୍ପୂର୍କ୍ତ ଯୁବତୀ ମଧ୍ୟ ସୁବେନ୍ଧୁଙ୍କ ପ୍ରତ୍ୟକ କଥାରେ ହଁ ମାରି ସମର୍ଥନ ଜଣାଉ ଥିବାର ଶୁଣିବାକୁ ମିଳୁଛି ।

ତେବେ ବନ୍ଧୁଗଣ ମିଡିଆ ଏହି ମାମଲାକୁ ନେଇ ଅଫିସରଙ୍କ ପ୍ରତିକ୍ରିୟା ନେଇଥିଲା । ହେଲେ ଏହି ଘଟଣାକୁ ସେ ସମ୍ପୂର୍କ୍ତ ମିଛ ବୋଲି କହିବା ସହ ରାଜନୈତିକ ଉଦ୍ଦେଶ୍ୟ ଓ ମୁନିସପାଲଟିରେ କାର୍ଯ୍ୟାଦେଶ ପାଇଁ ଅନୁମତି ନକରିଥିବାରୁ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ବିରୋଧରେ କେହି ଅପପ୍ରଚାର କରୁଥିବା କଥା ସେ କହିଛନ୍ତି ।

ସେହି ଅଡିଓ କଲ୍ ରେ ସେ କହୁଛନ୍ତି-‘ତୁମେ ଭାରି ସୁନ୍ଦର, ତୁମ ବଡି ସାଇଜ କେତେ, ତୁମ ବାପା ଭାରି ରାଗି । ତୁମ ଘରକୁ କଲେ ମୋତେ ଲାଜ ଲାଗିବ । ମୁ କ୍ଵାଟରରେ ଏକୁଟିଆ ରହୁଛି ମୋ ଘରକୁ ଆସ ବହୁତ ଏଞ୍ଜୋଏ କରିବା । ତୁମକୁ ବାହାହୋଇ ହିରୋଇନ କରି ରଖିବି’ । ଏଭଳି ଅନେକ କଥା ସେ କଥା ହେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଅଡିଓ କଲ୍ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *