‘ତୋ ଗୋଡ ଧରୁଛି ଆଉ ଏମିତିକା ଭିଡ଼ିଓ ପଠେଇବିନି, ମତେ ଛାଡ଼ି ଦେ…’ ଅଶ୍ଳୀଳ ଭିଡିଓ ପଠାଉଥିବାରୁ ବ୍ୟକ୍ତିଙ୍କୁ ଝିଅଟି ଦେଲା ଏମିତି ଶାସ୍ତି…ସାରା ଜୀବନ ଭୁଲିବନି…ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା କହୁଛନ୍ତି ବାବୁ ରଜତ ନୂଆ ନମ୍ବରରେ ଫୋନ କରୁଥିଲୁ ନେ,

ବାବୁ ରଜତ ଅ-ଶ୍ଳୀଇଳ ଭିଡିଓ ପଠାଉ ଥିଲୁ ନେ, ବାରମ୍ବାର କଲ୍ କରି ମୋତେ ହଇରାଣ କରୁଥିଲୁ ନାଇ, ଖରାପ ଭାଷାରେ ଗାଳିଗୁଲଜ କରୁଥିଲୁ ଭଲରେ ନେ ଆହୁରି ନେ । ମହିଳା ଜଣକ ଏମିତି କହୁଛନ୍ତି ଆଉ ମାଡ ମାରୁଛନ୍ତି । ଭଲରେ ଦେଖନ୍ତୁ ଏ ଭିଡିଓଟିକୁ ଜଣେ ଯୁବତୀ କିଭଳି ଭାବରେ ଜଣେ ଯୁବକଙ୍କୁ ବାଡଉ ଛନ୍ତି ।

ଏ ଯୁବକ ଜଣକ ହେଉଛନ୍ତି ବାବୁ ରଜତ । କଥା ହେଉଛି ଏଇଆ ଯେ ପୁରୁଷ ଜଣକ ହେଉଛନ୍ତି ରଜତ ମହାନ୍ତି । ରଜତ ମହାନ୍ତି କୁଆଡେ ଏ ଅଭିନେତ୍ରୀ ପାୟଲ ପ୍ରିୟଦର୍ଶନୀ ମହାନ୍ତିଙ୍କୁ ବାରମ୍ବାର ଅ-ଶ୍ଳୀଇଳ ଭିଡିଓ ପଠାଉ ଥିଲେ ନୂଆ ନମ୍ବରରେ କଲ୍ କରୁଥିଲେ । ଯେତେ ନମ୍ବର ବ୍ଲକରେ ପକେଇଲେ ମଧ୍ୟ ନୂଆ ନୂଆ ନମ୍ବରରେ କଲ୍ କରି ଅ-ଶ୍ଳୀଇଳ ଭାଷାରେ ଗଆଳି ଗୁଲଜ ଦେଉଥିଲେ ରଜତ ।

ଏହା ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ । ଏ ମହିଳାଙ୍କ ବୟସ ହେବ ପାଖାପାଖି 30 ବର୍ଷ । ଯୁବକ ଜଣକ ଯୁବତୀଙ୍କୁ ଅ-ଶ୍ଳୀଇଳ ଭିଡିଓ ପଠେଇବା ସହ ଖରାପ ଭାଷାରେ ଗାଳି କରୁଥିଲେ ବୋଲି ଅଭିଯୋଗ କରିଥିଲେ ଯୁବତୀ ଜଣକ । ଆଉ ଏହାକୁ ନେଇ ଯୁବତୀ ଜଣକ ମାନସିକ ଚିନ୍ତାରେ ମଧ୍ୟ ରହୁଥିଲେ । ଯେତେବେଳେ ସେ ବାବୁ ରଜତକୁ ପାଖରେ ପାଇଛନ୍ତି ବହେ ଛେଚି ଛନ୍ତି ।

ଏମିତି କି ପାଟିରେ କହୁ ଥାନ୍ତି ଆଉ ମାଡ ମାରୁ ଥାନ୍ତି । ମାଡ ଖାଇବା ପରେ ରଜତ ଯୁବତୀଙ୍କ ପାଦ ଧରି ଭୁଲ ମାଗୁଥିବାର ମଧ୍ୟ ନଜର ଆସୁଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *