ମୃତ୍ୟୁ ପୂର୍ବରୁ ନିଜ ପରିବାର ପାଇଁ କେତେ ସମ୍ପତି ଛାଡି ଯାଇଛନ୍ତି ଓଡିଆ ଅଭିନେତ୍ରୀ Tilottama Khuntia, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଓଡିଆ ସିରିଏଲ ଏବଂ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ତିଳତ୍ତମା ମୃତ୍ୟୁ ବରଣ କରିଛନ୍ତି । ଆପଣ ମାନେ ସମସ୍ତେ ତିଳତ୍ତମା ଖୁଣ୍ଟିଆଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ସେ ଉଭୟ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଓଡିଆ ଇଣ୍ଡଷ୍ଟ୍ରିରେ ତିଳତ୍ତମାଙ୍କ ଅବଦାନ ଅତୁଳନୀୟ ।

ସେ ସମସ୍ତଙ୍କର ପ୍ରିୟ ଥିଲେ । ଯେକୌଣସି ଭୂମିକାକୁ ସେ ଅତି ସୁନ୍ଦର ଭାବରେ ପଦର୍ଶନ କରୁଥିଲେ । ସମସ୍ତ ଓଡିଆ କଳାକାର ମାନେ ବି ତାଙ୍କୁ ବହୁତ ଭଲ ପାଉଥିଲେ । ହେଲେ ଦର୍ଶକ ବନ୍ଧୁ ତିଳତ୍ତମା ଆଯ ତିଳତ୍ତମା ଆମ ମାନଙ୍କ ଗହଳରେ ନାହାନ୍ତି । ମାତ୍ର ଅଳ୍ପ ବୟସରେ ହୃତଘାତ କାରଣରୁ ସେ ମୃତ୍ୟୁ ବରଣ କରିଛନ୍ତି ।

ତେବେ ମିଡିଆ ରିପୋର୍ଟସ ଅନୁସାରେ ତାଙ୍କ ପରିବାର ଲୋକଙ୍କ କହିବା ମୁତାବକ, ସେ ଦୀର୍ଘ ଦିନ ଧରି ହୃତଘାତରେ ପୀଡିତ ଥିଲେ । ଗତ କିଛି ଦିନ ହେବ ଭୁବନେଶ୍ଵରର ଉତ୍କଳ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲି ଥିଲା । ହେଲେ ଗତ ପହଡଦିନ ତଥା ବୁଧବାର ଦିନ ସେ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ସେ ଯିବା ପରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ତିଳତ୍ତମାଙ୍କୁ ହରେଇବା ପାଇଁ ସମସ୍ତ ଓଡିଆ କଳାକାର ମାନେ ନିଜର ଦୁଃଖ ପ୍ରକାଶ କରିଛନ୍ତି ।

ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ତିଳତ୍ତମାଙ୍କ ପରିବାର ଏବଂ ତାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଅତି କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ତିଳତ୍ତମାଙ୍କର ସ୍ଵାମୀ ଅଛନ୍ତି ଆଉ ତାଙ୍କର ଦୁଇ ଝିଅ ଅଛନ୍ତି । ତିଳତ୍ତମାଙ୍କର ଏକ ଛୋଟ ହସ ଖୁସିର ସଂସାର ଥିଲା ହେଲେ ଏବେ ସେ ତାଙ୍କ ପରିବାର ଛାଡି ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି ।

ତିଳତ୍ତମାଙ୍କ ଦୁଇ ଝିଅଙ୍କୁ ମଧ୍ୟ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ତିଳତ୍ତମାଙ୍କ ଦୁଇ ଝିଅ ଓଡିଆ ଟିଭି ସିରିଏଲରେ କାମ କରନ୍ତି । ତିଳତ୍ତମାଙ୍କର ଏକ ଆଲିଶାନ ଘର ଅଛି ଆଉ ଏକ କାର ଅଛି । ତିଳତ୍ତମାଙ୍କର ସମୁଦାୟ ସମ୍ପତ୍ତି ପ୍ରାୟ 1 କୋଟିରୁ ଅଧିକ ହେବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ତିଳତ୍ତମା ଖୁଣ୍ଟିଆ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *