‘ଟିକି ର ମୁଁ ସ୍ୱାମୀ ନୁହେଁ… ମୁଁ ତାର ପୁଅ…’ Tiki ଙ୍କୁ ନେଇ ଏମିତି କାହିଁକି କହିଲେ ଟିକିଙ୍କ ସ୍ଵାମୀ ତଥା ଖଳନାୟକ Kanha Swain, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେହି ଅଭିନେତା  ନିଜ ଦମଦାର ଅଭିନୟ ମାଧ୍ୟମରେ ସାରା ଓଡିଶାରେ ସୁନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି କାହ୍ନା ।

ଆପଣ ମାନେ ସମସ୍ତେ କାହ୍ନାଙ୍କୁ ଶିବାନୀ ଗଣନାଟ୍ୟରେ ଅଭିନୟ କରୁଥିବାର ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ କାହ୍ନାଙ୍କ ଜବରଦସ୍ତ ଅଭିନୟ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଆମ ଓଡିଶାରେ ତାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ଏହାରି ମଧ୍ୟରେ କାହ୍ନାଙ୍କର ଏକ ସାକ୍ଷାତ୍କାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏହି ସାକ୍ଷାତ୍କାରରେ କାହ୍ନା କହିଛନ୍ତି-‘ମୁଁ ଏବେ ଖଳନାୟକ ଭୂମିକାରେ ଅଭିନୟ କରୁଛି ମୁଁ ଯେତେବେଳେ ପ୍ରଥମେ ଯାତ୍ରାକୁ ଆସିଲି ମୋତେ ନାୟକ ଭୂମିକାରେ ଅଭିନୟ କରିବାକୁ ମିଳୁ ଥିଲା । କିନ୍ତୁ କାହିଁକି ମୋର ନେଗେଟିଭ କରିବାକୁ ଇଛା ଥିଲା । ହେଲେ ଯାତ୍ରାରେ ଆଗରୁ ଗୋଟେ ଥିଲା ଯିଏ ଖଳନାୟକ ହେବ ସେ କଳା ଲୋକ ହୋଇଥିବ ଦାଢି ମେଞ୍ଚେ ଥିବ ଗୋଟେ ବଡ ଆକୃତିର ହେଇଥିବ ।

ତେଣୁ ମୋର ଏବେ ଟିକେ ଚେହେରା ହେଇଗଲାଣି ଆଗରୁ ଏମିତି ନଥିଲା ଆଉ ଦାଢି ଏବେ ଏତିକି ହେଲାଣି ଆଗରୁ କିଛି ଉଠୁ ନଥିଲା । ତେଣୁ ବହୁତ ଆଗ୍ରହ ଥିଲା ଖଳନାୟକ ଭୂମିକା କରିବା ପାଇଁ । ଆଉ ଭଗବାନ ମୋତେ ଦେଇଛନ୍ତି । ଆଗର କାହ୍ନା ଆଉ ଏବର କାହ୍ନା ଭିତରେ ବହୁତ ଫରକ ଅଛି ଆଉ ଏହା ପଛର କାରଣ ହେଉଛି ମୋ ସ୍ତ୍ରୀ ଟିକି । ଗୋଟେ ସମୟରେ ତା ପାଖକୁ ଲୋକ ଆସି ସେଲଫି ନିଅନ୍ତୁ ହେଲେ ମୋତେ କେହି ପଚାରନ୍ତି ନାହିଁ ।

ଗୋଟେ ସ୍ଵାମୀ ହିସାବରେ ଦୁଃଖ ଲାଗେ ସେ ଝିଅ କଣ କରୁଛି ତାକୁ ଏତେ ଭଲ ପାଉଛନ୍ତି ହେଲେ ମୋତେ ଭଲ ପାଉନାହାନ୍ତି । ପ୍ରବଳ ଇଛା ଶକ୍ତି ଆସିଲା ତା ପରେ ମୁଁ ନିଜକୁ ବଦଳାଇଲି । ଟିକିର ପ୍ରେରଣା ବି ଏଥିପାଇଁ ବହୁତ ରହିଛି ଆଉ ଟିକିର ମୁଁ ସ୍ଵାମୀ ନୁହେଁ ମୁଁ ତାର ପୁଅ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଯାତ୍ରା ଅଭିନେତା କାହ୍ନା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *