‘ସେ ଗୋଟେ ସୁନା ମୁଣ୍ଡା, ତାଙ୍କର ମନଟା ପୁରା ସୁନା, ମୁ ତାଙ୍କ ସହ ଯେତେବେଳେ ମିଶିଛି ସେ ମତେ…’ Anubhav ଙ୍କୁ ନେଇ କଣ କହିଲେ ଅଭିନେତ୍ରୀ Ananya Mishra

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜର ପର୍ଶନାଲ ଲାଇଫ ଏବଂ ନିଜର ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅନନ୍ୟା ମିଶ୍ର । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନନ୍ୟାଙ୍କ ଜବରଦସ୍ତ ଅଭିନୟ ଆଉ ତାଙ୍କ ସୁନ୍ଦରତା ନିଶ୍ଚୟ ଦେଖିଥିବେ । ତେବେ ଅନନ୍ୟାଙ୍କର ଏକ ସାକ୍ଷାତ୍କାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ଅନନ୍ୟାଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଅନନ୍ୟା ନିଜ ଫେବରେଟ ହିରୋ ବିଷୟରେ କହିଛନ୍ତି ଆଉ ସେ ହେଉଛନ୍ତି ଅନୁଭବ ମହାନ୍ତି । ଅନନ୍ୟା ଏହି ଭିଡିଓରେ କହିଛନ୍ତି-‘ମୁଁ ଯଦି ମୋର ଫେବରେଟ ହିରୋଙ୍କ କଥା ଆରମ୍ଭ କରିବି ତା ହେଲେ ଆଜି ମୋର ଇଣ୍ଟର୍ବ୍ୟୁ ସରିବ ନାହିଁ ।

ମୋ ଦିନ ଅନୁଭବଙ୍କ ବିନା ସରେ ନାହିଁ ସେ ମୋ ପାଇଁ ସବୁ କିଛି । ମୁଁ ଦିନ ସାରା ଅନୁଭବଙ୍କ ନାମ ଜପୁ ଥାଏ ତାଙ୍କ ବିଷୟରେ କିଛି ନା କିଛି ଟପିକ ମୋର ଚାଲି ଥାଏ । ସେ ହେଉଛନ୍ତି ମୋର ସବୁ କିଛି । ତାଙ୍କର ଆଗାମୀ ଫିଲ୍ମ ରାବଣ ଆସୁଛି ମୁଁ ନିଶ୍ଚୟ ଦେଖିବାକୁ ଯିବି ।

ମୁଁ ତାଙ୍କ ଫିଲ୍ମ ଠାରୁ ଅଧିକ ତାଙ୍କୁ ବ୍ୟକ୍ତିଗତ ଭାବେ ଅଧିକ ଭଲ ପାଏ । ସେ ମୋର ଲଭ ମୋର ସବୁ କିଛି । ସେ ବହୁତ ଭଲ ମଣିଷ ଆଉ ତାଙ୍କ ଭିତରେ ମଣିଷତ୍ଵ ଅଛି । ସେ ଦେଖିବାକୁ ବହୁତ ସୁନ୍ଦର ବହୁତ ଡେଙ୍ଗା ଆଉ ବଢିଆ ବଡି ବି ରଖିଛନ୍ତି ହେଲେ ହୃଦୟରୁ ସେ ସୁନା ମୁଣ୍ଡା’ । ତା ହେଲେ ଦର୍ଶକ ବନ୍ଧୁ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *