Odia Gk- ତାହା କଣ ? ଯାହାକୁ ଆମେ ବର୍ଷରେ ଥରେ କିଣୁ କିନ୍ତୁ ବର୍ଷସାରା ବ୍ୟବହାର କରୁ, ତା’ପରେ ଫୋପାଡି ଦେଉ ?

ନମସ୍କାର ବନ୍ଧୁଗଣ ତେବେ ଆପଣଙ୍କ ଜ୍ଞାନ ର ବିକାଶ ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଗୁଡିକ ବିଷୟ ରେ।

୧- କେଉଁ ପ୍ରାଣୀ ର ଦାନ୍ତ ନାହିଁ?
ଉତ୍ତର- କଇଁଛ।

୨- ଭାରତର କେଉଁ ଋତୁ ରେ ରବି ଫସଲ ବୁଣାଯାଏ?
ଉତ୍ତର- ଶୀତ।

୩- ଖ୍ରୀଷ୍ଟଫର କଲମ୍ଵସ୍ କେଉଁ ମସିହାରେ ଆମେରିକା ଆବିଷ୍କାର କରିଥିଲେ?
ଉତ୍ତର- ୧୪୯୨।

୪- ଗରବା ନୃତ୍ୟ କେଉଁ ରାଜ୍ୟ ସହ ସମ୍ବଧିତ।
ଉତ୍ତର- ଗୁଜୁରାଟ।

୫- ଦେଶ ସ୍ଵାଧୀନ ହେବା ପରେ କେଉଁ ମସିହାରେ କଂଗ୍ରେସ ନିର୍ବାଚନ ହାରିଥିଲା।
ଉତ୍ତର- ୧୯୭୭।

୬- ଅରୁନ୍ଧତୀ ରାୟ ଙ୍କ ଦ୍ଵାରା ଲିଖିତ ପୁସ୍ତକ ଦ ଗଡ଼ ଅଫ ସ୍ମଲ ଥିଙ୍ଗସ୍ କେଉଁ ରାଜ୍ୟ ଉପରେ ଆଧାରିତ?
ଉତ୍ତର- କେରଳ।

୭- ସିଂଘୁ ଏବଂ ଟିକରି ବୋର୍ଡର କେଉଁ ସହରର ଦୁଇଟି ପ୍ରବେଶ ସ୍ଥଳ ଅଟେ ?
ଉତ୍ତର- ଦିଲ୍ଲୀ।

୮- ଆନ୍ତର୍ଜାତିକ କ୍ରିକେଟ ଖେଳିବା ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ କେଉଁଠାରେ ଟିସି ଭାବରେ କାର୍ଯ୍ୟ କରୁଥିଲେ?
ଉତ୍ତର- ଖଡ଼ଗପୁର।

୯- ୧୭ ଅଗଷ୍ଟ ୧୯୪୭ ମସିହାରେ ଭାରତ ଏବଂ ପାକିସ୍ତାନ କୁ ବିଭାଜିତ କରିବା ପାଇଁ କେଉଁ ରେଖା ଟଣା ଯାଇଥିଲା?
ଉତ୍ତର- ରୈଡ଼ କ୍ଲିଫ ରେଖା।

୧୦- ମହାଭାରତ ଅନୁସାରେ ଅଜ୍ଞାତ ବାସ ସମୟରେ ଅର୍ଜୁନ ଙ୍କ ନାମ କଣ ଥିଲା?
ଉତ୍ତର- ବୃହନ୍ନଲା।

୧୧- ହିନ୍ଦୁ ପୌରାଣିକ ଅନୁସାରେ କେତୋଟି ଶକ୍ତି ପୀଠ ରହିଛି?
ଉତ୍ତର- ୫୧।

୧୨- ତାହା କଣ ଯାହା ଆମେ ବର୍ଷକ ରେ ଥରେ କିଣୁ ଏବଂ ବର୍ଷ ଯାକ ବ୍ୟବହାର କରି ପରେ ଫୋପାଡ଼ି ଦେଉ?
ଉତ୍ତର- କ୍ୟାଲେଣ୍ଡର

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *