Tarang ଚ୍ଯାନେଲ ରେ ପ୍ରସାରିତ ହେଉଥିବା ଓଡିଆ ଧାରାବାହିକର ଅଭିନେତ୍ରୀ ମାନଙ୍କର ଡାକ ନାମ କଣ ଜାଣିଲେ ଆପଣ ହସି ହସି ଗଡିବେ

ନମସ୍କାର ବନ୍ଧୁଗଣ ଆମେ ମାନେ ସମସ୍ତେ ଜଣେ ଜଣେ ସିନେମା ପ୍ରେମୀ । ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ।

ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଦେଖୁଥିବେ ଏବଂ ସେହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କ ର ପ୍ରକୃତ ନାମ ଅର୍ଥାତ ତାଙ୍କ ଡାକ ନାମ କଣ ଆସନ୍ତୁ ଜାଣିନେବା ।

୧- ପ୍ରଥମ ରେ ହେଉଛନ୍ତି ଜାସ୍ମିନ ରଥ । ତେବେ ଏହି ଅଭିନେତ୍ରୀ ଙ୍କୁ ଆପଣ ମାୟା ଧାରାବାହିକ ରେ ରୁଦ୍ରୀ ଭାବରେ ଜାଣିଥିବେ ତେବେ ତାଙ୍କ ଅଭିନୟ କୁ ଲୋକମାନେ ଖୁବ ପସନ୍ଦ କରିଥାନ୍ତି । ତେବେ ତାଙ୍କ ଡାକ ନାମ ହେଉଛି ରାନୁ ।

୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ସୁମନ ପଟନାୟକ । ତେବେ ତାରିଣୀ ଆଖିର ତାରା ଧାରାବାହିକ ରେ ତାରିଣୀ ଭୂମିକା ରେ ଆପଣ ସୁମନ ଙ୍କୁ ଦେଖିଥିବେ ଏବଂ ସେ ବର୍ତ୍ତମାନ ଜଣେ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ । ତେବେ ତାଙ୍କ ଡାକ ନାମ ହେଉଛି ଆପେଲ ।

୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ଅସୀମ ପତି । ତେବେ ସେ ଧାରାବାହିକ ତରିଣୀ ଆଖିର ତାରା ରେ ତାରା ଭୂମିକା ରେ ନଜର ଆସିଛନ୍ତି ତେବେ ତାଙ୍କ ଡାକ ନାମ ହେଉଛି ରିମୁନ ।

୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ନିଲାଖି ପାତ୍ର । ତେବେ ସେ ଧାରାବାହିକ ସିନ୍ଦୂର ର ଅଧିକାର ଭୂମିକା ରେ ନଜର ଆସିଛନ୍ତି ଇତି ଭୂମିକାରେ ତେବେ ସେ ଲୋକ ମାନଙ୍କ ର ପ୍ରିୟ ମଧ୍ୟ ହୋଇ ପାରିଛନ୍ତି ତେବେ ତାଙ୍କ ଡାକ ନାମ ହେଉଛି ଶ୍ରୀୟା ।

୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ସୂଚରିତା ସ୍ୱାଇଁ । ତେବେ ଆପଣ ଧାରାବାହିକ ସିନ୍ଦୂର ର ଅଧିକାର ରେ ଉର୍ବି ଭୂମିକା ରେ ଦେଖିଥିବେ ଏବଂ ସେ ଅଳ୍ପ ସମୟରେ ଖୁବ ଲୋକପ୍ରିୟ ମଧ୍ୟ ହୋଇ ପାରିଛନ୍ତି ତେବେ ତାଙ୍କ ଡାକ ନାମ ହେଉଛି କୁକୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *