ନମସ୍କାର ବନ୍ଧୁଗଣ ତେବେ ଆପଣଙ୍କ ଜ୍ଞାନ ର ବିକାଶ ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଗୁଡିକ ବିଷୟ ରେ।
୧- କେଉଁ ପ୍ରାଣୀ ର ଦାନ୍ତ ନାହିଁ?
ଉତ୍ତର- କଇଁଛ।
୨- ଭାରତର କେଉଁ ଋତୁ ରେ ରବି ଫସଲ ବୁଣାଯାଏ?
ଉତ୍ତର- ଶୀତ।
୩- ଖ୍ରୀଷ୍ଟଫର କଲମ୍ଵସ୍ କେଉଁ ମସିହାରେ ଆମେରିକା ଆବିଷ୍କାର କରିଥିଲେ?
ଉତ୍ତର- ୧୪୯୨।
୪- ଗରବା ନୃତ୍ୟ କେଉଁ ରାଜ୍ୟ ସହ ସମ୍ବଧିତ।
ଉତ୍ତର- ଗୁଜୁରାଟ।
୫- ଦେଶ ସ୍ଵାଧୀନ ହେବା ପରେ କେଉଁ ମସିହାରେ କଂଗ୍ରେସ ନିର୍ବାଚନ ହାରିଥିଲା।
ଉତ୍ତର- ୧୯୭୭।
୬- ଅରୁନ୍ଧତୀ ରାୟ ଙ୍କ ଦ୍ଵାରା ଲିଖିତ ପୁସ୍ତକ ଦ ଗଡ଼ ଅଫ ସ୍ମଲ ଥିଙ୍ଗସ୍ କେଉଁ ରାଜ୍ୟ ଉପରେ ଆଧାରିତ?
ଉତ୍ତର- କେରଳ।
୭- ସିଂଘୁ ଏବଂ ଟିକରି ବୋର୍ଡର କେଉଁ ସହରର ଦୁଇଟି ପ୍ରବେଶ ସ୍ଥଳ ଅଟେ ?
ଉତ୍ତର- ଦିଲ୍ଲୀ।
୮- ଆନ୍ତର୍ଜାତିକ କ୍ରିକେଟ ଖେଳିବା ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ କେଉଁଠାରେ ଟିସି ଭାବରେ କାର୍ଯ୍ୟ କରୁଥିଲେ?
ଉତ୍ତର- ଖଡ଼ଗପୁର।
୯- ୧୭ ଅଗଷ୍ଟ ୧୯୪୭ ମସିହାରେ ଭାରତ ଏବଂ ପାକିସ୍ତାନ କୁ ବିଭାଜିତ କରିବା ପାଇଁ କେଉଁ ରେଖା ଟଣା ଯାଇଥିଲା?
ଉତ୍ତର- ରୈଡ଼ କ୍ଲିଫ ରେଖା।
୧୦- ମହାଭାରତ ଅନୁସାରେ ଅଜ୍ଞାତ ବାସ ସମୟରେ ଅର୍ଜୁନ ଙ୍କ ନାମ କଣ ଥିଲା?
ଉତ୍ତର- ବୃହନ୍ନଲା।
୧୧- ହିନ୍ଦୁ ପୌରାଣିକ ଅନୁସାରେ କେତୋଟି ଶକ୍ତି ପୀଠ ରହିଛି?
ଉତ୍ତର- ୫୧।
୧୨- ତାହା କଣ ଯାହା ଆମେ ବର୍ଷକ ରେ ଥରେ କିଣୁ ଏବଂ ବର୍ଷ ଯାକ ବ୍ୟବହାର କରି ପରେ ଫୋପାଡ଼ି ଦେଉ?
ଉତ୍ତର- କ୍ୟାଲେଣ୍ଡର
ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।