ତା ନାଁ ଧରିଲେ ପାଟି ଅପବିତ୍ର ହୋଇଯିବ, ଜଟାଧାରୀ ମାନେ ପ୍ରଭୁ ଶିବ, ତାଙ୍କୁ ଅପମାନିତ କରିଛି…Nisha Maharana

ନିଶାକୁ ଜବାବ ଦେଲେ ଜଟାଧାରୀ ନେତ୍ରୀ ! ହଁ ଆଜ୍ଞା ସଜ ସଜ ନିକଟରେ ରଙ୍ଗର ପର୍ବ ହୋଲି ଯାଇଛି । ଏହି ହୋଲିରେ କଙ୍ଗ୍ରେଶ ଭବନରେ ମଧ୍ୟ ଖୁବ ଆଡମ୍ବର ସହକାରେ ହୋଲି ପର୍ବ ପାଳିତ ହେଉଥିବା ବେଳେ ସେଠାକୁ ହୋଲି ଖେଳିବାକୁ ଯାଇଥିବା ଯାତ୍ରା ଆଇଟମ ନିଶା ମହାରଣାଙ୍କୁ ଧକ୍କା ମାରି ବିଦା କରି ଦିଆଯାଇଥିଲା । ଯାହାପରେ ଏଥିରେ ରାଗିଜାଇ ନିଶା ମହାରଣା ଗଣ ମାଧ୍ୟମ ସାମ୍ନାରେ ତାଙ୍କୁ ତଡି ବାହାର କରିଦେଇଥିବା କିଛି କଙ୍ଗ୍ରେଶ ନେତ୍ରୀ ମାନଙ୍କୁ ଜବାବ ଦେଇଥିଲେ ।

ସେହି ସମୟରେ ନିଶା ଜଟାଧାରୀ ନେତ୍ରୀ କହି କଙ୍ଗ୍ରେଶର ଜଣେ ନେତ୍ରୀଙ୍କୁ ଜବାବ ଦେଇ ତାଙ୍କୁ ଅପମାନ ହେଲା ଭଳି କଥା ମିଡିଆରେ କହିଥିଲେ । ସେହି ଜଟାଧାରୀ ନେତ୍ରୀ ମିଡିଆରେ ନିଶା ମହାରଣାଙ୍କୁ ନେଇ ନିଜର ଏଭଳି ପ୍ରତିକ୍ରିୟା ରଖୀ କହିଛନ୍ତି । ମୁଁ କଙ୍ଗ୍ରେଶର ନେତ୍ରୀ ନୁହେଁ ବଂର କଂଗ୍ରେସର ଜଣେ ନାରୀ କର୍ମୀ ଅଟେ । ମୁଁ ଜଟା ରଖିଛି । ଜଟା ହେଉଛି ମହାକାଳଙ୍କର । ମୁଁ ମହାକାଳଙ୍କ ନାମରେ ହିଁ ଜଟା ରଖିଛି ।

ହେଲେ ମୋତେ ଜଟାଧାରୀ କହି କହି ମିଡିଆ ସାମ୍ନାରେ ଜଣେ ଯୁବତୀ ମୋତେ ଅପମାନ କରି ଇଆଡୁସିଆଡୁ କହିଛି । ଯେଉଁ ଯୁବତୀ ମୋତେ ଏଭଳି କଥା ଆକ୍ଷେପ କରି କହିଛି । ସେହି ଯୁବତୀର ନାଁ ଧରିବା ମଧ୍ୟ ମୁଁ ପାଟିରେ ଉଚିତ ମନେ କରୁନାହିଁ । କାରଣ ତା’ ନାଁ ଧରିଲେ ହିଁ ମୋ ପାଟି ଅପବିତ୍ର ହୋଇଯିବ । ଜଟାଧାରୀ ସ୍ଵୟଂ ଭଗବାନ ଶିବଙ୍କୁ କୁହାଯାଇଥାଏ । ହେଲେ ସେ ଝିଅ ଜଟାଧାରୀ କହି କହି ମୋତେ ଯେଉଁ ଅପମାନ କରି କଥା କହିଛି ।

 

ସେ ମୋତେ ନୁହେଁ ବଂର ପ୍ରଭୁ ଶିବଙ୍କୁ ମଧ୍ୟ ଜଟାଧାରୀ କହି ଅପମାନ କରିଛି । ତେଣୁ ଏବେ ଏମିତି ସମୟ ଆସିଯାଇଛି । ସେହି ଅଭଦ୍ର ଯୁବତୀକୁ ଏହି ଜଟାଧାରୀ ଦ୍ଵାରା ହିଁ ବିନାଶ କରାଯିବ । କାରଣ ତା’ ବିନାଶ କାଳରେ ବୀପରୀତ ବୁଦ୍ଧି ଆସିଛି ବୋଲି ସେ ଏମିତି ସବୁ କହି ବୁଲୁଛି । ସେ ଯାହାକୁ ଜଟାଧାରୀ ମାଈକିନା କହିଛି । ସେ ଜଟାଧାରୀ ଦ୍ଵାରା ହିଁ ତା’ ର ବିନାଶ ବହୁତ ଶୀଘ୍ର ହେବାକୁ ଯାଉଛି ବୋଲି କଙ୍ଗ୍ରେଶ ମହିଳା କର୍ମୀ ଜଣଙ୍କ ମିଡିଆ ସାମ୍ନାରେ କହିଛନ୍ତି । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *