କାମ କରିବାକୁ ସ୍ୱାମୀ ବାହାରିଗଲେ, ଘର ଭିତରେ ପଶୁଥିଲେ ସରପଞ୍ଚ ଆଉ ସ୍ତ୍ରୀ ସହ କରୁଥିଲେ, ସ୍ଵାମୀ ସତ ଜାଣିବା ପରେ ସ୍ତ୍ରୀ jaha କଲେ ନା…

ସମସ୍ତେ ମନା କରୁଥିଲେ ହେଲେ ତଥାପି ମୁଁ ତାକୁ ପ୍ରେମ କରୁଥିଲି ବୋଲି ତାକୁ ବାହା ହେଲି । ଆମ ସମ୍ପର୍କକୁ 6 ବର୍ଷ ହେଇଗଲା ତଥାପି ମୁଁ ତାକୁ ଯେତେ ବୁଝାଇଲେ ବି ସେ ବୁଝୁ ନାହିଁ । ମୁଁ ଯେତେବେଳେ ଘରେ ରହୁନି କାମ କରିବାକୁ ବାହାରକୁ ଚାଲି ଯାଉଛି ସେହି ସମୟରେ ସରପଞ୍ଚ ଆସି ଘରେ ପଶୁଚି । ଆଉ ସରପଞ୍ଚ ସହ ସେ ଶା-ରଇରିକ ସ-ଅମ୍ପର୍କ ରଖୁଛି । ହଁ ବନ୍ଧୁଗଣ ସ୍ଵାମୀ ସବୁବେଳେ କାନ୍ଦି କାନ୍ଦି ପାଖ ପଡିଶାଙ୍କ ଘରକୁ ଯାଇ ମାଆ ମାନଙ୍କୁ ଖୋଜୁ ଥିଲେ ।

କହୁଥିଲେ ମୋ ସ୍ତ୍ରୀ କେମିତି ମୋ ଦୁଃଖ ବୁଝୁନି । ମୁଁ ତାକୁ ପ୍ରେମ କରି ବାହା ହୋଇଥିଲି ସମ୍ପର୍କକୁ 6 ବର୍ଷ ହେଇଗଲା । ତଥାପି ରାତି ଦିନ ମୋ ବିଶ୍ଵାସ ଭାଙ୍ଗୁଛି ମୋ ସ୍ତ୍ରୀ । ହଁ ଦର୍ଶକ ବନ୍ଧୁ ଏଭଳି ସବୁବେଳେ କଷ୍ଟରେ ରହୁଥିଲେ ସ୍ଵାମୀ । ଆଉ ସବୁବେଳେ ପାଖ ପଡୋଶୀ ମାନଙ୍କୁ ଏ ଦୁଃଖ ଜଣାଉ ଥିଲେ । ଯେତେବେଳେ ସ୍ଵାମୀ ଘରେ ରହୁ ନଥିଲେ ଘରେ ପଶୁ ଥିଲେ ପର ପୁରୁଷ । ଆଉ ଶା-ରଇରିକ ସ-ଅମ୍ପର୍କ ରଖୁଥିଲେ ସ୍ତ୍ରୀ ସହିତ ।

ଆଉ ସେହି ସମୟରେ ସ୍ଵାମୀ ଯାଇ ଘରେ ଦେଖିଦେଲେ ଆଉ ସ୍ତ୍ରୀ ସେହି ପର ପୁରୁଷ ସହ ମିଶି ନିଜ ସ୍ଵାମୀକୁ ସବୁଦିନ ପାଇଁ ମ-ଆରିଦେଲେ । ଆଉ ଏ ଘଟଣାରେ ସ୍ଵାମୀ ଜୀବନ ହାରିଦେଲା ପରେ ଏବେ ଏହି ଘଟଣାକୁ ନେଇ ସମସ୍ତେ ପ୍ରତିବାଦ କରୁଛନ୍ତି । ସମସ୍ତଙ୍କ ମନରେ ଯେମିତି ରାଗ ଭରି ହୋଇ ରହିଛି । ଆପଣ ଦେଖି ପାରୁଥିବେ ଏ ଦୃଶ୍ୟ ଅଞ୍ଚଳରେ କେମିତି ଉତ୍ତେଜନା ସୃଷ୍ଟି ହୋଇଛି ।

ସରପଞ୍ଚଙ୍କ ପୁତୁଳାରେ ନିଆଁ ଲଗେଇବା ସହିତ ଲୋକ ମାନେ ନ୍ୟାୟ ପାଇଁ ଦାବି କରିଛନ୍ତି । କାରଣ ସ୍ଵାମୀ ରାମକୃଷ୍ଣ ଥିଲେ ଜଣେ ସାଧା ସିଧା ଲୋକ ଆଉ ସେ ଝିଙ୍କିଙ୍କୁ ପ୍ରେମ କରି ତାଙ୍କୁ ବିବାହ କରିଥିଲେ । ସବୁବେଳେ ସ୍ଵାମୀ ଯେତେବେଳେ ବାହାରକୁ ଚାଲି ଯାଉଥିଲେ ସେହି ସମୟରେ ସ୍ତ୍ରୀ ଅନ୍ୟ ପୁରୁଷଙ୍କୁ ଘରକୁ ଡାକି ତାଙ୍କ ସହ ଶା-ରଇରିକ ସ-ଅମ୍ପର୍କ ରଖୁଥିଲେ ।

ଆଉ ଯେତେବେଳେ ସ୍ଵାମୀ ଜଣକ ନିଜ ସ୍ତ୍ରୀଙ୍କୁ ଦେଖିଦେଲେ ସେତେବେଳେ ନିଜ ସ୍ଵାମୀକୁ ଜୀବନରୁ ମ-ଆରିଦେଲେ ସ୍ତ୍ରୀ ଜଣକ । ଯାହାକୁ ନେଇ ଅଞ୍ଚଳରେ ସମସ୍ତେ ଅଭିଯୋଗ କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *