ସୁର ଭାଇ (Sura Routray) ଙ୍କୁ ଟେକି ନେଲା ପୋଲିସ, ହେଲେ କାହିଁକି ? ଜାଣିବା ପାଇଁ ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ସୁର ଭାଇ ନିଜ ପର୍ଶନାଲ ଲାଇଫ ଓ ନିଜ ସମାଜ ସେବା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏହା ଛଡା ସୁର ଭାଇ ନିଜ କଡା ବୟାନ ପାଇଁ ମଧ୍ୟ ଅନେକ ଥର ଲୋକ ଲୋଚନକୁ ଆସନ୍ତି । ଓଡିଶାରେ ସୁର ଭାଇଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । କେବଳ ରାଜନୀତିରେ ନୁହେଁ ଓଡିଆ ଇଣ୍ଡଷ୍ଟ୍ରିରେ ବି ସୁର ଭାଇ ବହୁତ ନାଁ କମାଇ ଛନ୍ତି ।

ସେ ଅନେକ ଓଡିଆ ଆଲବମରେ କଣ୍ଠ ଦାନ କରିବା ସହ ଅଭିନୟ କରିଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡିଓରେ ଆପଣ ମାନେ ପ୍ରଥମ ଥର ପାଇଁ କିଛି ଏଭଳି ଦୃଶ୍ୟ ଦେଖିବେ ଯାହା ଦେଖିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ତେବେ ଏହି ଭାଇରାଲ ଭିଡିଓରେ କିଛି ପୋଲିସ କର୍ମୀ ସୁର ଭାଇଙ୍କୁ ଟେକି ଟେକି ନେଇଯାଉଛନ୍ତି । ସେଠାରେ ଅନେକ ଲୋକ ଉପସ୍ଥିତ ରହି ଆନ୍ଦୋଳନ କରୁଥିବା ବେଳେ ସୁର ଭାଇ ବି ଆନ୍ଦୋଳନ କରୁଛନ୍ତି । ପୋଲିସ ଯେତେବେଳେ ଟେକି ଟେକି ସୁର ଭାଇଙ୍କୁ ନେଉଛି ସେତେବେଳେ ବି ସୁର ଭାଇ ରେଡି ରେଡି କହି ଚିତ୍କାର କରୁଛନ୍ତି । ଏ ଦୃଶ୍ୟ ଦେଖି ଯାହା ଲାଗୁଛି ବୋଧେ ସୁର ଭାଇଙ୍କୁ ମଜା ଲାଗୁଛି ।

ତେବେ ସୁର ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଚିନୀରେ, ଚୂଡାରେ, ମୁଢିରେ, ଘିଅରେ, ତେଲରେ, ଚାଉଳରେ, ଡାଲିରେ ଯେଉଁ ଜିଏସଟି ଲଗେଇଛି ଆମେ ତାରି ବିରୋଧରେ ଆନ୍ଦୋଳନ କରୁଛୁ । ବେକାର ଟୋକା ବୁଲୁଛନ୍ତି ଆଇନ ସୃଙ୍କଳା ନାହିଁ ତାରି ବିରୋଧରେ ସଂଗ୍ରାମ କେତେ ଦିନ ଟେକିକି ନେବୁ ରହ ଆମେ ଦେଖିବା । 2024ରେ ତମ ସହିତ ଆମର ମୁକବାଲା’ । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *