ନମସ୍କାର ବନ୍ଧୁଗଣ ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷେତ୍ର ମାନଙ୍କ ଚଳନ ଯୋଗୁଁ ଏହାର ପ୍ରଭାବ ରାଶି ଚକ୍ର ଉପରେ ରହିଥିବା ୧୨ ଗୋଟି ରାଶି ଉପରେ ପଡେ । ଏହି ମଇ ମାସ ୨୩ ତାରିଖ ଠାରୁ ଶୁକ୍ର ଗ୍ରହ ନିଜର ମିତ୍ର ରାଶି ମେଷ ରେ ପ୍ରବେଶ କରିବା ପାଇଁ ଯାଉଛନ୍ତି । ଶୁକ୍ର ଙ୍କ ଗୋଚର ଯୋଗୁଁ କିଛି ବିଶେଷ ରାଶି ଉପରେ ଏହାର ପ୍ରଭାବ ପଡିବା ପାଇଁ ଯାଉଛି । ଶୁକ୍ର ଗ୍ରହ କୁ ସମ୍ପଦ ଧନ ସଂମ୍ପତୀ ସୁଖ ସମୃଦ୍ଧି ର କାରକ ବୋଲି ମନାଯାଏ ।
୧- ପ୍ରଥମରେ ହେଉଛି ମେଷ ରାଶି। ତେବେ ଶୁକ୍ର ର ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତି ବିଶେଷ ପାଇଁ ଶୁଭ ସାବ୍ୟସ୍ତ ହେବ । ଆପଣଙ୍କୁ ନୂଆ ଚାକିରୀ ମିଳିବାର ସମ୍ଭାବନା ରହିଛି । ଆଗକୁ ଆସୁ ଥିବା ପରିକ୍ଷା ରେ ଆପଣ ମାନେ ଭଲ ନମ୍ବର ରଖି ଉତିର୍ଣ୍ଣ ହେବା ସହିତ ଆପଣ ମାନଙ୍କ ଜୀବନ ରେ ଏମିତି ବହୁତ କିଛି ପରିବର୍ତନ ହେବାକୁ ଯାଉଛି ଜାହା ନିଶ୍ଚିତ ଭାବେ ଆପଣ ମାନଙ୍କ ପାଇଁ ଫଳ ଦାୟକ ହେବ ।ଆପଣ ମାନେ ଏହି ଦିନ ରେ ନିଶ୍ଚିତ ଭାବେ ବ୍ୟବସାୟ କ୍ଷେତ୍ର ରେ ଲାଭ ଏବଂ ନିଜର କର୍ମ କ୍ଷେତ୍ର ରେ ଉହ୍ଲାସ ଦେଖିବା ପାଇଁ ପାଇବେ ।
୨- ଦ୍ଵିତୀୟ ରେ ହେଉଛି ସିଂହ ରାଶି। ତେବେ ଶୁକ୍ର ଗ୍ରହର ଗୋଚର କାରଣ ରୁ ଏହି ମେ ମାସ ଆପଣ ମାନଙ୍କ ଆର୍ଥିକ ଜୀଵନ ରେ ସୁଧାର ସହିତ ଆପଣ ମାନଙ୍କ କ୍ୟାରିୟର ରେ ଗୋଟିଏ ନୂଆ ପରିଚୟ ଦେବ ଆପଣ ମାନଙ୍କୁ ।
ଏହି କଥା ଟି ବହୁତ ଆଶ୍ଚର୍ଯ୍ୟ କର ଅଟେ ତେବେ ଏହି ଦିନ ରେ ଆପଣ ମାନଙ୍କ ରାଶି ରେ ନିଜେ ଭଗବାନ କୁବେର ହିଁ ଆପଣ ମାନଙ୍କ ରାଶି ଉପରେ ବସିଛନ୍ତି । ଏହି ଦିନ ରେ ଆପଣ ମାନଙ୍କୁ ଏମିତି ରାସ୍ତା ମିଳିବ କି ଜାହା ପାଇଁ ଆପଣ ମାନେ ଏକା ସହିତ ବହୁତ ଗୁଡିଏ କାର୍ଯ୍ୟ ରେ ହାତ ଦେଇ ପାରିବେ ଏବଂ ଆପଣ ମାନେ ସଫଳ ବି ହେବେ।
୩- ତୃତୀୟ ରାଶି ହେଉଛି ବିଛା ରାଶି। ତେବେ ଶୁକ୍ର ଗ୍ରହର ଗୋଚର କାରଣ ରୁ ଏହି ରାଶି ର ବ୍ୟକ୍ତି ବିଶେଷ ମାନେ କର୍ମ କ୍ଷେତ୍ର ରେ ଆପଣ ମାନେ ସଫଳତା ହେବା ସହିତ । ମାସ ଟି ବହୁତ ଭଳ ରହିବ ଆପଣଙ୍କର ପୂର୍ବ ବର୍ଷ ରୁ ଅଟକିଥିବା କାମ ପୁରା ହେବ ।
ସଉଦାବାଜୀ ବହୁତ ସଫଳତା ଦେବ ବିଦେଶ୍ ଯିବାର ପ୍ରୟାସରେ ଓ ଧାର୍ମିକ କାର୍ଯ୍ୟରେ ସଫଲତା ପାଇବେ , ଜୀବନ ସାଥୀଙ୍କ ସହ ସଂମ୍ପର୍କକୁ ନେଇ ଭାବୁକ ହୋଇପାରନ୍ତି । କେଉଁ ଅଜ୍ଞାତ ଭୟରୁ ଚିନ୍ତିତ ହୋଇପାରନ୍ତି । କୈଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ।
ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ