ମାତ୍ର 4 ବର୍ଷ ବୟସରେ ଆରମ୍ଭ କରିଥିଲେ ଅଭିନୟ, ଆଜି ଅଟନ୍ତି South Cinema ର ସୁପରଷ୍ଟାର, ଚିହ୍ନନ୍ତୁ ଏହି ପିଲାଟି କିଏ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସାଉଥରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନେ ନିଜ ଫିଲ୍ମ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ତ ସାଉଥ ଫିଲ୍ମ ଗୁଡିକ ବଲିଉଡ ଫିଲ୍ମକୁ ପଛରେ ଛାଡି ଦେଇଛି । ଲୋକମାନେ ଏବେ ସାଉଥ ଫିଲ୍ମ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସାଉଥ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମହେଶ ବାବୁ । ଆପଣ ମାନେ ସମସ୍ତେ ମହେଶ ବାବୁଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ସେ ସାଉଥର ସମସ୍ତ ବଡ ବଡ କଳାକାରଙ୍କ ସହ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ମହେଶଙ୍କ ହ୍ୟାଣ୍ଡସମ ଲୁକ୍ ଓ ତାଙ୍କ ଷ୍ଟାଇଲକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ କରନ୍ତି । ଅସଲ ଜୀବନରେ ମହେଶ ବାବୁ ବହୁତ ଶାନ୍ତ ସ୍ଵଭାବର ମଣିଷ ଅଟନ୍ତି । ସେ ରଜନୀକାନ୍ତଙ୍କ କିଛି ଫିଲ୍ମରେ ଶିଶୁ କଳାକାର ରୂପେ କାମ କରିସାରିଛନ୍ତି । ଏବେ ସେ ରଜନୀକାନ୍ତଙ୍କ ଫିଲ୍ମକୁ ଟକ୍କର ଦେଉଛନ୍ତି । ମହେଶ ବାବୁଙ୍କ ଜନ୍ମ ୯ ଅଗଷ୍ଟ ୧୯୭୫ ମସିହାରେ ହୋଇଥିଲା ।

ତାଙ୍କ ବାପା ଜଣେ ତେଲୁଗୁ ଆକ୍ଟର ଅଟନ୍ତି । ମହେଶ ମାତ୍ର ୪ ବର୍ଷ ବୟସରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ନିଦା’ ସେ ଏହି ଫିଲ୍ମରେ ଶିଶୁ କଳାକାର ରୂପେ କାମ କରିଛନ୍ତି । ଏହା ପରେ ସେ ଶଙ୍ଖାରବମ, ବଜାର ରାଉଡି, ମୁଗୁର କେଡୁକୁଲୁ ଓ ଗଦାଚାରୀ ଆଦି ଅନେକ ଫିଲ୍ମ କରିଥିଲେ । ମାତ୍ର ୧୦ ବର୍ଷ ବୟସରେ ମହେଶ କେଡୁକୁ ଦିଧିନା ନାମକ ଫିଲ୍ମରେ ଡବଲ ରୋଲ କରିଥିଲେ ।

ହେଲେ ଏହା ପରେ ସେ ଫିଲ୍ମ ଦୁନିଆରୁ ବ୍ରେକ ନେଇଗଲେ । ୯ ବର୍ଷ ପର୍ଯ୍ୟନ୍ତ ସେ ନିଜ ଫିଲ୍ମ କାରିୟର ଠାରୁ ଦୂରେଇ ଯାଇଥିଲେ କାରଣ ତାଙ୍କୁ ନିଜ ପାଠ ପଢା ଶେଷ କରିବାର ଥିଲା । ସେ ଗୋଟେ ଫିଲ୍ମ କରିବା ପାଇଁ ୨୦ କୋଟି ଟଙ୍କା ଚାର୍ଜ କରନ୍ତି । ମହେଶ ବାବୁ ୧୯୯୩ ମସିହାରେ ଫେମିନା ମିସ ଇଣ୍ଡିଆ ରହିଥିବା ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଡକରଙ୍କ ସହ ବିବାହ କରିଥିଲେ ।

ନମ୍ରତା ସଞ୍ଜୟ ଦତ୍ତ ଓ ସଲମାନ ଖାନଙ୍କ ଭଳି ବଡ ବଡ ଅଭିନେତାଙ୍କ ସହ କାମ କରିଛନ୍ତି । ବର୍ତ୍ତମାନ ୪୩ ବର୍ଷୀୟ ମହେଶ ବାବୁ ୧୦୦ ରୁ ଅଧିକ ଫିଲ୍ମ କରିସାରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *