ନମସ୍କାର ବନ୍ଧୁଗଣ । ଜଣେ କି ଦୁଇ ଜଣକ ନୁହେଁ 3 ଜଣଙ୍କ ବ୍ୟକ୍ତିଙ୍କ ସମ୍ପୃକ୍ତି ଆସୁଛି ବାର ଗରଳ ଶୁଭଲକ୍ଷ୍ମୀ ଙ୍କ ମୃତ୍ୟୁ ମାମଲାରେ । ଆଉ ଯେଉଁ 3 ଜଣଙ୍କର ଗୋଟେ ଉଦ୍ଦେଶ୍ୟ ଥିଲା ଶାରୀରିକ ସମ୍ପର୍କ ରଖିବା ପାଇଁ ଶୁଭଲକ୍ଷ୍ମୀ ସହ । ଆଉ ପରେ ବିଭିନ୍ନ ପ୍ରକାରର ଭିଡିଓ ଓ ଫୋଟୋ ଦେଖାଇ ବ୍ଳାକେମେଲ କରିବ ପାଇଁ । ମୃତ ଶୁଭଙ୍କ ମା ଅଙ୍କଲ ଙ୍କୁ ସାମନାକୁ ଆଣିବା ପରେ ଏବେ ପୋଲିସ ଅଧିକ ଖୋଳତାଡ କରୁଛି ।
ପୂର୍ବ ରୁ ବାର ର ଡିଲ ବଏ ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ଙ୍କ ପୁରୁଷ ବନ୍ଧୁ ସଞ୍ଜୟ, ପରେ ଅନିଲ ଓ ଏବେ ଆସିଛି ଅଙ୍କଲ ଙ୍କ ସମ୍ପୃକ୍ତି । ଯେଉଁ ଅଙ୍କଲଙ୍କ ଘରେ ରହୁଥିଲେ ଶୁଭ । ଆଉ ଏବେ ଜଣା ପଡିଛି ଏହି 3 ଜଣ ଶୁଭଙ୍କୁ ମିଶିକି ବ୍ଳାକେମେଲ । ଆଉ ଜଣଙ୍କ ପରେ ଜଣେ ଶୁଭଙ୍କୁ ଫସାଇବା ପାଇଁ ଚକ୍ରାନ୍ତ କରୁଥିଲେ । କେବଳ ଗୋଟେ ନଜର ଥିଲା କେମିତି ଶାରିରୀକ ସମ୍ପର୍କ ରଖିବା ଓ ଟଙ୍କା ଲୁଟ କରିବା ।
ତେବେ ଗତ କାଲି ରାତି ଅଧ ରେ ଜଣେ ଯୁବକ ଙ୍କୁ ଲକ୍ଷ୍ମୀ ସାଗର ପୋଲିସ ଜେରା କରିଛି । ଗତ କାଲି ବିଳମ୍ବିତ ରାତିରେ ଥାନାରେ ହାଜିର ହୋଇଥିଲେ ଜଣେ ଯୁବକ । କେହି ଜଣେ ବ୍ୟକ୍ତି ଶୁଭ ଙ୍କ ଅଙ୍କଲ ବିଷୟରେ ପୋଲିସକୁ ସୂଚନା ଦେଇଥିବା ଜଣା ପଡିଛି । ଆଉ ଅନ୍ୟ ପଟେ ଗତ କାଲି ଅନିଲ କୁ ଥାନାରେ ହାଜିର ରହିବା ପାଇଁ କୁହା ଯାଇଥିବା ବେଳେ ଗଣମାଧ୍ୟମ କୁ ଦେଖି ପଳାଇ ଯାଇଥିଲା ଅନିଲ ।
ହେଲେ ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଏରା କରି ପୋଲିସ ଛାଡି ଦେଇଥିବା କଥା ଏବେ ଚର୍ଚ୍ଚା ଧରିଛି । କୁହା ଯାଉଛି ସେହି ବ୍ୟକ୍ତି ଜଣକ ଶୁଭ ଙ୍କ ବାବଦରେ ଅଙ୍କଲ ବାବଦରେ ବଡ ସୁରାଗ ଦେଇଛି । ଯାହାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ରାତି ଅଧରେ ଜେରା କରା ଯାଇଛି । ତେବେ ବହୁତ ଜଲ୍ଦି ଶୁଭ ଙ୍କ ଆତ୍ମହତ୍ୟା ର ସସପେନ୍ସ ର ହଟିବ ପରଦା ।
ଥାନାକୁ ଆସିବେ ପୁରୁଷ ବନ୍ଧୁ ଓ ଅଙ୍କଲ । ଲଗାଇବ 306 ଦଫା । ବାର ରେ କାମ କର ଉଠିବା ବେଳେ ଉଠାଇ ଥିଲେ ଶୁଭ ଙ୍କ ଫାଇଦା । ଶୁଭାଙ୍କା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଓ ଭିଡିଓ କରି ବ୍ଳାକେମେଳ କରୁଥିଲେ । ଏବଂ ଭାଇରାଲ କରିବାକୁ ଦେଉଥିଲେ ଧମକ । ଯାହା ପାଇଁ ମାନସିକ ଚାପ ରେ ରହୁଥିଲେ ଶୁଭ । ଯାହା କାରଣରୁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରା ଯାଉଛି । ତେବେ ଶୁଭ ଙ୍କ ଆତ୍ମହତ୍ୟା ପଛରେ ପୁରୁଷ ବନ୍ଧୁ ଓ ଅଙ୍କଲ ଙ୍କ ହାତ ଥିବା ସୂଚନା ପାଇଛି ପୋଲିସ ।
ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।