ଶୁଭଲକ୍ଷ୍ମୀ ଙ୍କ ପୁରୁଷ ବନ୍ଧୁ ସମ୍ପର୍କରେ ସବୁ କିଛି ଜାଣିଥିଲେ ତାଙ୍କ ବାପା ଓ ମା ।

ନମସ୍କାର ବନ୍ଧୁଗଣ । ମୃତ ଶୁଭଲକ୍ଷ୍ମୀ ଙ୍କୁ ନେଇ ହେଉଥିବା ସବୁ ଚର୍ଚ୍ଚା କୁ ଏବେ ସ୍ଵୀକାର କରିଛନ୍ତି ତାଙ୍କା ବାପା ଓ ମା । ଶୁଭଲକ୍ଷ୍ମୀ ଙ୍କ ବାପା ମା କହିଛନ୍ତି କି ସଞ୍ଜୟ ତାଙ୍କର ପୁରୁଷ ବନ୍ଧୁ ।  ତେବେ ଗତ 30 ତାରିଖ ଦିନ ଅନିଲ ଙ୍କ ଯାଇ 2 ଦିନ ରହିଥିଲେ ଶୁଭଲକ୍ଷ୍ମୀ । ଏହା ପରେ ସଞ୍ଜୟ ଙ୍କ ସହ ଭେଟ କରି ଝଗଡା ହୋଇଥିବା କଥା କହିଛନ୍ତି ତାଙ୍କ ମା । ସୂଚନା ଅନୁଯାୟୀ ଭୁବନେଶ୍ଵର ରେ ଅଙ୍କଲ ରାଜେନ୍ଦ୍ର ପାଢି ଓ ଆଣ୍ଟି ଙ୍କ ଘରେ ରହୁଥିଲେ ଶୁଭଲକ୍ଷ୍ମୀ ।

ଏବଂ ତାଙ୍କ ସହ ମିଳିତ ଭାବେ କାମ କରୁଥିଲେ ବୋଲି ଶୁଭଲକ୍ଷ୍ମୀ ଙ୍କ ମା ଗଣମାଧ୍ୟମ ରେ କହିଛନ୍ତି । ତେବେ ଶୁଭଲକ୍ଷ୍ମୀ ଙ୍କ ପରିବାର ଏ ସବୁ କଥା ସ୍ଵୀକାର କରିବା ପରେ ଏ ସବୁ କଥା ଏବେ ସାମ୍ନା କୁ ଆସିଛି । ଶୁଭ ଙ୍କ ମା ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ମୋ ଝିଅ ଅଙ୍କଲ ସହ ଯାଏ କାମ କରେ ।

ପଇସା ପତ୍ର ସେ ଆମକୁ କିଛି ଦିଏ ନାହିଁ ନିଜେ ତାର ଖର୍ଚ୍ଚ କରେ । ଅଙ୍କଲ କେବେ ଖରାପ ନୁହନ୍ତି । ସେ ବାପା ଆମ ଠାରୁ ଅଧିକା ମୋ ଝିଅକୁ ଦେଖନ୍ତି । ମୋ ଝିଅ ଡ୍ୟାନ୍ସ କରିବାକୁ ଯାଏ । ଝିଅ କହିଥିଲା ମୋ ଇଚ୍ଛା ରେ ମୁଁ ଯାଉଛି । ନିଜ ଖର୍ଚ୍ଚ ନିଜେ ତୁଲେଇବା ପାଇଁ ସେ ଡ୍ୟାନ୍ସ କରୁଥିଲା । ସେ ଏମିଇଟ କରେ ଆମକୁ ବି କରେ ନାହିଁ । ଅଙ୍କଲ ଝିଅ ସହ ଯାଆନ୍ତି ମଧ୍ୟ ।

ଝିଅ କେଉଁଠି କଣ କରେ ଆମେ ସେଗୁଡାକ କିଛି ଜାଣିନୁ । ଆଣ୍ଟି ଅଙ୍କଲ କେବେ ଖରାପ ନୁହନ୍ତି କାରଣ ସେ ମୋର ସମ୍ପର୍କୀୟ । 30 ତାରିଖରେ ଝିଅ ଯାଇ ଅନିଲ ସହ ରହିଥିଲା । ସଞ୍ଜୟ ଙ୍କ ସହ ଶୁଭଲକ୍ଷ୍ମୀ ର ଝଗଡା ହେବା ପରେ ଦୁହେଁ ଅଲଗା ହୋଇ ଯାଇଥିଲେ । ତା ବାପା ସଠିକ ତାରିଖ ମାନେ ରଖି ନାହାନ୍ତି । ସେଥିପାଇଁ ଭୁଲରେ କହି ଦେଲେ 2 ତାରିଖରେ ଝିଅ ଅନିଲ ସହ ଯାଇଥିଲା ।

ଏବେ ଯାହା ବାହାରୁଛି ଆମେ ସବୁ ସତ ଜାଣିଛି ସଞ୍ଜୟ ଙ୍କ ବିଷୟରେ । ମୁଁ ଝିଅ କୁ କହିଥିଲି ସଞ୍ଜୟ ସହ ଝଗଡା ହେବା ପରେ ତାକୁ ଛାଡି ଦେ । ସଞ୍ଜୟ ଓ ଝିଅ ଉଭୟ କଥାବାର୍ତ୍ତା ହେଉ ନ ଥିଲେ” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *