ସ୍ତ୍ରୀ କଲେ ବଡ ଖୁଲାସା ! ମଦ ପିଇ ପିଇ ନଷ୍ଟ ହୋଇ ଯାଇଛି Humane Sagar ଙ୍କ ଖାଦ୍ୟ ନଳୀ, ସେ ସବୁବେଳେ…

ପୁରା ନଷ୍ଟ ହୋଇ ଯାଇଛି କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ଖାଦ୍ୟ ନଳୀ ମ-ଅଦ ପିଇ ପିଇ ତାଙ୍କ ଦେହ ଖରାପ ହେଇଗଲାଣି । ତାଙ୍କର କଲୋନୋସ୍କୋପି ମଧ୍ୟ କରା ଯାଇଛି । ଏ ହେଉଛି ହ୍ୟୁମାନଙ୍କ ପୂର୍ବ ଫଟୋ ଯେଉଁଥିରେ ସେ ବହୁତ ସୁସ୍ଥ ଶବଳ ଦେଖା ଯାଉଥିବାର ନଜର ଆସୁଛନ୍ତି । ଆଉ ଏ ହେଉଛି ହ୍ୟୁମାନଙ୍କ ଏବେ କାର ଫଟୋ ଯେଉଁଥିରେ ସେ ବହୁତ ଝଡି ଯାଇ ଛନ୍ତି । ଅସୁସ୍ଥ ଥିବା ଭଳି ମଧ୍ୟ ଦେଖା ଯାଉଛନ୍ତି ।

ଯାହାକୁ ନେଇ ଏବେ ଚର୍ଚ୍ଚା ହେବାକୁ ଲାଗୁଛି ଯେ, ହ୍ୟୁମାନଙ୍କ ଦେହ ବହୁତ ଅସୁସ୍ଥ ଅଛି । ତେବେ ହ୍ୟୁମାନ ମଧ୍ୟ ପୋଲିସଙ୍କ ପାଖରେ ଷ୍ଟେଟମେଣ୍ଟ ଦେଇ ଥିଲେ ଯେ, ତାଙ୍କର ଖାଦ୍ୟ ନଳୀ ନଷ୍ଟ ହୋଇ ଯାଇଥିବା ବେଳେ ଏବେ ତାଙ୍କର କୋଲୋନୋସ୍କୋପି କରା ଯାଉଛି । ଯେଉଁଥି ପାଇଁ ସେ ଏତେ ଝଡି ଯାଇ ଛନ୍ତି ବୋଲି କହିଛନ୍ତି । ଦର୍ଶକ ବନ୍ଧୁ ଏ କଥା ମଧ୍ୟ ଗଣମାଧ୍ୟମ ସାମ୍ନାରେ ଶ୍ରୀୟାଙ୍କ ସ୍ତ୍ରୀ କହିଛନ୍ତି ।

ହ୍ୟୁମାନ ସାଗର ପିଉ ଥିଲେ ଅତ୍ୟଧିକ ମ-ଅଦ ମନା କରୁ ଥିଲେ ମଧ୍ୟ ସେ ଶୁଣୁ ନଥିଲେ । ଅଧିକ ମନା କରିଲେ ହ୍ୟୁମାନ ମାରୁ ଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଶ୍ରୀୟା ମିଶ୍ର । ତେବେ ଅଧିକ ମନ ପିଇବା କାରଣରୁ ଏମିତି ସବୁ ତାଙ୍କ ସହ ହୋଇଛି ବୋଲି ଶ୍ରୀୟା କହିଛନ୍ତି । ଏହା ସହ ତାଙ୍କର ଏବେକାର ଫଟୋରୁ ମଧ୍ୟ ସବୁ କିଛି ସଫା ସଫା ଜଣା ପଡି ଯାଉଛି ।

ତେବେ ପାଞ୍ଚ ମାସ ହେବ ସେ ହ୍ୟୁମାନଙ୍କ ଠାରୁ ଦୂରେଇ ରହୁଛନ୍ତି ଯେଉଁଥି ପାଇଁ ଏବେ ତାଙ୍କ ଦେହ କେମିତି ରହିଛି ସେ ଜାଣି ନାହାନ୍ତି । ଯେତେବେଳେ ସେ ହ୍ୟୁମାନଙ୍କ ପାଖରେ ଥିଲେ ସେତେବେଳେ ସେ ହ୍ୟୁମାନଙ୍କର ସବୁ ଯତ୍ନ ନେଉ ଥିଲେ । ହେଲେ ଏବେ ତାଙ୍କର ଦେହ କେମିତି ଅଛି ଶ୍ରୀୟା ଜାଣି ନାହାନ୍ତି ବୋଲି କହି ଛନ୍ତି । ଏମିତି ସବୁ ଗୁମର ସେତେବେଳେ ସାମ୍ନାକୁ ଆସି ଥିଲା ଯେତେବେଳେ ଶ୍ରୀୟା ଅଭିଯୋଗ କରି ଥିଲେ କି ତାଙ୍କୁ ହ୍ୟୁମାନ ମାନସିକ ଏବଂ ଶାରୀରିକ ନି-ଇର୍ଯା-ତ-ଅନା ଦେଉ ଛନ୍ତି ।

ଏହାକୁ ନେଇ ସେ କଟକ ଡିସିପିଙ୍କ ପାଖରେ ଅଭିଯୋଗ କରି ଥିଲେ । ଆଉ ବର୍ତ୍ତମାନ ଏହି ମାମଲାର ତଦନ୍ତ ଚାଲିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *