ସବୁଠୁ ଅଧିକ ମୋଟି ଅଟନ୍ତି South ସିନେମା ର ଏହି 3 ଜଣ ହିରୋଇନ, ତଥାପି ପୁରା ଦୁନିଆ ଏମାନଙ୍କ ପାଇଁ ଦିବାନା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ଦେଶ ବିଦେଶ ରେ ନିଜର ଧମାଲ ମଚାଇବାରେ ଲାଗିଛି । ବଲିଉଡ ଇଣ୍ଡଷ୍ଟ୍ରୀ ଭଳି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟତା ପୂର୍ବ ଅପେକ୍ଷା ଅଧିକ ହେବାରେ ଲାଗିଛି । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ମଧ୍ୟ ବର୍ତ୍ତମାନ ଚର୍ଚ୍ଚା ରେ ଅଛନ୍ତି । ଏହି ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ରେ ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସବୁଠାରୁ ଅଧିକ ଓଜନ ଥିବା ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ଅନୁଷ୍କା ସେଟ୍ଟୀ- ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ।

ଏହି ଅଭିନେତ୍ରୀ ଦେଖିବାକୁ ବହୁତ ସୁନ୍ଦର ଏବଂ ହଟ୍ ଅଟନ୍ତି । ଅନୁସ୍କା ଙ୍କ ଅଭିନୟ କୁ ଦର୍ଶକ ମାନେ ମଧ୍ୟ ଖୁବ ପସନ୍ଦ କରନ୍ତି । ଏହି ଅଭିନେତ୍ରୀ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅନେକ ସୁପରଷ୍ଟାର ଙ୍କ ସହିତ କାମ କରିଛନ୍ତି । ବାହୁବଲି ଭଳି ହିଟ୍ ଫିଲ୍ମ ରେ ଏହି ଅଭିନେତ୍ରୀ ଙ୍କୁ ଦେଖିବାକୁ ମିଳିଛି ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଙ୍କ ନାମ ଲିଷ୍ଟ ର ପ୍ରଥମ ସ୍ଥାନରେ ରହିଛି ଏବଂ ସେ ସବୁଠାରୁ ଅଧିକ ଚାର୍ଜ ମଧ୍ୟ କରନ୍ତି ଗୋଟିଏ ଫିଲ୍ମ ରେ ଅଭିନୟ କରିବା ପାଇଁ । ଏହା ସହିତ ଅନୁଷ୍କା ଙ୍କ ନାମ ଅଧିକ ଓଜନ ଥିବା ଅଭିନେତ୍ରୀ ଙ୍କ ଲିଷ୍ଟ ରେ ସାମିଲ ରହିଛି । ତାଙ୍କର ଓଜନ ୬୩ କେଜି ଅଟେ । ଏହାପରେ ମଧ୍ୟ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସବୁଠାରୁ ସୁନ୍ଦର ଓ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ଯିଏ ନିଜ ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି ।

୨. ନମିତା- ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ନମିତା । ଏହି ଅଭିନେତ୍ରୀ ମଧ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ତାଙ୍କ ଦ୍ୱାରା ଅଭିନୀତ ଫିଲ୍ମ ଗୁଡ଼ିକ ମଧ୍ୟରୁ ‘ଜଗମୋହିନୀ’ ଏବଂ ‘ବିଲ୍ଲା’ ଅନ୍ୟତମ । ବର୍ତ୍ତମାନ ର ଜିରୋ ଫିଗର ରଖୁଥିବା ଅଭିନେତ୍ରୀ ଙ୍କ ଚାହିଦା ସମୟ ରେ ନମିତା ନିଜର ହେଭି ଫିଗର ସତ୍ତ୍ୱେ ଇଣ୍ଡଷ୍ଟ୍ରୀ ର ନିଜର ସ୍ଥାନ ବଜାୟ ରଖିଛନ୍ତି । ଏହି ଅଭିନେତ୍ରୀ ଙ୍କ ଓଜନ ୬୬ କେଜି ଅଟେ । ଯାହା ଜଣେ ଅଭିନେତ୍ରୀ ଙ୍କ ଦୃଷ୍ଟି ରେ ଦେଖିଲେ ବହୁତ ଅଧିକ ଅଟେ ।

୩. ହଂସୀକା ମୋଟ୍ୱାନି- ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ହଂସୀକା ମୋଟ୍ୱାନି । ଏହି ଅଭିନେତ୍ରୀ ନିଜ କ୍ୟାରିଅର ର ଆରମ୍ଭ ଚାଇଲ୍ଡ ଆର୍ଟିଷ୍ଟ ଭାବରେ ‘ସାକା ଲାକା ବୁମ ବୁମ’ ସୋ ମାଧ୍ୟମରେ କରିଥିଲେ । ତାଙ୍କୁ ଫିଲ୍ମ ‘କୋଇ ମିଲ ଗୟା’ ରେ ମଧ୍ୟ ଦେଖିବାକୁ ମିଳିଥିଲା ।

ଅଭିନେତ୍ରୀ ସ୍ୱରୂପ ସେ ଅଲ୍ଲୁ ଅର୍ଜୁନ ସହିତ ତାମିଲ ଫିଲ୍ମ ‘ଦେମାମୂର୍ଦୁରୁ’ ରେ ଡେବ୍ୟୁଟ କରିଥିଲେ । ତାଙ୍କୁ ଫିଲ୍ମ ଫେୟାର ବେଷ୍ଟ ଆକ୍ଟରେସ ଭାବରେ ମଧ୍ୟ ବଛା ଯାଇଥିଲା । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ଅଭିନେତ୍ରୀ ଙ୍କ ଓଜନ ୬୫ କେଜି ହେବା ସତ୍ତ୍ୱେ ସେ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ତାକୁ ବଜାୟ ରଖିଛନ୍ତି ।

Leave a Reply

Your email address will not be published. Required fields are marked *