Ajay Devgan ଙ୍କ ସମେତ Bollywood ଓ South ର ଏହି ଅଭିନେତା ମାନଙ୍କ ମଧ୍ୟରେ ଅଛି ଶ୍ଵଶୁର-ଜ୍ଵାଇଁ ସମ୍ପର୍କ

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ହେଉ କିମ୍ବା ସାଉଥ ଇଣ୍ଡଷ୍ଟ୍ରିରେ ଅଭିନେତା ମାନେ ଯେତିକି ସୁନ୍ଦର ଅଭିନୟ କରନ୍ତି ସେମାନଙ୍କର ଅଭିନୟ କରିବାର ଶୈଳୀ ସାନଦାର ହୋଇଥାଏ । ତେବେ ଅଭିନେତା ମାନେ ଫିଲ୍ମ ଦୁନିଆରେ ଭଲ ସ୍ଵାମୀ, ପୁଅ ଓ ଭାଇ ଚରିତ୍ରରେ ଯେତିକି ଜବରଦସ୍ତ ଅଭିନୟ କରିଥାନ୍ତି । ଠିକ ସେହି ପରି ରିୟଲ ଲାଇଫରେ ମଧ୍ୟ ସେମାନେ ନିଜ ଶଶୁରଙ୍କ ସହ ବେଶ ଭଲ ଭାବେ ସମ୍ପର୍କ ରଖିଥାନ୍ତି ।

ଆଜିର ଆମ ଏହି ଲେଖାରେ ଏମିତି କିଛି ଅଭିନେତା ଅଛନ୍ତି ଯେଉଁ ମାନେ ରିୟଲ ଲାଇଫରେ ନିଜ ଶଶୁରଙ୍କ ସହ ଭଲ ବଣ୍ଡିଙ୍ଗ ରଖିବା ସହ ତାଙ୍କୁ ସମାନ ମଧ୍ୟ ଦେଇଥାନ୍ତି । ୧- ପ୍ରଥମ ରେ ହେଉଛନ୍ତି ରଣବିର କପୂର। ତେବେ ରଣବିର ଙ୍କୁ କିଏ ନ ଜାଣେ ସେ ବଲିଉଡ଼ ରେ ଅନେକ ହିଟ ସିନେମା ରେ କାମ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି। ତେବେ ରଣବିର ଏପର୍ଯ୍ୟନ୍ତ ବାହା ହୋଇ ନାହାନ୍ତି କିନ୍ତୁ ଆଗାମୀ ଦିନରେ ସେ ଆଲିଆ ଭଟ ଙ୍କୁ ବିବାହ କରିବାକୁ ଯାଉଛନ୍ତି ଯାହା ଦ୍ୱାରା ସେ ମହେଶ ଭଟ ଙ୍କ ଜ୍ୱାଇଁ ହେଲେ।

୨- ଦ୍ଵିତୀୟ ରେ ହେଉଛନ୍ତି ସେଫ ଅଲ୍ଲୀ ଖାନ ।  ତେବେ ବଲିଉଡର ବେବୋ ଗାର୍ଲ ଅଭିନେତ୍ରୀ କରିନା କପୁରଙ୍କ ସହ ଅଭିନେତା ସେଫ ଅଲ୍ଲୀ ଖାନ ବିବାହ କରିଛନ୍ତି । କରିନା ପିତା ରଣଧୀର କପୁର ସେଫଙ୍କର ସମ୍ପର୍କରେ ଶଶୁର ହେବେ । ସେଫ ଓ ରଣଧୀରଙ୍କ ମଧ୍ୟରେ ବେଶ ଭଲ ବଣ୍ଡିଙ୍ଗ ରହିବା ସହ ଦୁହିଙ୍କ ମଧ୍ୟରେ ଭଲ ବୁଝାମଣା ମଧ୍ୟ ଦେଖାଯାଏ ।

୩- ତୃତୀୟ ରେ ହେଉଛନ୍ତି ଅଜୟ ଦେବଗନ। ତେବେ ବଲିଉଡ ର ସିଙ୍ଘମ ଭାବରେ ସେ ବେଶ ଭଲ ଭାବରେ ପରିଚିତ। ତେବେ ସେ ଅନେକ ହିଟ ଏବଂ ଆକ୍ସନ ଫିଲ୍ମ ପ୍ରଦାନ କରିଛନ୍ତି ଏବଂ ସେ ଲୋକଙ୍କ ପ୍ରିୟ ମଧ୍ୟ ହୋଇ ପାରିଛନ୍ତି। ତେବେ ସେ ଅଭିନେତ୍ରୀ କାଜଲ ଙ୍କୁ ବିବାହ କରିଛନ୍ତି ଯାହା ଦ୍ୱାରା କାଜଲ ଙ୍କ ବାପା ସୋମୁ ମୁଖାର୍ଜୀ ଅଜୟ ଙ୍କ ଶଶୁର ତେବେ ଦୁହିଁଙ୍କ ଭିତରେ ବହୁତ ଭଲ ସଂପର୍କ ମଧ୍ୟ।

୪- ଚତୁର୍ଥ ରେ ହେଉଛନ୍ତି ରଜନୀ କାନ୍ତ। ତେବେ ଦକ୍ଷିଣ ଚଳଚିତ୍ର ଜଗତର ସୁପରଷ୍ଟାର ଭାବରେ ରଜନୀକାନ୍ତ ବେଶ ପରିଚିତ। ତେବେ ତାଙ୍କର ଦୁଇ ଟି ଝିଅ ସୌନ୍ଦର୍ଯ୍ୟ ଏବଂ ଐଶ୍ୱର୍ଯ୍ୟ ଅଛନ୍ତି, ଯେଉଁଥିରୁ ବଡ଼ ଝିଅ ଶିଳ୍ପପତି ଅଶ୍ୱିନ୍ ରାମକୁମାରଙ୍କୁ ବିବାହ କରିଥିବା ବେଳେ ଅନ୍ୟ ଝିଅ ଅଭିନେତା ଧନୁଷଙ୍କୁ ବିବାହ କରିଛନ୍ତି। ତେବେ ଏମାନଙ୍କ ଭିତରେ ବହୁତ ଭଲ ସଂପର୍କ ମଧ୍ୟ ରହିଛି।

୫- ପଞ୍ଚମ ରେ ହେଉଛନ୍ତି ପ୍ରକାଶ ରାଜ ।  ତେବେ ସାଉଥ ଫିଲ୍ମ ରେ ବହୁତ ଅଭିନୟ କରିସାରିଛନ୍ତି ସେ ତାଙ୍କ ଡ଼ାଇଲଗ ଓ ଆକଟିଂ ଜରିଆରେ ବହୁତ ଜଣଙ୍କ ହୃଦୟରେ ରାଜ କରିଛନ୍ତି ।ତାଂକର ଝିଅ ହେଉଛନ୍ତି ମେଘନା ରାଜ ଓ ପୂଜା ରାଜ । ମେଘନା ରାଜ ତେଲୁଗୁ, ତାମିଲ, ଓ କନଡ଼ ଫିଲ୍ମରେ ଅଭିନୟ କରନ୍ତି ।

ସେ ଚିରଞ୍ଜିବୀଙ୍କ ସହ ୨୦୧୮ ମସିହାରେ ବିବାହ କରିଥିଲେ। ତେବେ କିନ୍ତୁ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।  ତେବେ କୁହାଯାଏ ପ୍ରକାଶ ରାଜ ଏବଂ ତାଙ୍କ ଜ୍ୱାଇଁ ଙ୍କ ସହ ବହୁତ ଭଲ ସଂପର୍କ ଥିଲା । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *