Vastu Shastra- ମରିଗଲେ ବି ସୋମବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 5 ଟି କାମ, କ୍ରୋଧିତ ହୁଅନ୍ତି ଭୋଲେନାଥ !

ବନ୍ଧୁଗଣ ସୋମବାର ହେଉଛି ଭଗବାନ ଶିବଙ୍କର ବାର । ଭାରତରେ ଭଗବାନ ଶିବଙ୍କର ଅଧିକାଂଶ ଭକ୍ତ ଅଛନ୍ତି । ପ୍ରତ୍ୟକ ସୋମବାର ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ମନ୍ଦିରରେ ଭକ୍ତ ମାନଙ୍କର ଭିଡ ଲାଗି ରହିଥାଏ । ସୋମବାର ସକାଳେ ଭକ୍ତମାନେ ସ୍ନାନ କରି ଶିବ ମନ୍ଦିରକୁ ଯାନ୍ତି ଓ ଜଳ ଅର୍ପଣ କରି ନିଜ ମନସ୍କାମନା ମାଗି ଥାନ୍ତି । ହେଲେ ବନ୍ଧୁଗଣ ସୋମବାର ଦିନ କିଛି କାମ ଭୁଲ ସେ ମଧ୍ୟ କରିବା ଉଚିତ ନୁହେଁ ।

ବନ୍ଧୁଗଣ ଏହି ସବୁ ଭୁଲ କାମ କରିବା ଦ୍ଵାରା ଭଗବାନ ଶିବ କ୍ରୋଧ କରିଥାନ୍ତି ଯାହାର ପରିଣାମ ବ୍ୟକ୍ତିକୁ ଭୋଗିବା ପାଇଁ ପଡିଥାଏ । ୧. ସାଧାରଣତଃ ସୋମବାର ଦିନ ଅନେକ ଲୋକ ବ୍ରତ ବା ଉପବାସ କରିଥାନ୍ତି । ଉପବାସ କରିବା ବେଳେ ଆପଣ ମାନଙ୍କୁ ସଂପୂର୍ଣ୍ଣ ଦିନରେ ଅର୍ଣ୍ଣର ସେବନ କରିବା ଉଚିତ ନୁହେଁ ଆପଣ ମାନେ ଫଳ ଖାଇ ପାରିବେ । ଏହା ସହିତ ଆପଣ ମାନେ ଭୁଲ ସେ ମଧ୍ୟ ଲୁଣର ସେବନ କରିବେ ନାହିଁ । ଯଦି ଆପଣ ଲୁଣର ସେବନ କରିବେ ତା ହେଲେ ଆପଣଙ୍କ ଉପବାସର କୌଣସି ମୂଲ୍ୟ ରହିବ ନାହିଁ ।

୨. ବନ୍ଧୁଗଣ ସୋମବାର ଦିନ ସ୍ଵାମୀ ଓ ସ୍ତ୍ରୀ ଯଦି ବ୍ରତ ରଖିଛନ୍ତି ତା ହେଲେ ଭୁଲ ସେ ମଧ୍ୟ ସମ୍ବନ୍ଧ ରଖିବେ ନାହିଁ । ସମସ୍ତ ଉପବାସରେ ବ୍ରମ୍ହାଚାର୍ଜ୍ୟର ପାଳନ କରିବା ଉଚିତ । ଯଦି ଆପଣ ସୋମବାର ଦିନ ସମ୍ବନ୍ଧ ରଖିବେ ତା ହେଲେ ଆପଣଙ୍କ ଉପବାସ ଫେଲ ହେଇଯିବ ଏହା ସହିତ ଆପଣଙ୍କୁ ଭଗବାନ ଶିବଙ୍କ ପ୍ରକୋପ ସହିବାକୁ ପଡିବ । ତେଣୁ ବନ୍ଧୁଗଣ ଏଭଳି ଭୁଲ କେବେବି କରିବେ ନାହିଁ ।

୩.ବନ୍ଧୁଗଣ ସୋମବାର ଦିନ ଭୁଲ ସେ ମଧ୍ୟ ବଡ ଲୋକଙ୍କର ଅପମାନ କରିବେ ନାହିଁ । ଘରେ ଥିବା ବଡ ଭାଇ ଭଉଣୀ ଓ ଅନ୍ୟ ବଡ ସଦସ୍ୟ ମାନଙ୍କର ସମ୍ମାନ ସବୁବେଳେ କରିବା ଉଚିତ । ଖାସ କରି ସୋମବାର ଦିନ ଭୁଲ ସେ ମଧ୍ୟ ବଡ ଲୋକଙ୍କ ଅପମାନ କରିବା ଉଚିତ ନୁହେଁ । ଯଦି କେହି ଏଭଳି ଭୁଲ କରନ୍ତି ତା ହେଲେ ତାଙ୍କୁ ଭଗବାନ ଶିବଙ୍କର କୋପ ସହିବାକୁ ପଡିବ ।

୪. ବନ୍ଧୁଗଣ ସୋମବାର ଦିନ କୌଣସି ପ୍ରକାର ହିଂସା ବିବାଦରେ ଆପଣ ପଡନ୍ତୁ ନାହିଁ । ଯଦି ଆପଣ ସୋମବାର ଦିନ ବ୍ରତ କରୁଛନ୍ତି ତା ହେଲେ କୌଣସି ଝଡଗା ବା ବିବାଦ ଭିତରେ ପସନ୍ତୁ ନାହିଁ । ଏହା ସହିତ ଆପଣ କୌଣସି ପ୍ରାଣୀକୁ କଷ୍ଟ ଦିଅନ୍ତୁ ନାହିଁ । ଯଦି ଆପଣ ଏଭଳି ଭୁଲ କରିବେ ତା ହେଲେ ଆପଣଙ୍କୁ ଭଗବାନ ଶିବଙ୍କର ପ୍ରକୋପ ସହିବାକୁ ପଡିବ । ତେବେ ସୋମବାର ଦିନ ଏହି ସବୁ କାମ ଗୁଡିକୁ ଭୁଲ ସେ ମଧ୍ୟ କରନ୍ତୁ ନାହିଁ ଓ ଅନ୍ୟ ମାନଙ୍କୁ ଏହି ସୂଚନା ବିଷୟରେ ନିଶ୍ଚୟ ଜଣାନ୍ତୁ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *