ପୀଡ଼ିତା ମହିଳା କହିଲେ ନିଜ ଦୁଃଖ, “ଦୁଇ ଦିଅର ମୋ ସହିତ ରଖନ୍ତି ଶାରୀରିକ ସମ୍ବନ୍ଧ, ସ୍ଵାମୀ-ଶଶୁର କରନ୍ତି ସପୋର୍ଟ”

ନମସ୍କାର ବନ୍ଧୁଗଣ ତେବେ ଭାରତରେ ଆମ ମାନେ ଭାଉଜକୁ ମା ପରି ଦେଖିଥାଉ । ଭାଉଜ ଓ ଦିଅରର ସମ୍ପର୍କ ମା ପୁଅ କିମ୍ବା ଭାଇ ଭଉଣୀର ସମ୍ପର୍କ ସହ ସମାନ ହୋଇଥାଏ । ଗୋଟେ ଦିଅର ସବୁବେଳେ ନିଜ ଭାଉଜକୁ ଇଜ୍ଜତ କରିବା ଉଚିତ । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଦୁଇଟି ପାପି ଦିଅର ବିଷୟରେ କହିବୁ ଯିଏ ନିଜ ଭାଉଜଙ୍କୁ ଇଜ୍ଜତ ଦେବା ଜାଗାରେ ଇଜ୍ଜତ ନେଇ ଯାଇଛନ୍ତି । ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ସେହି କାମରେ ମହିଳାଙ୍କ ସ୍ଵାମୀ ଓ ଶଶୁର ସପୋର୍ଟ ଦେଇଥିଲେ ।

ଯେତେବେଳେ ଏହି କଥା ବିଷୟରେ ମହିଳାର ସ୍ଵାମୀଙ୍କ ମାମୁ ଜାଣିଲେ ସେତେବେଳେ ସେ ନିଜ ଖରାପ ଉଦେଶ୍ୟ ନେଇ ମହିଳାଙ୍କ ପାଖକୁ ଆସିଥିଲେ। ତେବେ ସେହି ସମୟରେ ମହିଳା ଜଣକ ଯାହା କରିଲେ ତାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ମାମଲା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ।

ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ଏହି ମାମଲାଟି ହରିୟଣାର ଅମ୍ବାଲାର ଏକ ଛୋଟ ଗାଁରୁ ଆସିଛି । ପୀଡିତା ମହିଳାଙ୍କର ବିବାହ ୧୦ ମାସ ପୂର୍ବରୁ ହୋଇଥିଲା । ବିବାହ ପରେ ମହିଳାଙ୍କ ସ୍ଵାମୀ ତାକୁ ଅପ୍ରାକୃତିକ ସମ୍ବନ୍ଧ ବନେଇବା ପାଇଁ ବା-ଧ୍ୟ କରୁଥିଲା । ଏହି ଦୁଷ୍କର୍ମ ପାଇଁ ବ୍ୟକ୍ତିଙ୍କ ଦୁଇ ଭାଇ ମଞ୍ଜିତ ଓ ଯଶବିନ୍ଦର ସାମିଲ ହୋଇଥିଲେ। ଏହି ଦୁଇଜଣ ନିଜ ଭାଉଜ ସହ ଅପ୍ରାକୃତିକ ଦୁଷ୍କର୍ମ କରିବାକୁ ଲାଗିଲେ।

ମହିଳା ଜଣକ ଏହି ସବୁ ଦୁଷ୍କର୍ମ ଉପରେ ବହୁତ ବିରୋଧ କରିଥିଲା ହେଲେ କିଛି ଫାଇଦା ହେଲା ନାହିଁ । ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଦିଅର ମାନଙ୍କ ଏହି ଦୁଷ୍କର୍ମ ରେ ମହିଳାଙ୍କ ସ୍ଵାମୀ ଓ ତାର ଶଶୁର ସପୋର୍ଟ ଦେଉଥିଲେ । ସ୍ଵାମୀ ଓ ଶଶୁର ଦୁଷ୍କର୍ମ ବିଷୟରେ ସବୁ କଥା ଜାଣି ଚୁପ ରହୁଥିଲେ । କିଛି ଦିନ ପରେ ମହିଳାର ସ୍ଵାମୀର ମାମୁଙ୍କୁ ଏହି କଥା ବିଷୟରେ ଜଣା ପଡିଥିଲା ।

ବ୍ୟକ୍ତିଙ୍କ ମାମୁ ଏହି ଖରାପ କାମକୁ ରୋକିବା ଜାଗାରେ ନିଜ ଖରାପ ଉଦେଶ୍ୟ ନେଇ ମହିଳାଙ୍କ ପାଖକୁ ଆସି ଯାଇଥିଲେ ଓ ମହିଳାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲେ । ମହିଳା ଜଣକ ବିରକ୍ତ ହୋଇ ନିଜ ପରିଜନ ମାନଙ୍କୁ ଏହି ସବୁ ଘଟଣା ବିଷୟରେ କହିଥିଲେ। ତେବେ ପୀଡିତଙ୍କ ମୁତାବକ ତାର ପରିବାର ଲୋକ ଏହି ମାମଲାକୁ ନେଇ ପୋଲିସରେ ଅଭିଯୋଗ କରିଥିଲେ ହେଲେ ପୋଲିସ ତରଫରୁ ତାଙ୍କୁ କୌଣସି ସାହାର୍ଯ୍ୟ ମିଳି ନଥିଲା ।


ଏହା ପରେ ମହିଳାଙ୍କ ପରିବାର ଲୋକ ଏହି ମାମଲାକୁ ଇଣ୍ଟର ନାସନାଲ ମାନବଧୀକାର ଆୟୋଗରେ ନେଇ ଯାଇଥିଲେ । ସେଠାରେ ସେ ଚିଫ ବିକାଶ ବଂଶଲଙ୍କୁ ଏହି ମାମଲା ବିଷୟରେ କହି ସାହାର୍ଯ୍ୟ ମାଗିଥିଲେ । ଯାହାଫଳରେ ବଂଶଲ ପୀଡ଼ିତା ମହିଳାଙ୍କୁ ଆଶ୍ଵାସନା ଦେଇଥିଲେ । ତେବେ ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି ଓ ଅନ୍ୟ ପକ୍ଷରେ ମହିଳା ଜଣକ ଡିପ୍ରେସନରେ ଆସି ଯାଇଛନ୍ତି । ଗାଁ ଲୋକ ମାନେ ଏହି ମାମଲା ବିଷୟରେ ଜାଣି ବିଶ୍ଵାସ କରୁ ନାହାନ୍ତି।

Leave a Reply

Your email address will not be published.