ମୁଖ୍ୟମନ୍ତ୍ରୀ Naveen Pattnaik ଙ୍କ ଭିଡିଓ ଭାଇରାଲ ହେବା ନବୀନଙ୍କୁ ତାତ୍ସଲ୍ୟ କରି କିଛି ଏମିତି କହିଲେ Sura Routray, ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ସମସ୍ତେ ସୁର ରାଉତରାୟ ଙ୍କ ବିଷୟରେ ଜାଣିଛନ୍ତି । ତାଙ୍କର କଥାବାର୍ତ୍ତା ର ଶୈଳୀ ନିମନ୍ତେ ସେ ବହୁ ଜାଗାରେ ଚର୍ଚ୍ଚିତ ଅଟନ୍ତି । କଥା କହିଲା ବେଳକୁ ତାଙ୍କୁ ଯେଉଁଟା ଠିକ ଲାଗେ ସେ କହି ଚାଲନ୍ତି । ସୁର ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ନେଇ କିଛି ଏଭଳି କଥା କହିଛନ୍ତି, ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସେ କହିଛନ୍ତି ଯେ, “ଲୁଙ୍ଗୀ ପିନ୍ଧି ଭିଡିଓ, ଗଞ୍ଜି ପିନ୍ଧି ଭିଡିଓ ମୋ ବୋପାଲ” !

ସୁର କହିଛନ୍ତି ଯେ ଆମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକ୍ଟିଭ ରୁହନ୍ତୁ । ଜଗନ୍ନାଥ, ଆଲ୍ଲା, ଯୀଶୁ ତାଙ୍କୁ ଶକ୍ତି ଦିଅନ୍ତୁ । ମାତ୍ର ସେ ଅଭିନୟ ନ କରନ୍ତୁ । କାଲି ଗୋଟାଏ କେଉଁଠାରେ ଛିଡା ହୋଇ ଦେଖାଇ ଦେଇଛନ୍ତି ଏକ ଭିଡିଓ । ମହତାବ ଙ୍କ ଶ୍ରାଦ୍ଧ ଗୋଟିଏ ଭିଡିଓ । କେଉଁଠାରେ ନାଚୁଛନ୍ତି ତାକୁ ନେଇ ଏକ ଭିଡିଓ । କେଉଁଠି ହାପପ୍ୟାଣ୍ଟ ପିନ୍ଧିଛନ୍ତି ଭିଡିଓ । କେଉଁଠାରେ ବାରବାଲ ଟେକିଛନ୍ତି ଭିଡିଓ ।

କେଉଁଠି ସାଇକିଲିଙ୍ଗ କରୁଛନ୍ତି ଭିଡିଓ । ୟା ମାନେ ମୁଁ ଆକ୍ଟିଭ ଅଛି ତଥା ମୁଁ ସାଇକେଲ ଚଲାଉଛି ଜନ ସାଧାରଣ ଜାଣ । ଓଡିଶା ବାସୀ ଙ୍କ ପାଇଁ ତାଙ୍କ ହୃଦୟ ଫାଟି ଯାଉଛି । କାଲି ସେ କହିଛନ୍ତି ଓଡିଶା ବାସୀ ଙ୍କର ମଙ୍ଗଳ ହେଉ । ସୁର କହିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କୁ ଯେ ତୁମ ନିଜର କେମିତି ମଙ୍ଗଳ ହେବ ଆଗେ ତାହା ଦେଖ । ନିଜେ କେମିତି ଭଲ ରହିବ ଦେଖ, ନିଜ ସ୍ୱାସ୍ଥ୍ୟ କେମିତି ଭଲ ହେବ ଦେଖ ।

ମାତ୍ର ଏହା କେବଳ ଭୋଟ ପାଇଁ ଏହି ଆକଟିଂ । ନ ହେଲେ ସବୁବେଳେ ଭିଡିଓ ? ମୁଖ୍ୟମନ୍ତ୍ରୀ କେଉଁଠି ଛିଡା ହେଇଛନ୍ତି ଭିଡିଓ, ଜଗନ୍ନାଥ ଙ୍କୁ ଦୂରରୁ ମୁଣ୍ଡିଆ ମାରୁଛନ୍ତି ତାହାର ଏକ ଭିଡିଓ । ମାତ୍ର ଆଜି ଆସି ପାରିଲେନି ଦୂରରେ ଥାଇ ଭିଡିଓ । ମାତ୍ର ଖାଲି ନିବାଚନ ଆସିଲେ ତାଙ୍କର ଭିଡିଓ ପ୍ରଚାର ଜୋର ସେ ହୁଏ ।

ମାତ୍ର ସେ ବିଧାନ ସଭା ଆସି ପାରୁ ନାହାଁନ୍ତି । ଏଇଠୁ ଏତେକ ବାଟ ଆସି ପାରିଲେନି, ଲୋକ ଏହାର ଜବାବ ଦେବେ, ପଞ୍ଚାୟତ ଦେବେ । ମୁନସିପାଲଟି ରେ ଆଉ ୨୦୨୪ ରେ MLA ଏମ ପି ରେ । ତେବେ ଏହିଭଳି ନିଜ ମନ୍ତବ୍ୟ ରଖିଛନ୍ତି ସୁର ରାଉତରାୟ । ବନ୍ଧୁଗଣ ଏ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *