ସିଜରିୟନର ସତ ! ସିଜରିୟନ ଡେଲିଭରି କଣ ? କେଉଁ ପରିସ୍ଥିତିରେ ଏହାକୁ କରାଯାଏ ? କାହିଁକି ଦିନକୁ ଦିନ ବଢି ଚାଲିଛି ସିଜରିୟନ ଡେଲିଭରି ?

ବନ୍ଧୁଗଣ ମାଆ ଗର୍ଭରୁ ଶିଶୁର ଜନ୍ମ ହେଉଛି ପ୍ରକୃତିର ଏକ ବଡ ଚମତ୍କାର । ହେଲେ ଆଜିକାଲି ଏହି ଚମତ୍କାର ବହୁତ କମ ଦେଖିବାକୁ ମିଳୁଛି । ଭାରତରେ 5 ରୁ 1 ଡେଲିଭରି ସିଜରିନରେ ହେଉଛି । ଅନ୍ୟ ଦେଶ ମାନଙ୍କର ଅବସ୍ଥା ତ ଆହୁରି ଶୋଚନୀୟ । ଏହାର କାରଣ ହେଉଛି ଠିକ ସମୟରେ ଛୁଆ ନାଭି ଶିର ନିଜ ବେକରେ ଫସେଇ ଦିଏ ନଚେତ ନିଜ ଶରୀର ଓଲଟାଇ ଦିଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସିଜରିଆନ ଡେଲିଭରି ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ସାଧାରଣତଃ ସିନେମାରେ ଆପଣ ମାନେ ଦେଖିଥିବେ ଗର୍ଭବତୀ ମହିଳା ମାନଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଯାଇଥାନ୍ତି । ଯଦି ଟିକେ ବି ଡେରି ହୁଏ ତା ହେଲେ ରାସ୍ତା ମଝିରେ ଛୁଆ ଡେଲିଭରି ହେଇଯାଏ ।

ହେଲେ ବନ୍ଧୁଗଣ ବାସ୍ତବ ଜୀବନରେ ଡେଲିଭରି କାମ ବହୁତ ଲମ୍ବା ପ୍ରୋସେସ ଅଟେ । ଲେବର ପେନ୍ ଆରମ୍ଭ ହେବା ଠାରୁ ଛୁଆ ଡେଲିଭରି ମଧ୍ୟରେ ବହୁତ କିଛି ପ୍ରୋସେସ ଥାଏ । ଯଦି ଛୁଆ ଡେଲିଭରି ସିଜରିନ ଦ୍ଵାରା ହୁଏ ତା ହେଲେ କଥା କିଛି ଅଲଗା ଥାଏ । ବନ୍ଧୁଗଣ ସିଜରିନ ବା C ସେକ୍ସନ ପୂର୍ବରୁ ପୁରା ପେଟକୁ ଡିସଇନଫେକ୍ଟ କରାଯାଏ । ଅପରେସନ କରାଯାଉଥିବା ଜାଗାକୁ ଡିସଇନଫେକ୍ଟ କପଡା ପକାଯାଇଥାଏ ।

ଏହା ପରେ ଶରୀରରେ ଆନେସ୍ଥେସିଆର ପ୍ରଭାବ ପଡିଲା ନା ନାହିଁ ଚେକ୍ କରାଯାଏ । ଯଦି ମହିଳା କୌଣସି ପ୍ରତିକ୍ରିୟା ଦେବ ନାହିଁ ତା ହେଲେ ଅପରେସନ ଆରମ୍ଭ କରାଯାଇ ପାରିବ । ମହିଳା ହୋସରେ ଅଛି ବାସ ଆନେସ୍ଥେସିଆ ଦେବା କାରଣରୁ ସେ କୌଣସି ପ୍ରତିକ୍ରିୟା ଦେଇ ନଥାଏ । ଏହା ପରେ ଅପରେସନ ଆରମ୍ଭ କରାଯାଏ ଆଉ ମାତ୍ର କିଛି ମିନିଟ ପରେ ଛୁଆକୁ ପେଟରୁ ବାହାର କରାଯାଏ  ।

ବନ୍ଧୁଗଣ C ସେକ୍ସନ ବହୁତ ଶୀଘ୍ର ହେଇଯାଏ ହେଲେ ଏହାର ଅର୍ଥ ନୁହେଁ କି ଏହା ଅତି ଛୋଟ ଅପରେସନ ଅଟେ । ଯେତେ ଶୀଘ୍ର ଛୁଆକୁ ବାହାର କରାଯାଏ ସେତେ ଶୀଘ୍ର ଟାଙ୍କା ବି ଲଗାଯାଏ କାରଣ ରକ୍ତ ଯେମିତି ଅଧିକ ନ ବାହାରେ । ଏହା ପରେ ଛୁଆକୁ ଏକ ନରମ ଟାଉବେଲରେ ସଫା କରାଯାଏ । ତେବେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *