ବନ୍ଧୁଗଣ ଆପଣ ମାନେ ଆମ ଓଡିଆ କଳାକାର ମାନଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କର ହୃଦୟ ଜିଣିବାରେ ସଫଳ ହୋଇ ପାରିଛନ୍ତି । ବିଶେଷ କରି ଆମ ଓଡିଆ ହିରୋଇନ ମାନେ ନିଜର ସୁନ୍ଦରତା, ଷ୍ଟାଇଲ, ବ୍ୟକ୍ତିଗତ ଜୀବନ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଓଡିଆ ହିରୋଇନ ମାନଙ୍କର ଅଭିନୟ ମଧ୍ୟ ଖୁବ ଚମତ୍କାର ଆଉ ପ୍ରଶଂସା ଯୋଗ୍ୟ ଅଟେ ।
ଆଜି ଆମେ ଆପଣଙ୍କୁ ସେମିତି ଜଣେ ଖାସ ହିରୋଇନ ଙ୍କ ବିଷୟରେ କହିବାକୁ ଯାଉଛୁ । ଦର୍ଶକ ବନ୍ଧୁ ସେହି ହିରୋଇନ ଜଣକ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଓଡିଆ ଅଭିନେତ୍ରୀ ଶିବାନୀ । ଆପଣ ମାନେ ଶିବାନୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ ।
ସେ ନିଜର ଦମଦାର ଅଭିନୟ ଦ୍ଵାରା ଓଡିଆ ଇଣ୍ଡଷ୍ଟ୍ରି ରେ ଖୁବ କମ ସମୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଯାହାକୁ ନେଇ ସେ ଅନେକ ସମୟରେ ଚର୍ଚ୍ଚା ରେ ବି ରୁହନ୍ତୁ । ତେବେ ଆପଣ ମାନେ ସୁପର ଷ୍ଟାର ବାବୁସାନ ମହାନ୍ତି ଓ ଶିବାନୀ ଙ୍କୁ ଅନେକ ଫିଲ୍ମ ରେ ଏକାଠି କାମ କରି ଥିବାର ନିଶ୍ଚୟ ଦେଖିଥିବେ । ବର୍ତ୍ତମାନ ଏହି ଦୁଇ ଯୋଡି ଙ୍କର ଆଉ ଗୋଟେ ଫିଲ୍ମ ଆସିବାକୁ ଯାଉଛି ।
ଯାହାର ଶୁଟିଙ୍ଗ ପାଇଁ ଦୁହେଁ ନିଜର ଟିମ ସହ ପଣ୍ଡିଚେରି ଯାଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓ ରେ ଶିବାନୀ ଙ୍କ ସହ ତାଙ୍କ ଆଈ ମଧ୍ୟ ପଣ୍ଡିଚେରି ଯାଉଛନ୍ତି । ଏହାରି ଭିତରେ ମିଡିଆ ଭାଇ ମାନେ ଶିବାନୀ ଙ୍କ ଆଈ ଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି ଆଉ ଉତ୍ତର ରେ ଶିବାନୀ ଙ୍କ ଆଈ କହୁଛନ୍ତି ଯେ “ଯାହା ହେଉଛି ଏ ସବୁ କିଛି ଠିକ ହେଉନି ।
ଶିବାନୀ ଓ ବାବୁସାନା ଙ୍କର ଏଟା ତୃତୀୟ ଫିଲ୍ମ ଯେଉଁଥି ରେ ଦୁହେଁ ଏକାଠି ଅଭିନୟ କରିବାକୁ ଯାଉଛନ୍ତି । ଦୁହେଁ ପଣ୍ଡିଏଚରି ଯାଉଛନ୍ତି । ସେଠାରେ ଫିଲ୍ମ ର ଗୀତ ଶୁଟିଙ୍ଗ ହେବ ଆଉ କାହାଣୀ ବିଷୟରେ ମୁଁ କିଛି ଜାଣି ନାହି” । ଏତିକି କହି ଶିବାନୀ ଙ୍କ ଆଈ ବାଏ ବାଏ କରୁଛନ୍ତି ଆଉ ନିଜ ରାସ୍ତା ରେ ଚାଲି ଯାଉଛନ୍ତି । ତେବେ ଶିବାନୀ ଙ୍କ ଆଈ ଙ୍କ କହିଥିବା ଡାଇଲଗ ଯାହା ହେଉଛି ଏ ସବୁ ଠିକ ହେଉନି କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।
ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।