ବନ୍ଧୁଗଣ, ଶର୍ମିଷ୍ଠା ଙ୍କ ମା କହିଛନ୍ତି ଯେ ମୋ ପୁଅ ଛୋଟ, ଏହି ବିଷୟରେ ସେ କିଛି ଅଭିଜ୍ଞତା ନହିଁ । ଯଦି ଶର୍ମିଷ୍ଠା ଦୋଷୀ ରେ ସାବ୍ୟସ୍ଥ ହୁଏ ତେବେ ତାକୁ ଦଣ୍ଡ ନିଶ୍ଚିତ ଭାବରେ ମିଳୁ । ଭଉଣୀ ହିସାବରେ ପଇସା ପଠାଏ । ମାନସ ହତୟାର ଘଟଣା ପ୍ରାୟ ଅଡୁଆ ହୋଇ ରହିଛି । କେଉଁ କାରଣ ନିମନ୍ତେ ମାନସ କୁ ହତୟା ଅପଅହରଣ କରାଗଲା ? ବର୍ତ୍ତମାନ ଶର୍ମିଷ୍ଠା ଫେରାର ଅଛନ୍ତି । ଶର୍ମିଷ୍ଠା ଙ୍କ ମା କହିଛନ୍ତି ଯେ ଭଉଣୀ ହିସାବରେ ମୋ ପୁଅ କେତେବେଳେ କେମିତି ଟଙ୍କା ପଠାଏ । ମାତ୍ରେ ସେ ଏଭଳି କିଛି କରିବ ବୋଲି ଆମେ ଜାଣି ନଥିଲୁ ।
ଶର୍ମିଷ୍ଠା ଙ୍କ ମା ଏପରି ମଧ୍ୟ କହିଛନ୍ତି ଯେ ଏହି ସମସ୍ତ ଘଟଣାରେ ମୋ ପୁଅ ର କୌଣସି ହାତ ନାହିଁ । ମୋ ପୁଅ କୁ ଯେପରି ଦଣ୍ଡ ନ ମିଳୁ ମାତ୍ର ଯଦି ଶର୍ମିଷ୍ଠା ଅପରାଧ କରି ଫେରାର ଅଛି ତେବେ ତାକୁ ନିଶ୍ଚିତ ପୋଲିସ ଖୋଜି ଆଣି ଆଇନ ଅନୁଯାୟୀ ଦଣ୍ଡ ଦିଅନ୍ତୁ । ମୁଁ ମା’ ମୁଁ ଜନ୍ମ ଦେଇଥିଲି ମାତ୍ର କର୍ମ ଦେଇ ନଥିଲି । କି ଏଭଳି କିଛି ହେବ ବୋଲି ମଧ୍ୟ ଜାଣି ନଥିଲି । ନିରଞ୍ଜନ ଫୋନ କରି ମୋ ପୁଅ କୁ କହିଲା ଯେ ତମ ଭଉଣୀ ର କିଛି ଅସୁବିଧା ହୋଇଛି ଟଙ୍କା ଦରକାର ତାକୁ ଦିଅ ।
ଏହାପରେ ମୋ ପୁଅ ତାକୁ ୧୦ ହଜାର ଟଙ୍କା ପଠାଇ ଥିଲା । ଏହାପରେ ଆଉଥରେ ଫୋନ କରି ନିରଞ୍ଜନ କହିଲା ଯେ ତୁମ ଝିଅ ଫେରାର ଅଛି ବୋଲି । ତେବେ ବନ୍ଧୁଗଣ ସଂପୂର୍ଣ୍ଣ ଘଟଣା କଣ ତଥା କେଉଁ କାରଣ ନିମନ୍ତେ ମାନସ ଙ୍କ ହତୟା କରାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ମାନସ ଙ୍କ ସହଯୋଗୀ ଙ୍କ କହିବା ଅନୁସାରେ ଶର୍ମିଷ୍ଠା ତାଙ୍କୁ ଫୋନ କରି ପଚାରିଥିଲେ ଯେ ସେ କେଉଁଠାରେ ଅଛନ୍ତି ।
ସେ କହିଥିଲେ ଯେ ଭଦ୍ରକ ଆସିଛୁ ମାନସ ଭାଇ ସହିତ ଶୁଟିଙ୍ଗ ରେ । ଏହାପରେ ବାରମ୍ବାର ଫୋନ କରି ପଚାରିଥିଲେ ଯେ କେଉଁଠାରେ ଅଛୁ । ସନ୍ଧାନ ପାଇ ସେ ପଳାଶପୁର ନିକଟରେ ଆସି ଛକି ମାନସ ଙ୍କୁ ଅପଅହରଣ କରି ନେଇଥିଲେ । ଏବଂ ଶର୍ମିଷ୍ଠା ଙ୍କ ସହିତ ଆଉ ଏକ ଝିଅ ଏବଂ ୩ ଟି ପୁଅ ମଧ୍ୟ ଥିଲେ ।
ତେବେ ସଂପୂର୍ଣ୍ଣ ଘଟଣା କ’ଣ ହୋଇପାରେ ? କେଉଁ କାରଣ ନିମନ୍ତେ ଅପଅହରଣ ଏହାପରେ ହତୟା ଏହା ବର୍ତ୍ତମାନ ସ୍ପଷ୍ଟ ଜଣା ପଡିନାହିଁ । ବର୍ତ୍ତମାନ ପୋଲିସ ଏହି ଘଟଣା ର ପର୍ଦାଫାର୍ଶ କେବେ କରୁଛି ତାହା ଅପେକ୍ଷା ର ବିଷୟ ପାଲଟିଛି । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।