‘ପ୍ରଥମ ଥର ସେ ମୋ ଅଭିନୟ ଦେଖି ହେଇ ଯାଇଥିଲେ ପାଗଳ ଓ କରି ବସିଥିଲେ ଏମିତି କାମ…’ ନିଜ ଜୀବନର କିଛି ଅକୁହା କଥା କହିଦେଲେ ଯାତ୍ରା ହିରୋଇନ Kaberi Padhi, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଯଲିଉଡ଼ ଜଗତ ସହ ପରିଚିତ ଥିବେ ନିଶ୍ଚିତ । ତେବେ ଆପଣ ମାନେ ଏହି ଯାତ୍ରା ଜଗତରେ ଅନେକ ଅଭିନେତ୍ରୀ ମାନଙ୍କ ବିଷୟରେ ଅନେକ କଥା ଶୁଣିଥିବେ ତେବେ ଆସନ୍ତୁ ଆଜି ଆମେ ଏହି ଯାତ୍ରା ଦୁନିଆର ସୁନ୍ଦରୀ ଅଭିନେତ୍ରୀ କାବେରୀ ପାଢ଼ୀ ବିଷୟରେ ଆଲୋଚନା କରି ନେବା । ତେବେ ଯଲିଉଡ ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ହେଉଛନ୍ତି ଅଭିନେତ୍ରୀ କାବେରୀ ପାଢ଼ୀ ।

ଯାତ୍ରା ମଞ୍ଚରେ କାବେରୀ ପାଢୀଙ୍କୁ ଦେଖି ରାତି ରାତି ଅନିଦ୍ରା ହୁଅନ୍ତି ତାଙ୍କର ପ୍ରେମିକ ପ୍ରବର । ଆପଣ ମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଏହା ନିଶ୍ଚିତ ଜାଣିଥିବେ ଯେ ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁରେ କିପରି ଦର୍ଶକଙ୍କୁ ପ୍ରଭାବିତ ଏବଂ ଆକର୍ଷିତ କରିଥାନ୍ତି ଯାତ୍ରା ଜଗତର ଏହି ଚୁଲବୁଲି ସୁନ୍ଦରୀ ନାୟିକା କାବେରି । ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ହୃଦୟ ସ୍ପର୍ଶୀି ଅଟେ ।

ସୁନ୍ଦରତା ପାଇଁ ଏବଂ ତାଙ୍କର ଜ୍ୱଳନ୍ତ, ଜୀବନ୍ତ ଅଭିନୟ ପାଇଁ ସେ ଅନେକ ପ୍ରଶଂସକ ଙ୍କ ଦିୱାନା ପାଲଟିଛନ୍ତି । ତେବେ ସମସ୍ତଙ୍କ ହୃଦୟରେ ଜଣେ ଚୁଲବୁଲି ନାୟିକା ଏବଂ ଜଣେ ସୁନ୍ଦର୍ ବ୍ୟକ୍ତିତ୍ଵ ର ଅଭିନେତ୍ରୀ ଭାବରେ ସେ ଏକ ସ୍ବତନ୍ତ୍ର ଛାପ ହୋଇ ରହି ଯାଇଛନ୍ତି । ନିଜର ଟାଲେନ୍ଟ ଯୋଗୁଁ ଅଳ୍ପ ବୟସରୁ ଏହି ଯାତ୍ରା ଜଗତରେ ପାଦ ଦେଇ ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ।

ତେବେ ଓଡ଼ିଶାର ଯଲିଉଡ ଜଗତରେ ଜଣେ ସୁପରଷ୍ଟାର କଳାକାର ଭାବରେ ତାଙ୍କର ନାମ ଅଛି । ଖୁବ୍ ସୁନ୍ଦର୍ ଅଭିନୟ କରି ଶ୍ରେଷ୍ଠ ଅଭିନୟ ପ୍ରଦର୍ଶନ କରି ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି କାବେରୀ । ତେବେ ବର୍ତ୍ତମାନ ସମୟରେ ମଧ୍ଯ ଯାତ୍ରା ଜଗତରେ ତାଙ୍କର ସେହିପରି କ୍ରେଜ ରହିଛି । ସେ ତାଙ୍କର ଦମଦାର ଅଭିନୟ ପାଇଁ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି ।

ତେବେ ଏହି ଲୋକପ୍ରିୟ ଅଭିନେତ୍ରୀ ଙ୍କୁ କିଏ ବା ନଜାଣେ । ଆପଣ ଦେଖିଥିବେ ତାଙ୍କର ଅଭିନୟ ର ଢାଞ୍ଚା କିପରି ନିଆରା ଏବଂ ଆକର୍ଷଣୀୟ ଅଟେ । ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଅନେକ ସୁପର୍ ହିଟ୍ ଯାତ୍ରା ସବୁ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ ଜଣଙ୍କ । ତାଙ୍କର ପ୍ରେମ କାହାଣୀ ମଧ୍ୟ ସେହିପରି ନିଆରା ।


ସୁଶାନ୍ତ ପାଢ଼ୀ ଅନୁଗୁଳ ଜାତ୍ରା ମଞ୍ଚରେ ଯାତ୍ରା ଦେଖିବାକୁ ଯାଇଥିବା ବେଳେ କାବେରୀ ଙ୍କୁ ଦେଖିଥିଲେ । ସେହି ପ୍ରଥମ ଦେଖାରୁ କାବେରୀ ଙ୍କ ପାଖରେ ମନ ରହି ଯାଇଥିଲା ସୁଶାନ୍ତଙ୍କର । ଯାତ୍ରା ସରିବା ପରେ ଯାତ୍ରା ଦଳ ସେଠାରୁ ପଳେଇଲା । ତେବେ ହେଲେ ସୁଶାନ୍ତଙ୍କ ମନରେ କାବେରୀ ରହିଲେ ଅଲିଭା ଦାଗ ଭଳି । କାବେରୀ ଙ୍କ ପ୍ରେମରେ ପଡ଼ି ଯାଇଥିଲେ ସୁଶାନ୍ତ । ପରେ ଅନେକ ବେଦନା, ଭଲପାଇବା ଦେଇ ତାଙ୍କର ପ୍ରେମ କାହାଣୀ ଅତିବାହିତ ହୋଇଛି ।

ହେଲେ ସୁଶାନ୍ତ ଙ୍କ ମନରେ କାବେରୀଙ୍କ ପ୍ରତି ଭଲପାଇବା ଏବେବି ସେମିତି ରହିଛି । କାବେରୀ ଏବେ ଯଲିଉଡ ର ଷ୍ଟାର ନାୟିକା । ବେଳ ବୁଡ଼ିଗଲେ ବେବିନା କାନ୍ଦେ, ଅର୍ଦ୍ଧାଙ୍ଗିନୀ, ଶହେ ମାନସିକ ତୋରି ପାଇଁ, ବାଜିବଲୋ ସାହାନାଇ, ସୁନାଝିଅ ଶିବାନୀ ପରି ଇତ୍ୟାଦି ହିଟ୍ ପରେ ହିଟ୍ ଷ୍ଟୋରି ଦେଇ ଦର୍ଶକଙ୍କ ମନରେ ଏବେବି ରାଜ୍ କରୁଛନ୍ତି କାବେରୀ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *