‘ସେ ମତେ ନୁହେଁ ମୋ ଦେହକୁ ଭଲ ପାଉଥିଲା, ଦେହର ଭୋକ ମେଣ୍ଟି ଗଲା ପରେ ମତେ…’ ଝିଅଟି ନିଜ ସ୍ଵାମୀ ବିଷୟରେ ଯାହା କହିଲା ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ନମସ୍କାର ବନ୍ଧୁଗଣ ତେବେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ହେଉଛି ଏକ ଅବିସ୍ମରଣୀୟ ସମ୍ପର୍କ ଯାହା ଉପରେ ଶରୀର, ମନ, ଅର୍ଥ, ସବୁକିଛି ଆମନ୍ତ୍ରିତ ହୁଏ । ଏହା ହେଉଛି ପ୍ରେମର ସମ୍ପର୍କ, ଏହା ଏକ ସମ୍ପର୍କ ଯାହାକୁ ଆମେ ହୃଦୟ ଏବଂ ଆତ୍ମା ସହିତ ଗ୍ରହଣ କରୁ । ଏହା ହେଉଛି ସେହି ସମ୍ପର୍କ ଯାହା ପାଇଁ ଆମେ ଆମ ଜୀବନର ସବୁକିଛି ପରସ୍ପରକୁ ବଳିଦାନ ଦେଇଥାଉ । ଏବଂ ଏହା ସହିତ, ଆମେ ଆମର ଦିନ, ରାତି, ଆମର ସକାଳ, ସନ୍ଧ୍ୟା ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦେଇଥାଉ ।


ତେବେ କିନ୍ତୁ ବର୍ତ୍ତମାନ କିଛି ଲୋକ ଏହି ସ୍ୱାମୀ ସ୍ତ୍ରୀ ସମ୍ପର୍କ କୁ ବଦନାମ କରି ସାରିଲେଣି ଏହି ସମ୍ପର୍କ ରେ କଳଙ୍କ ଲଗେଇ ସାରିଲେଣି । ତେବେ ଆସନ୍ତୁ ସେହିଭଳି ଏକ ଘଟଣା ଶୁଣିନେବା । ତେବେ ଘଟଣା ଟି ହେଉଛି ବଲାଙ୍ଗୀର ର ତେବେ ସଙ୍ଗୀତା ନାମକ ଜଣେ ଝିଅ ନିଜର ସ୍ୱାମୀ ଏବଂ ଶାଶୁ ଘର ଲୋକଙ୍କ ନାମରେ ଅଭିଯୋଗ କରିଛନ୍ତି ।

ତେବେ ତାଙ୍କ ବିବାହ ୨୦୨୨ ରେ ମେ ୩୦ ରେ ହୋଇଥିଲା ତେବେ ବିବାହ ର ଗୋଟିଏ ମାସ ବହୁତ ଭଲରେ କଟିଥିଲା ସମସ୍ତେ ମୋତେ ବହୁତ ଭଲ ମଧ୍ୟ ପାଉଥିଲେ ସବୁ ଖୁସିରେ ମଧ୍ୟ ଥିଲେ ତେବେ କିନ୍ତୁ କିଛି ଦିନ ପରେ ମୋତେ ଟିକେ ଟିକେ ଜ୍ଵର ଥଂଡା ହେବାକୁ ଲାଗିଲା ତେବେ ମୋ ସ୍ୱାମୀ ମୋତେ ଡାକ୍ତରଙ୍କ ପାଖକୁ ନେଇକି ଯାଇଥିଲେ ତେବେ ପ୍ରଥମେ କିଛି ବାହାରି ନଥିଲା କିନ୍ତୁ ତା ପରେ ବି ଜ୍ଵର ଲାଗି ରହିବାରୁ ମୁଁ ଆଉଥରେ ଡାକ୍ତରଙ୍କ ପାଖକୁ ଯାଇଥିଲେ ।

ତେବେ ପରେ ରିପୋର୍ଟରେ ମୋତେ ସିଲିକନ ହୋଇଛି ବୋଲି ବାହାରିଥିଲା । ତେବେ ଏହା ପରେ ମୋ ସ୍ୱାମୀ ଏବଂ ମୋ ଶାଶୁଘର ଲୋକ ମୋତେ ଗାଳି କରିବା ଆରମ୍ଭ କଲେ ମୋତେ ମୋ ବାପ ଘରକୁ ପଠେଇ ଦେଲେ ଏବଂ କହିଲେ କି ନିଜ ବାପା ପାଖରୁ ପଇସା ଆଣିଲେ ତୋର ଚିକିତ୍ସା ହେବ । ତେବେ ମୋ ବାପା ମାଆ ଙ୍କ ପାଖରେ ପଇସା କେଉଁ ଆଡୁ ଆସିବ ଯାହା ବି ଟଙ୍କା ପଇସା ଥିଲା ସବୁ ମୋ ବିବାହ ରେ ଖର୍ଚ୍ଚ କରିଦେଇଛନ୍ତି ଏବେ କେଉଁଠୁ ଆଣିବୁ ।


ତେବେ ମୋତେ ମୋ ଶାଶୁ ଘରକୁ ପଶିବାକୁ ଦେଉ ନାହାନ୍ତି ମୋତେ ବାରଣ କରିଛନ୍ତି ଏବଂ ମୋ ସ୍ୱାମୀ ଯାହାର ହାତ ଧରି ମୁ ବାପ ଘର ଛାଡ଼ି ଶାଶୁ ଘରକୁ ଆସିଥିଲି ସେ ମଧ୍ୟ ମୋତେ ଅଧା ରାସ୍ତାରେ ଛାଡିଦେଲା ସେ କଣ କେବଳ ମୋ ଦେହ କୁ ଭଲ ପାଉଥିଲା ତେବେ ଦେହ ସୁଖ ମିଳିଗଲା ବର୍ତ୍ତମାନ ଯେତେବେଳେ ମୋତେ ସବୁଠୁ ଅଧିକ ତାର ସାହାର୍ଯ୍ୟ ତାର ସାଥ ଦରକାର ସେତେବେଳେ ସେ ମୋତେ ଛାଡ଼ି ପଳେଇଲା । ତେବେ ଶେଷରେ ସେ ନିଜ ପାଇଁ ନ୍ୟାୟ ମାଗିଛନ୍ତି । ତାଙ୍କୁ ତାଙ୍କ ଅଧିକାର ପୁନଃ ମିଳୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *