ସାମ୍ନାକୁ ଆସିଲା ଅନୁଭବଙ୍କ ଦ୍ଵିତୀୟ ସ୍ତ୍ରୀଙ୍କ ଫୋଟୋ ! ସତରେ କଣ ଦ୍ଵିତୀୟ ବିବାହ କରିଛନ୍ତି Anubhav Mohanty ?

ସୋସିଆଲ ମିଡିଆରେ ଯେଉଁ ଚର୍ଚ୍ଚା ହେଉଥିଲା ତାର ସ୍ପର୍ଷ୍ଟି କରଣ ରଖିଛନ୍ତି ଅନୁଭବ ମହାନ୍ତି ତ ଦ ରିଅଲ ହିରୋ ଅଫ କେନ୍ଦ୍ରପଡା । ହଁ ଦର୍ଶକ ବନ୍ଧୁ ଅନୁଭବ ମହାନ୍ତି ଦ ରିଅଲ ହିରୋ ଅଫ କେନ୍ଦ୍ରପଡା ସୋସିଆଲ ସାଇଡରେ ଏହାର ସ୍ପର୍ଷ୍ଟି କରଣ ରଖାଯାଇଛି । ସେଥିରେ ଲେଖା ହେଇଛି ମୂଳରୁ ଦିଆସିଲ ଲଗା ଯାଇ ନାହିଁ ସେଠାରେ ଧୂଆଁ ବାହାରି ସାରିଲାଣି । ଅର୍ଥାତ ଏଥିରୁ ସ୍ପର୍ଷ୍ଟ ହେଉଛି ଯେ ଯାହା ଚର୍ଚ୍ଚା ହେଉଥିଲା ତାହା ମିଛ ।

ଅନୁଭବ ଦ୍ଵିତୀୟ ବିବାହ କଲେ ଅନୁଭବ ଦିଲ୍ଲୀ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କୁ କୁଆଡେ ଦ୍ଵିତୀୟ ବିବାହ କଲେ ଏମିତି ଅନେକ ଗୁଡିଏ ଚର୍ଚ୍ଚା ହେଉଥିଲା । ଆଉ ଏସବୁର ସ୍ପର୍ଷ୍ଟି କରଣ ରଖିଛି ଅନୁଭବ ମହାନ୍ତି ଦ ରିଅଲ ହିରୋ ଅଫ କେନ୍ଦ୍ରପଡା । ବନ୍ଧୁଗଣ ସେଠାରେ ଦୁଇଟି ଫଟୋ ସେୟାର କରାଯାଇଛି । ଏହି ଫଟୋରେ ଅନୁଭବଙ୍କ ସହ ତାଙ୍କ ସ୍ତ୍ରୀର ଫଟୋ ଅଛି ହେଲେ ବନ୍ଧୁଗଣ ଏହା ରିଅଲ ନୁହେଁ ଏହା ଥିଲା ରିଲ ।

ଆଉ ଏହାର ସ୍ପର୍ଷ୍ଟି କରଣ ରଖିଛି ଅନୁଭବ ମହାନ୍ତି ଦ ରିଅଲ ହିରୋ ଅଫ କେନ୍ଦ୍ରପଡା । ଦର୍ଶକ ବନ୍ଧୁ ଏହି ଫେସବୁକ ସାଇଡରେ ଯେଉଁ ଫଟୋଟି ସେୟାର କରାଯାଇଛି ୱେଲକମ ଟୁ ୱେଡିଙ୍ଗ ଅଫ ପ୍ରେମ ଆଣ୍ଡ ଶ୍ଵେତା । ତେବେ ଅନୁଭବଙ୍କ ନାଁ ଏଠାରେ ପ୍ରେମ ହୋଇଥିବା ବେଳେ ଶ୍ଵେତା ନାମରେ ଯେଉଁ ଅଭିନେତ୍ରୀ ଅଛନ୍ତି ତାଙ୍କ ଫଟୋ ଅନୁଭବଙ୍କ ସହ ଲାଗିଛି ।

ବନ୍ଧୁଗଣ ଅନୁଭବଙ୍କର ଏକ ନୂଆ ଫିଲ୍ମ ଏବେ ଆସିବାକୁ ଯାଉଛି ଯାହାର ନାମ ହେଉଛି ଲଭ ଇନ ଲଣ୍ଡନ । ଏହି ଫିଲ୍ମର ଶୁଟିଙ୍ଗ ସମୟର ଏହା ହେଉଛି ଏକ ଫଟୋ । ଆଉ ତାଙ୍କ ସୋସିଆଲ ସାଇଡରେ ଲେଖା ଯାଇଛି ଯେ, ମୂଳରୁ ଦିଆସିଲ ମରା ଯାଇ ନାହିଁ ସିଆଡେ ନିଆଁ ଲାଗି ଧୂଆଁ ବାହାରିଲାଣି । ବନ୍ଧୁଗଣ ଏଠାରେ ସ୍ପର୍ଷ୍ଟ ଜଣା ପଡୁଛି କଣ ସତରେ ଅନୁଭବ ଦିଆସିଲ ଲଗେଇବେ ନିଆଁ ଲଗେଇବେ ଆଉ ବାହାରେ ଧୂଆଁ ଉଡିବ ।

ତେବେ ଯେଉଁ ଦିନ ଅନୁଭବ ମହାନ୍ତି ସତ ସତିଆ ଦ୍ଵିତୀୟ ବିବାହ କରିବେ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି । କିନ୍ତୁ ବର୍ତ୍ତମାନ ଅନୁଭବ ରିଅଲ ଲାଇଫରେ ନୁହେଁ ରିଲ ଲାଇଫରେ ବିବାହ କରିଛନ୍ତି । ଆଉ ଏହି ଫଟୋକୁ ନେଇ ଏବେ ଅନେକ ବିବାଦ ସୃଷ୍ଟି ହୋଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *