ଦେଖନ୍ତୁ କେମିତି ଲୋକପ୍ରିୟ କୋରିୟୋଗ୍ରାଫର Saswat Joshi ଙ୍କ ଝିଅ କରୁଛି ଗୁରୁବାର ଓଷା…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରର ଲୋକପ୍ରିୟ ଡ୍ୟାନ୍ସର ଶାଶ୍ଵତ ଯୋଶୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବନ୍ଧୁଗଣ ଶାଶ୍ଵତ ଯୋଶୀ ହେଉଛନ୍ତି ଜଣେ ଲୋକପ୍ରିୟ ଡ୍ୟାନ୍ସର । ଶାଶ୍ଵତଙ୍କ ଜବରଦସ୍ତ ଡ୍ୟାନ୍ସ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ସେ ଜଣେ ଡ୍ୟାନ୍ସର ହେବା ସହ ଜଣେ କୋରିଓଗ୍ରାଫର ମଧ୍ୟ ଅଟନ୍ତି । ସେ ଅନେକ ଓଡିଆ ଆଲବମ ଗୀତ ଓ ଓଡିଆ ଫିଲ୍ମ ଗୀତକୁ କୋରିଓଗ୍ରାଫ କରିଛନ୍ତି । 


ଏହା ସହିତ ଶାଶ୍ଵତଙ୍କୁ ଆପଣ ଅନେକ ରିଆଲିଟି ସୋରେ ଜଜ୍ ଭୂମିକାରେ ଦେଖିଥିବେ । ଶାଶ୍ଵତ ନିଜ ଡ୍ୟାନ୍ସ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ନିଜ ଆସିବା ଦିନରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଓ ଭିଡିଓ ଅପଲୋଡ କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଶାଶ୍ଵତଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଶାଶ୍ଵତଙ୍କ ଏହି ଭିଡିଓକୁ ତାଙ୍କ ଫ୍ୟାନ୍ସ ମାନେ ବେସ ଅଧିକ ପସନ୍ଦ ମଧ୍ୟ କରିଛନ୍ତି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗ ଆପଣ ମାନେ ସମସ୍ତେ ତ ଜାଣିଥିବେ ଶାଶ୍ଵତ ବିବାହ କରିଛନ୍ତି ଆଉ ତାଙ୍କର ଗୋଟେ କୁନି ଝିଅ ମଧ୍ୟ ଅଛି । ଶାଶ୍ଵତ ନିଜ ଝିଅକୁ ବହୁତ ଅଧିକ ଭଲ ପାନ୍ତି ।

 

View this post on Instagram

 

A post shared by Saswat Joshi (@saswatjoshi)

ଅଧିକାଂଶ ସମୟରେ ସେ ନିଜ ଝିଅର ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି । ଅନେକ ଭିଡିଓରେ ସେ ନିଜ ଝିଅ ସହ ଡ୍ୟାନ୍ସ କରୁଥିବାର ଆଉ ମସ୍ତି କରୁଥିବାର ନଜର ଆସିଛନ୍ତି । ହେଲେ ଭାଇରାଲ ହେଉଥିବା ଏହି ଭିଡିଓରେ ଶାଶ୍ଵତଙ୍କ କୁନି ଝିଅ ଗୁରୁବାର ଉଷା କରୁଥିବାର ନଜର ଆସୁଛି । ଶାଶ୍ଵତଙ୍କ ଝିଅ ଠାକୁରଙ୍କୁ ପୂଜା କରୁଥିବାର ଏହି ଭିଡିଓରେ ନଜର ଆସୁଛି ।

ଫ୍ୟାନ୍ସ ମାନେ ଏହି ଭିଡିଓଟିକୁ ବେସ ଅଧିକ ପସନ୍ଦ କରିଛନ୍ତି । ଆଉ ଏହି ଭିଡିଓକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *