ସରିଗଲା ସୁର (Sura Routray) ଙ୍କ ରାଜନୀତି ? ଏମିତି କଣ ହେଲା କି…ଦେଖନ୍ତୁ ପୁରା ଖବର

ରାଜନୀତି ରେ ଆଶାନ କାହା ପାଇଁ ସ୍ଥାଇ ହୋଇ ନଥିଲା । କେହି ନୂଆ ଅଶି ଥାଏ ଏକ ସମୟରେ । ଏହାର ସମୟ ସୀମା ସରାକର ନୁହେଁ ଏହାର ସମୟ ସୀମା ଅବେଳେ ନେତା ମାନେ ତ ବେଳେ ଲୋକମାନେ କରି ଥାନ୍ତି । କାରଣ ଅନେକ ଭୁଲ ହେବା ପରେ ଯେଉଁ ମାନେ ସ୍ଥାଇ ଭାବେ ଏହି ଜାଗାରେ ଥାନ୍ତି ସେମାନଙ୍କୁ ଲୋକମାନେ କହି ଥାନ୍ତି ରାଜନୀତି ର ମହାନ ଖିଲାଡ଼ି କାରଣ ସଭିଙ୍କ ଆଗରେ ନିଜକୁ ପ୍ରମାଣିତ ଅକରିବା ଓ ଲାଞ୍ଛନା କାଗିବା ପରେ ବି ଆମେ ଯଦି ଏହାକୁ ସାହି ଯିବା ତ ।

ଏହା ଆମ ପାଇଁ ଖୁବ କଷ୍ଟକର କଥା ହୋଇ ପାରେ । ତେଣୁ ଆମେ ଦେଖିବା ପାଇଁ ପାଇବା କି ଏବେ କଂରସ ଙ୍କ ନେତା ନ୍ମାନେ ମଧ୍ୟ ଏହାକୁ ଆପେଣଇ ନେବା ରେ ଭଲ କଥା ବୋଲି ଭାବୁ ଛନ୍ତି ଦଳ କୁ ଚଳାଇବା ଓ ରାଜନୀତି ରେନିଜକୁ ପ୍ରତିଷ୍ଠା କରିବା ମଧ୍ୟରେ ବହୁତ ଫରକ ଅଛି । କାହାର ଦଳ ଠିକ ନଥିଲେ ମଧ୍ୟ ଯଦି ତାହାର କଥା ଠିକ ଅଛି ଲୋକମାନେ ପସନ୍ଦ କରୁଛନ୍ତି ତେବେ ସେ ଗାଡିରେ ବସି ପାରିବ ।

ସାଧାରଣ ଭାବେ ଏକ କଥା କୁ ଆପଣ ଚିନ୍ତା କରନ୍ତୁ ନେତା ମାନେ ଆଗରୁ ବହୁତ କିଛି କହୁ ଥିଲେ ମାତ୍ର ସେମାନେ ଏହାକୁ କରିବା ପାଇଁ ଭୁଲି ଯାଊ ଥିଲେ ଏହା ଏବେ କିନ୍ତୁ ଆଉ ସମ୍ଭବ ନୁହେଁ । ଏହି ଭଳି ହେଲେ ଆପଣଙ୍କୁ ବୋଧେ ହୁଏ ଗାଦି ଛାଡିବା ପାଇଁ ପଡିବ । ତେବେ ସୁର ରାଉତ କଣ ନିଜ ପୁଅ ପାଇଁ ବାଟ ଛାଡି ଦେବେ କି 2024 ରେ ଜଟଣୀ ର ପାଇଁ ଲଢିବେ କି ବିଧାୟକ ର ଆସନ ପ୍ରତ୍ଯକ୍ଷ ରାଜନୀତି ରୁ ଓହରି ଯିବେ କି ଜଟଣୀ ବିଧାୟକ ଓଡିଶା କଂରେଶ ଶିବିର ରୁ ଆସିଥିବା ଏହି ଚିତ୍ର ଏହି ଭଳି ଏକ ଚିତ୍ର ଦେଖାଉଛି ।

ଅବସର ଥିଲା ନବାସଂକଳ୍ପ ଶିବିର ବିସିସି ସଭାପତି ଶରତ ପଟନାୟକ ମଞ୍ଚ ଉପରେ ଭାଷଣ ରଖୁଥିଲେ । ହଠାତ ପଚାରୁ ଆସିକି ସୁର କହି ଥିଲେ କି ପୁଅ ଆସି ଗଲା କିନ୍ତୁ ମାଇକ ଲାଗିଥିବାରୁ ଏହା ସଭିଙ୍କୁ ଶୁଣା ଯାଇ ଥିଲା ଶରତ ପଟନାୟକ ମଧ୍ୟ କହି ଥିଲେ କି ହଁ ଡାକି ଦିଅ ମୁ କହି ଦେଉଛି । ଶିଦ୍ଧାର୍ଥ ରାଉତ ରାୟ ଯିଏ କି ଏକ କଂଗ୍ରେସ ର ଏକ ଯୁବନେତା । ଏହା କେଉଁ ନା କେଉଁ ଜାଗାରେ ଏହା ବାରତା ଦେଉ ଥିଲା କି ଆଗକୁ ଆସୁଥିବା  ସାଧାରଣ ନିର୍ବାଚନ ରେ ଯୁବକ ଙ୍କୁ ପ୍ରାଧାନ୍ଯ ଦେବା ପାଇଁ କଂଗ୍ରେସ କହୁଛି ।

ତେବେ ୱାନ ଫ୍ଯାମିଲି ୱାନ ଟିକେଟ କୁ ମଧ୍ୟ କଂଗ୍ରେସ ଏବେ ସୁଯୋଗ ଦେବ । ଆଉ ଏହି ଦୁଇ ମାପ ଦଣ୍ଡରେ ସୁର ଙ୍କ ବଦଳରେ ତାଙ୍କ ପୁଅ  ମଧ୍ୟ ଏହାକୁ ନ ଲଢିବା ଏହା କିଏ ବା କହିବ ।  ସୁର କହିଛନ୍ତି କି ଏବେ କଂଗ୍ରେସ ନିଜ ପାଇଁ ସବୁ ଯୁବକ ମାନଙ୍କୁ ନେବା ପାଇଁ ଚେଷ୍ଟା କରିବ । ଦେଖିବା ବାକି ରହିଲା ଏବେ କଂଗ୍ରେସ କାହାକୁ ବାଛୁଚି ବାପା ସୁର ରାଉତ ଙ୍କୁ କିମ୍ବା ପୁଅ ଶିଦ୍ଧାର୍ଥ ରାଉତ ଙ୍କୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *