ଶରୀରର କେଉଁ ଅଙ୍ଗରେ ତେଲ ଲଗାଇବା ଦ୍ଵାରା କାନ ସଫା ହୋଇଯାଇଥାଏ ? GK question with answer

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।

1- କଳା ପତାକା କାହାର ପ୍ରତୀକ ହୋଇଥାଏ ?

ଉତ୍ତର;- କଳା ପତାକା ବିରୋଧର ପତାକା ହୋଇଥାଏ ।

2- କେଉଁ ଦେଶ ନିଜର ସୂର୍ଯ୍ୟ ତିଆରି କରିଦେଇଛି ?

ଉତ୍ତର;- ଚୀନ ଦେଶ ନିଜର ସୂର୍ଯ୍ୟ ତୋରି କରିଦେଇଛି ।

3- କେଉଁ ପକ୍ଷୀ ଜୀବନ ସାରା ଗଛ ଉପରେ ବସିନଥାଏ ?

ଉତ୍ତର;- ଟିଟୋନୀ ନାମକ ପକ୍ଷୀ ଗଛ ଉପରେ ବସେ ନାହିଁ ।

4- ଶରୀରର କେଉଁ ଅଙ୍ଗରେ ତେଲ ଲଗାଇବା ଦ୍ଵାରା କାନ ସଫା ହୋଇଯାଇଥାଏ ?

ଉତ୍ତର;- ଶରୀରର ନାଭୀରେ ତେଲ ଲଗାଇବା ଦ୍ଵାରା କଣ ସଫା ହୋଇଯାଇଥାଏ ।

5- କୁକୁଡା କେଉଁ ଦେଶର ରାଷ୍ଟ୍ରୀୟ ପକ୍ଷୀ ଅଟେ ?

ଉତ୍ତର;- କୁକୁଡା ଶ୍ରୀଲଙ୍କାର ରାଷ୍ଟ୍ରୀୟ ପକ୍ଷୀ ଅଟେ ।

6- ଦୁଧ ଦାନ୍ତର ସଂଖ୍ୟା କେତେ ଅଟେ ?

ଉତ୍ତର;- ଦୁଧ ଦାନ୍ତର ସଂଖ୍ୟା 20 ଅଟେ ।

7- ଆଗ୍ରାର ତାଜମହଲ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର;- ଆଗ୍ରାର ତାଜମହଲ ଭାରତର ଉତ୍ତରପ୍ରଦେଶ ଠାରେ ଅବସ୍ଥିତ ।

8- ବୁଲନ୍ଦ ଦରୱାଜା ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର;- ବୁଲନ୍ଦ ଦରବଜା ଭାରତର ଉତ୍ତରପ୍ରଦେଶରେ ଅବସ୍ଥିତ ।

9- କେଉଁ ପଶୁର ସିଙ୍ଘ ହୀରା ଠାରୁ ବି ଅଧିକ ମହଙ୍ଗା ହୋଇଥାଏ ?

ଉତ୍ତର;- ଗଣ୍ଡାର ସିଙ୍ଘ ହୀରା ଠାରୁ ବି ଅଧିକ ମହଙ୍ଗା ହୋଇଥାଏ ।

10- ସବୁଠାରୁ ଉଜ୍ଜଳ ଗ୍ରହ କେଉଁଟି ?

ଉତ୍ତର;- ସବୁଠାରୁ ଉଜ୍ଜଳ ଗ୍ରହ ହେଉଛି ଶୁକ୍ର ଗ୍ରହ ।

11- ଇଣ୍ଟରନେଟକୁ ହିନ୍ଦୀରେ କଣ କୁହାଯାଇଥାଏ ?

ଉତ୍ତର;- ଇଣ୍ଟରନେଟକୁ ହିନ୍ଦୀରେ ଅନ୍ତରଜାଲ କୁହାଯାଇଥାଏ ।

12- ମନୁଷ୍ୟର ମସ୍ତିଷ୍କରେ କେତେ ଖଣ୍ଡ ହାଡ ରହିଥାଏ ?

ଉତ୍ତର;- ମନୁଷ୍ୟର ମସ୍ତିଷ୍କରେ 22 ଖଣ୍ଡ ହାଡ ରହିଥାଏ ।

13- ମାଟିର ଦେଶ କାହାକୁ କୁହାଯାଇଥାଏ ?

ଉତ୍ତର;- ମାଟିର ଦେଶ ଭାରତକୁ କୁହାଯାଇଥାଏ ।

14- କ୍ରିକେଟ ଖେଳର ଜନ୍ମସ୍ଥଳୀ କାହାକୁ କୁହାଯାଇଥାଏ ?

ଉତ୍ତର;- କ୍ରିକେଟ ଖେଳର ଜନ୍ମସ୍ଥଳୀ ଭାରତକୁ କୁହାଯାଇଥାଏ ।

15- ସ୍ନାନ ସମୟରେ ପରିସ୍ରା ଲାଗିବା କେଉଁ ବେମାରୀର ଲକ୍ଷଣ ଅଟେ ?

ଉତ୍ତର;- ସ୍ନାନ ସମୟରେ ପରିସ୍ରା ଲାଗିବା ଇନଫେକସନ ବ ସଂକ୍ରମଣର ଲକ୍ଷଣ ଅଟେ ।

ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଅଧିକ ସଂଖ୍ୟାରେ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *