ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।
1- କଳା ପତାକା କାହାର ପ୍ରତୀକ ହୋଇଥାଏ ?
ଉତ୍ତର;- କଳା ପତାକା ବିରୋଧର ପତାକା ହୋଇଥାଏ ।
2- କେଉଁ ଦେଶ ନିଜର ସୂର୍ଯ୍ୟ ତିଆରି କରିଦେଇଛି ?
ଉତ୍ତର;- ଚୀନ ଦେଶ ନିଜର ସୂର୍ଯ୍ୟ ତୋରି କରିଦେଇଛି ।
3- କେଉଁ ପକ୍ଷୀ ଜୀବନ ସାରା ଗଛ ଉପରେ ବସିନଥାଏ ?
ଉତ୍ତର;- ଟିଟୋନୀ ନାମକ ପକ୍ଷୀ ଗଛ ଉପରେ ବସେ ନାହିଁ ।
4- ଶରୀରର କେଉଁ ଅଙ୍ଗରେ ତେଲ ଲଗାଇବା ଦ୍ଵାରା କାନ ସଫା ହୋଇଯାଇଥାଏ ?
ଉତ୍ତର;- ଶରୀରର ନାଭୀରେ ତେଲ ଲଗାଇବା ଦ୍ଵାରା କଣ ସଫା ହୋଇଯାଇଥାଏ ।
5- କୁକୁଡା କେଉଁ ଦେଶର ରାଷ୍ଟ୍ରୀୟ ପକ୍ଷୀ ଅଟେ ?
ଉତ୍ତର;- କୁକୁଡା ଶ୍ରୀଲଙ୍କାର ରାଷ୍ଟ୍ରୀୟ ପକ୍ଷୀ ଅଟେ ।
6- ଦୁଧ ଦାନ୍ତର ସଂଖ୍ୟା କେତେ ଅଟେ ?
ଉତ୍ତର;- ଦୁଧ ଦାନ୍ତର ସଂଖ୍ୟା 20 ଅଟେ ।
7- ଆଗ୍ରାର ତାଜମହଲ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର;- ଆଗ୍ରାର ତାଜମହଲ ଭାରତର ଉତ୍ତରପ୍ରଦେଶ ଠାରେ ଅବସ୍ଥିତ ।
8- ବୁଲନ୍ଦ ଦରୱାଜା ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର;- ବୁଲନ୍ଦ ଦରବଜା ଭାରତର ଉତ୍ତରପ୍ରଦେଶରେ ଅବସ୍ଥିତ ।
9- କେଉଁ ପଶୁର ସିଙ୍ଘ ହୀରା ଠାରୁ ବି ଅଧିକ ମହଙ୍ଗା ହୋଇଥାଏ ?
ଉତ୍ତର;- ଗଣ୍ଡାର ସିଙ୍ଘ ହୀରା ଠାରୁ ବି ଅଧିକ ମହଙ୍ଗା ହୋଇଥାଏ ।
10- ସବୁଠାରୁ ଉଜ୍ଜଳ ଗ୍ରହ କେଉଁଟି ?
ଉତ୍ତର;- ସବୁଠାରୁ ଉଜ୍ଜଳ ଗ୍ରହ ହେଉଛି ଶୁକ୍ର ଗ୍ରହ ।
11- ଇଣ୍ଟରନେଟକୁ ହିନ୍ଦୀରେ କଣ କୁହାଯାଇଥାଏ ?
ଉତ୍ତର;- ଇଣ୍ଟରନେଟକୁ ହିନ୍ଦୀରେ ଅନ୍ତରଜାଲ କୁହାଯାଇଥାଏ ।
12- ମନୁଷ୍ୟର ମସ୍ତିଷ୍କରେ କେତେ ଖଣ୍ଡ ହାଡ ରହିଥାଏ ?
ଉତ୍ତର;- ମନୁଷ୍ୟର ମସ୍ତିଷ୍କରେ 22 ଖଣ୍ଡ ହାଡ ରହିଥାଏ ।
13- ମାଟିର ଦେଶ କାହାକୁ କୁହାଯାଇଥାଏ ?
ଉତ୍ତର;- ମାଟିର ଦେଶ ଭାରତକୁ କୁହାଯାଇଥାଏ ।
14- କ୍ରିକେଟ ଖେଳର ଜନ୍ମସ୍ଥଳୀ କାହାକୁ କୁହାଯାଇଥାଏ ?
ଉତ୍ତର;- କ୍ରିକେଟ ଖେଳର ଜନ୍ମସ୍ଥଳୀ ଭାରତକୁ କୁହାଯାଇଥାଏ ।
15- ସ୍ନାନ ସମୟରେ ପରିସ୍ରା ଲାଗିବା କେଉଁ ବେମାରୀର ଲକ୍ଷଣ ଅଟେ ?
ଉତ୍ତର;- ସ୍ନାନ ସମୟରେ ପରିସ୍ରା ଲାଗିବା ଇନଫେକସନ ବ ସଂକ୍ରମଣର ଲକ୍ଷଣ ଅଟେ ।
ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଅଧିକ ସଂଖ୍ୟାରେ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ ।