ଯେଉଁଠୁ କାନ୍ଦି କାନ୍ଦି ଫେରିଥିଲେ rani panda, ଆଜି ହଜାର ହଜାର ଲୋକଙ୍କ ଆଗରେ ସେଇଠି ସମ୍ମାନ ପାଇଲେ… Rani panda

ଯେଉଁଠି କାନ୍ଦିଥିଲେ ସେଇଠି ସମ୍ମାନ ପାଇଲେ ! ହଁ ଆଜ୍ଞା ଦିନେ ଯେଉଁ ସ୍ଟେଜରେ ଚଢିବାକୁ ରାଣୀଙ୍କୁ ମନା କରିଦିଆଯାଇଥିଲା । ଏବେ ସେହି ସ୍ଟେଜ ଉପରେ ହଜାର ହଜାର ଲୋକଙ୍କ ସାମ୍ନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ସମ୍ମାନିତ କରାଯାଇଛି । ଏପରିକି ଖଣ୍ଡଗିରିରେ ରାଣୀ ପଣ୍ଡାଙ୍କୁ ବୟାନ ମଧ୍ୟ କରିଦିଆଯାଇଥିଲା । ରାଣୀ ଆଉ ଖଣ୍ଡଗିରିକୁ ଆସିପାରିବେ ନାହିଁ କି ଖଣ୍ଡଗିରିର ସ୍ଟେଜ ଉପରେ ଚଢି ପାରିବେ ନାହିଁ ତାହା ଉପରେ ରୋକ୍ ଲଗାଯାଇଥିଲା ।

ହେଲେ ରାଣୀଙ୍କର ସେହି ଦୁଃଖର ସମୟ ବର୍ତ୍ତମାନ ଚାଲିଯାଇଛି । ଏବେ ଯୁଆଡେ ଗଲେ ଖାଲି ରାଣୀ ରାଣୀ ଆଉ ରାଣୀଙ୍କର ହିଁ ଚର୍ଚା ହେବାରେ ଲାଗିଛି । ଖଣ୍ଡଗିରିର ଏତେ ବଡ ଯାତ୍ରା ମଞ୍ଚ ଉପରେ ହଜାର ହଜାର ଲୋକଙ୍କ ସମାଗମରେ ରାଣୀଙ୍କୁ ସ୍ଟେଜ ଉପରେ ସମ୍ମାନିତ କରାଯାଇଛି । ତେବେ ରାଣୀଙ୍କର ହୃଦୟ ଯେ କେତେ ବଡ । ସେ କଥା ସାରା ଓଡିଶାବାସେ ଜାଣିସାରିଛନ୍ତି । କାରଣ ରାଣୀ ପଣ୍ଡା ସବୁ କିଛି ଲୋକଙ୍କୁ ପ୍ରମାଣ କରି ଦେଖାଇ ଚାଲିଛନ୍ତି ।

ଯାହା ପରେ ରାଣୀଙ୍କୁ ଦେଖି ସମସ୍ତେ ଆତ୍ମବିଭୋର ଆଢ୍ୟ ହୋଇ ପଡ଼ୁଛନ୍ତି । ଯାହା ମୁହଁରୁ ଶୁଣିବେ ତାଙ୍କ ମୁହଁରେ ଖାଲି ରାଣୀଙ୍କ ପ୍ରଶଂଷା ଶୁଣିବାକୁ ମିଳୁଛି । ତେବେ ରାଣୀଙ୍କୁ ଏତେ ଆଡୁ ପ୍ରଶଂଶାର ସୁଅ ଛୁଟି ଆସୁଥିବା ବେଳେ ଏହା ରାଣୀଙ୍କର ନିନ୍ଦୁକ ମାନଙ୍କୁ ବହୁତ ବଡ ଝଟକା ଲାଗିଛି । କାରଣ ଯେଉଁ ସ୍ଥାନରେ ଦିନେ ରାଣୀଙ୍କୁ ନିନ୍ଦା ଓ ତୀବ୍ର ଅପବାଦର ଶିକାର ହେବାକୁ ପଡିଥିଲା ।

ସେହି ଠାରେ ଏବେ ଅର୍ଥାତ ଖଣ୍ଡଗିରିର ଯାତ୍ରା ପେଣ୍ଡାଲ ଉପରେ ଦର୍ଶକଙ୍କ ସାମ୍ନାରେ ରାଣୀଙ୍କୁ ନିମନ୍ତ୍ରଣ କରାଯାଇ ସମ୍ମାନିତ କରାଯାଇଛି । ଯାହାକି ରାଣୀ ପଣ୍ଡାଙ୍କ ପାଇଁ ଏ ହେଉଛି ବହୁତ ବଡ ଖୁସିର କଥା । ବଦଳି ଯାଇଛି ସମୟ ବଦଳି ଯାଇଛି ସବୁକିଛି । ତେବେ ଖଣ୍ଡଗିରିରେ ଗୌରୀ ଗଣନାଟ୍ଯରେ ଯାତ୍ରା ପଡିଥିଲା ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା । ଏହି ଯାତ୍ରା ଏତେ ଲୋକପ୍ରିୟ ହୋଇଯିବ । ଏତେ ବର୍ଷର ରେକର୍ଡ ଏହି ଯାତ୍ରା ଭାଙ୍ଗିଦେବ କେହି କେବେ ଭାବିନଥିଲେ । ହେଲେ ଯାତ୍ରାର କାହାଣୀ ଭଲ ଥିଲା ବେଳେ ରାଣୀଙ୍କର ଅଭିନୟ ମଧ୍ୟ ଏଥିରେ ଜବରଦସ୍ତ ହୋଇଥିବା କାରଣରୁ ରାଣୀ ପଣ୍ଡାଙ୍କୁ ପ୍ରଶଂଷାର ସୁଅ ସବୁ ଆଡୁ ଛୁଟି ଆସିଛି । ଖବରର ଅପଡେଟ ପାଇବା ଲାଗି ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *