ବିଦ୍ୟାଳୟରେ ପୁଣି ଲାଗିଲା କଳଙ୍କ ! ସପ୍ତମ ଶ୍ରେଣୀ ଛାତ୍ରୀ ଯାହା କହିଲେ ନା…ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ଜଣେ ନାବାଳିକା ଛାତ୍ରୀ ଗଅର୍ଭ-ବଅତୀ ହୋଇ ଛନ୍ତି । ତେବେ ଏହି ଛାତ୍ରୀ ଜଣକ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ହେଲେ କେମିତି ହୋଇଗଲେ ଗଅର୍ଭ-ବଅତୀ ଆଉ ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଲାଗି ରହିଛି । କନ୍ଧମାଳ ଆବାସିକ ବିଦ୍ୟାଳରେ ସମସ୍ତଙ୍କ ପରି ଏହି ସପ୍ତମ ଶ୍ରେଣୀ ଛାତ୍ରୀ ଜଣକ ପାଠ ପଢୁଥିଲେ । ଆଉ ମଝିରେ ମଝିରେ ଗାଁକୁ ଯିବା ଆସିବା କରୁଥିଲେ ।

ଆଉ ଏହାରି ଭିତରେ ସେ କେମିତି ଗଅର୍ଭ-ବଅତୀ ହେଲେ କିଏ ଘଟାଇଲା ଏଭଳି କାଣ୍ଡ । ତେବେ ଯାହା କୁହାଯାଉଛି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର କୁଆଡେ ତାଙ୍କୁ ପ୍ରେମ କରୁଥିଲେ । ଆଉ ତାଙ୍କ ସହିତ କୁଆଡେ ଏଭଳି କିଛି ଖରାପ ସମ୍ପର୍କ ଥିଲା । ଯେଉଁଥି ପାଇଁ ସେ ପରବର୍ତ୍ତୀ ସମୟରେ ଗଅର୍ଭ-ବଅତୀ ହୋଇଛନ୍ତି । ତେବେ ସତ କଣ ତାହା ତ ତଦନ୍ତ କଲା ପରେ ହିଁ ଜଣା ପଡିବ ।

ହଁ ଆଜ୍ଞା ପୁଣି କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଏଭଳି କିଛି ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି । ଆବାସିକ ବିଦ୍ୟାଳୟରେ ପୁଣି ଲାଗିଛି କଳଙ୍କ । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗଅର୍ଭ-ବଅତୀ ହୋଇଥିବାର ଜଣା ପଡିଛି । ତେବେ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ତରଫରୁ ବେଲଘର ପୋଲିସ ଷ୍ଟେସନରେ ଏନେଇ ମାମଲା ରୁଜୁ କରାଯାଇଛି ।

ତେବେ ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ଅଧିନସ୍ଥ କୂଟିଆ ବନ୍ଧ ଉନୟନ ସଂସ୍ଥା ଦ୍ଵାରା ପରିଚାଳିତ ଏହି ଆବାସିକ ବିଦ୍ୟାଳୟରେ 313 ଜଣ ଛାତ୍ର ଛାତ୍ରୀ ପାଠ ପଢୁ ଛନ୍ତି । ଆଉ ଏହାରି ମଧ୍ୟରେ ଏଭଳି ଏକ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ କିଭଳି ଗଅର୍ଭ-ବଅତୀ ହୋଇପାରନ୍ତି ଯାହାକୁ ନେଇ ବେଲଘର ଥାନାରେ ମାମଲା ରୁଜୁ କରି ଥାନା ଅଧିକାରୀ ତଦନ୍ତ କରୁଛନ୍ତି ।

ତା ହେଲେ ବନ୍ଧୁଗଣ ତଦନ୍ତ କରିବା ପରେ ହିଁ ଏହି ଘଟଣା ପଛରେ ଥିବା ସତ ଜଣା ପଡିବ । ଅଷ୍ଟମ ଶ୍ରେଣୀ ଛାତ୍ର ଏଭଳି କାଣ୍ଡ ଘଟାଇ ଛନ୍ତି ନା ଏହା ପଛରେ ଆଉ କିଏ ଅଛି ତାହା ତଦନ୍ତ ପରେ ହିଁ ଜଣା ପଡିବ । ତେବେ ବର୍ତ୍ତମାନ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତା ହେଲେ ଏହି ଲଜ୍ଜା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *