ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।
ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ମନୋରଞ୍ଜନ କରିଦେବ । ଅନେକ ଲୋକ ନିଜ ଟ୍ୟାଲେନ୍ଟ ସୋସିଆଲ ମିଡିଆରେ ପଦର୍ଶନ କରି ଅତି ସହଜରେ ଫେମସ ହୋଇ ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହୋଇଯିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓଟି ହେଉଛି ଭାଇଆରାଲ ବଏ ସାନ୍ତନୁଙ୍କର । ଆପଣ ମାନେ ସମସ୍ତେ କୁନି କଳାକାର ସାନ୍ତନୁଙ୍କୁ ବେସ ଭଲ ଭାବରେ ଜାଣିଥିବେ ।
https://www.youtube.com/watch?v=g-377h3o_tU
ଟିଭି ରିଆଲିଟି ସୋ ‘ଓଡିଶାର ନୂଆ ସ୍ଵର’ର ସାନ୍ତନୁ ନିଜ ଟ୍ୟାଲେନ୍ଟ ଦେଖାଇ ସାରା ଓଡିଶା ବାସୀଙ୍କ ମନ ଜିତିଛନ୍ତି । ସେ କେତେକ ଆଲବମ ଭିଡିଓରେ ମଧ୍ୟ କାମ କରିସାରିଛନ୍ତି ଆଉ ସେହି ସବୁ ଭିଡିଓ ଗୁଡିକ ଏବେ ଭାଇରାଲ ହେଉଛି । ଏବେ ସାନ୍ତନୁଙ୍କର ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଶାନ୍ତନୁଙ୍କର ଆଉ ଏକ ନୂଆ ଆଲବମ ଭିଡିଓ ଆସିବାକୁ ଯାଉଛି ।
ଶାନ୍ତନୁ ଗୀତ ଗାଇବା ପାଇଁ ଷ୍ଟୂଡିଓ ଯାଇଛନ୍ତି ଆଉ ଷ୍ଟୂଡିଓରେ ସେ ସମସ୍ତଙ୍କ ସହ ମସ୍ତି କରୁଥିବାର ନଜର ଆସୁଛନ୍ତି । ଶାନ୍ତନୁଙ୍କ ଏହି ନୂଆ ଗୀତର ନାମ ହେଉଛି ‘ରହ ରହ ତୋ ବୋଉକୁ କହୁଛି’ । ଏହି ଗୀତଟିକୁ ଶାନ୍ତନୁ ବହୁତ ସୁନ୍ଦର ଭାବରେ ଗାଇଛନ୍ତି ।
ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଶାନ୍ତନୁଙ୍କ ଏହି ନୂଆ ଗୀତଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ